Amit Mohapatra (@amitmohapatra14) 's Twitter Profile
Amit Mohapatra

@amitmohapatra14

ID: 252985039

calendar_today16-02-2011 09:46:58

3,3K Tweet

74 Takipçi

263 Takip Edilen

AAP Odisha 🇮🇳 (@aapodisha) 's Twitter Profile Photo

ଆମେ ରକ୍ତ ଓ ପାଣି ଏକାଠି ବହି ପାରିବେନି କହିଥିଲୁ...କ୍ରିକେଟ ବିଷୟରେ କହି ନଥିଲୁ। ♦️ଏ ଉକ୍ତି ଆଉ କାହାର ନୁହେଁ ବରଂ BJP ଓ RSS ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରାକେଶ ସିହ୍ନାଙ୍କର। ଗୋଟିଏ ପଟେ ସମ୍ପୂର୍ଣ୍ଣ ଦେଶ ଭାରତ-ପାକିସ୍ଥାନ କ୍ରିକେଟ ମ୍ୟାଚକୁ ବିରୋଧ କରୁଛି ।

AAP Odisha 🇮🇳 (@aapodisha) 's Twitter Profile Photo

BJP ନେତା ଅନୁରାଗ ଠାକୁର କହୁଛନ୍ତି ପାକିସ୍ଥାନ ସହିତ କ୍ରିକେଟ ଖେଳିବା 'ବିବଶତା' ଅଟେ । ସିଧା ସଳଖ କାହିଁକି କହୁନାହାନ୍ତି ବିବଶତା ଅମିତ ଶାହାଙ୍କ ପୁଅ ଜୟ ଶାହା ଅଟେ...‼️

AAP Odisha 🇮🇳 (@aapodisha) 's Twitter Profile Photo

ପଞ୍ଜାବରେ ବନ୍ୟା ପୀଡିତଙ୍କୁ ବିପର୍ଯ୍ୟୟରୁ ବାହାର କରିବାକୁ କାମ କରୁଛନ୍ତି AAP ସରକାର 🙏 🔷 ମୃତକଙ୍କ ପରିଜନମାନଙ୍କୁ ଦିଆଯାଉଛି କ୍ଷତିପୂରଣ 🔷 ଘର, ଫସଲ ଓ ପଶୁମାନଙ୍କର ହାନୀ ଉପରେ ଦିଆଯିବ ଆର୍ଥିକ ସହାୟତା

AAP Odisha 🇮🇳 (@aapodisha) 's Twitter Profile Photo

ଜାମ୍ମୁ କାଶ୍ମୀର BJPରେ ସାମିଲ ଅଛନ୍ତି ପାକିସ୍ଥାନରୁ ପ୍ରଶିକ୍ଷଣ ପ୍ରାପ୍ତ Retired Terrorist😳‼️- ଅବଦୁଲ ରେହମାନ ଲୋନ - କୁପୱାଡା ବିଜେପିର ଜିଲ୍ଲା ଅଧ୍ୟକ୍ଷ ଅବଦୁଲ ରେହମାନ- ବାନ୍ଦୀପୁରା ବିଜେପିର ଜିଲ୍ଲା ଅଧ୍ୟକ୍ଷ ଅବଦୁଲ ମଜୀଦ ମୀର - ଗାନ୍ଦରବଲ ମ୍ୟୁନିସିପାଲ କମିଟି ଉପାଧ୍ୟକ୍ଷ

AAP Odisha 🇮🇳 (@aapodisha) 's Twitter Profile Photo

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଆପ୍ ବଲାଙ୍ଗୀର କାର୍ଯ୍ୟକର୍ତ୍ତାମାନେ ଏକ ଦାବିପତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି AAP Arvind Kejriwal Nishikanta Mohapatra

AAP (@aamaadmiparty) 's Twitter Profile Photo

क्रिकेट और आतंकवाद एक साथ क्यों चल रहा है⁉️ मोदी जी जवाब दो…

AAP Odisha 🇮🇳 (@aapodisha) 's Twitter Profile Photo

ଯେଉଁ ପାକିସ୍ଥାନୀ ଆତଙ୍କବାଦୀମାନେ ଆମ ଭଉଣୀଙ୍କର ସିନ୍ଦୁର ପୋଛିଥିଲେ, ଆଜି ସେହିମାନଙ୍କ ସହିତ କ୍ରିକେଟ ଖେଳ ହେଉଛି... ମୋଦୀ ଜୀ, ଲାଜ ବିକି ସାରିଲେଣି⁉️

AAP Odisha 🇮🇳 (@aapodisha) 's Twitter Profile Photo

ଯେଉଁ ପାକିସ୍ଥାନୀ ଆତଙ୍କବାଦୀମାନେ ଆମର ମାଆ-ଭଉଣୀଙ୍କର ସିନ୍ଦୁର ପୋଛିଛନ୍ତି, ଆଜି ସେହିମାନଙ୍କ ସହିତ ଆମେ ଖେଳିବା... ଏହାଠାରୁ ବଡ ଲଜ୍ଜ୍ୟାର ପ୍ରସଙ୍ଗ ଆଉ କିଛି ହେଇପାରେ⁉️

AAP Odisha 🇮🇳 (@aapodisha) 's Twitter Profile Photo

କ୍ରିକେଟ ଓ ଆତଙ୍କବାଦ ଏକା ସହିତ କାହିଁକି ଚାଲିଛି⁉️ ମୋଦୀ ଜୀ ଜବାବ ଦିଅନ୍ତୁ....

AAP Odisha 🇮🇳 (@aapodisha) 's Twitter Profile Photo

“#BJP କହୁଛି ଯଦି ଆମେ ଖେଳିବୁ ନାହିଁ, ଆଉ କାହାକୁ Point ମିଳିଯିବ, ଏ ପ୍ରକାର ନିମ୍ନ ମନ୍ତବ୍ୟ, ଅବାସ୍ତବ ଅବାନ୍ତର କଥାକୁ ଆମେ ବିରୋଧ କରିବା ସହିତ ଏ ଖେଳକୁ ଓ ଖେଳ ଖେଳାଉଥିବା ନରେନ୍ଦ୍ର ମୋଦୀ ସରକାରକୁ ଚେତାବନୀ ଦେଉଅଛୁ,

AAP Odisha 🇮🇳 (@aapodisha) 's Twitter Profile Photo

"ଉତ୍ତମ ସ୍ୱାସ୍ଥ୍ୟ ସେବା ଆମର ଅଧିକାର" ଆସନ୍ତା କାଲି ଲୋକଙ୍କ ସ୍ଵାର୍ଥ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣାକୁ ସମ୍ବୋଧିତ କରିବେ ରାଜ୍ୟ ସଭାପତି, ଶ୍ରୀ Nishikanta Mohapatra । 📢 AAP Arvind Kejriwal Virender Singh Kadian Nishikanta Mohapatra

"ଉତ୍ତମ ସ୍ୱାସ୍ଥ୍ୟ ସେବା ଆମର ଅଧିକାର"
ଆସନ୍ତା କାଲି ଲୋକଙ୍କ ସ୍ଵାର୍ଥ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣାକୁ ସମ୍ବୋଧିତ କରିବେ ରାଜ୍ୟ ସଭାପତି, ଶ୍ରୀ Nishikanta Mohapatra । 📢

AAP
Arvind Kejriwal
Virender Singh Kadian
Nishikanta Mohapatra
AAP Odisha 🇮🇳 (@aapodisha) 's Twitter Profile Photo

ପାକିସ୍ତାନ ସହିତ ରକ୍ତ ଏବଂ କ୍ରିକେଟ୍ ଏକାଠି ଚାଲିବ ନାହିଁ ‼️ ଯେଉଁ ପାକିସ୍ତାନ ପହଲଗାମରେ ଆମ ମା' ଏବଂ ଭଉଣୀଙ୍କ ସିନ୍ଦୂର ପୋଛି ଦେଇଥିଲା, ଆଜି ତାହାରି ସହିତ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଛି। ଏହା ଭାରତର ସମ୍ମାନ ଏବଂ ଦେଶବାସୀଙ୍କ ଭାବନାର ଉପହାସ ହେଉଛି। ଭାରତ-ପାକିସ୍ତାନ ମ୍ୟାଚ୍ ବିରୋଧରେ ଆମ୍ ଆଦ୍‌ମୀ ପାର୍ଟିର ଦୃଢ଼ ପ୍ରତିବାଦ

ପାକିସ୍ତାନ ସହିତ ରକ୍ତ ଏବଂ କ୍ରିକେଟ୍ ଏକାଠି ଚାଲିବ ନାହିଁ ‼️
ଯେଉଁ ପାକିସ୍ତାନ ପହଲଗାମରେ ଆମ ମା' ଏବଂ ଭଉଣୀଙ୍କ ସିନ୍ଦୂର ପୋଛି ଦେଇଥିଲା,  ଆଜି ତାହାରି ସହିତ  କ୍ରିକେଟ୍ ମ୍ୟାଚ୍ ଖେଳାଯାଉଛି। ଏହା ଭାରତର ସମ୍ମାନ ଏବଂ ଦେଶବାସୀଙ୍କ ଭାବନାର ଉପହାସ ହେଉଛି। ଭାରତ-ପାକିସ୍ତାନ ମ୍ୟାଚ୍ ବିରୋଧରେ ଆମ୍ ଆଦ୍‌ମୀ ପାର୍ଟିର ଦୃଢ଼ ପ୍ରତିବାଦ
AAP Odisha 🇮🇳 (@aapodisha) 's Twitter Profile Photo

ଗୋଟିଏ ମ୍ୟାଚରେ BJPର ମିଥ୍ୟା ରାଷ୍ଟ୍ରବାଦର ପର୍ଦ୍ଦାଫାଶ ହୋଇଗଲା❗️ #BoycottINDvsPAK #BoycottAsiaCup #BoycottBCCI #BoycottBJP

ଗୋଟିଏ ମ୍ୟାଚରେ BJPର ମିଥ୍ୟା ରାଷ୍ଟ୍ରବାଦର ପର୍ଦ୍ଦାଫାଶ ହୋଇଗଲା❗️

#BoycottINDvsPAK
#BoycottAsiaCup
#BoycottBCCI
#BoycottBJP
AAP Odisha 🇮🇳 (@aapodisha) 's Twitter Profile Photo

ମୋଦୀ ସରକାର, ହାୟ-ହାୟ‼️ ପାକିସ୍ତାନର ଆତଙ୍କବାଦୀମାନେ ପହଲଗାମରେ ଆମର ମାଁ-ଭଉଣୀଙ୍କର ସିଦୂର ଉଜାଡ଼ି ଦେଇଥିଲେ, ଆଜି ସେହି ପାକିସ୍ତାନ ସହିତ ଦୁବାଇରେ କ୍ରିକେଟ ମ୍ୟାଚ ଖେଳାଯାଉଛି । ଏହା ଭାରତର ଗାରିମା ଏବଂ ପ୍ରତ୍ୟେକ ଦେଶବାସୀଙ୍କର ଭାବନାର ସହିତ ଖେଳ । ଆମ୍ ଆଦ୍‌ମୀ ପାର୍ଟି ଏହି ମ୍ୟାଚର ବିରୋଧ କରୁଛି 💯

Anurag Dhanda (@anuragdhanda) 's Twitter Profile Photo

Some idiots are celebrating the terror funding by Modi govt facilitated through this match. Every rupee earned by Pakistan through this match will be used to purchase bullets to be fired on Indian soldiers and Indian civilians. #TraitorBJP

AAP Odisha 🇮🇳 (@aapodisha) 's Twitter Profile Photo

ଯେଉଁ ଜର୍ମାନୀକୁ ମହାନ୍ ଶିକ୍ଷାବିଦ୍ ମାନେ ବିକାଶର ପଥ ଦେଖାଇଥିଲେ, ସେହି ଜର୍ମାନୀକୁ ହିଟଲର୍ ସତ୍ୟାନାଶ କରିଦେଇଥିଲା... ସଂପୂର୍ଣ୍ଣ Video ପାଇଁ ନିମ୍ନରେ ଦିଆଯାଇଥିବା Link କୁ Click କରନ୍ତୁ ଏବଂ ଦେଖନ୍ତୁ ଜର୍ମାନୀର ଏହି କାହାଣୀକୁ ଶିକ୍ଷାକ୍ରାନ୍ତିର ଜନକ Manish Sisodiaଙ୍କ Video ରେ👇 youtu.be/NqW3YsGOGqk?si…

AAP Odisha 🇮🇳 (@aapodisha) 's Twitter Profile Photo

ଢେଙ୍କାନାଳ ଜିଲ୍ଲାର ସ୍ଵାସ୍ଥ୍ୟ ଅବ୍ୟବସ୍ଥା ବିରୁଦ୍ଧରେ "ବିଶାଳ ଗଣଧାରଣା" 🔥 ଯୋଗଦାନ କଲେ ଶ୍ରୀ Nishikanta Mohapatra ,ରାଜ୍ୟ ସଭାପତି, ଆପ୍ ଓଡ଼ିଶା। AAP Arvind Kejriwal Virender Singh Kadian

AAP Odisha 🇮🇳 (@aapodisha) 's Twitter Profile Photo

ଆମ୍ ଆଦ୍‌ମୀ ପାର୍ଟିର "ବିଶାଳ ଗଣଧାରଣା"🔥 ଢେଙ୍କାନାଳ ଜିଲ୍ଲାର ସ୍ୱାସ୍ଥ୍ୟ ଅବ୍ୟବସ୍ଥା ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶାଳ ଗଣଧାରଣା । AAP Arvind Kejriwal Virender Singh Kadian Nishikanta Mohapatra

ଆମ୍ ଆଦ୍‌ମୀ ପାର୍ଟିର "ବିଶାଳ ଗଣଧାରଣା"🔥
ଢେଙ୍କାନାଳ ଜିଲ୍ଲାର ସ୍ୱାସ୍ଥ୍ୟ ଅବ୍ୟବସ୍ଥା ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶାଳ ଗଣଧାରଣା ।
AAP
Arvind Kejriwal
Virender Singh Kadian
Nishikanta Mohapatra
AAP Odisha 🇮🇳 (@aapodisha) 's Twitter Profile Photo

ଏହି ଲଢେଇ ଢେଙ୍କାନାଳ ବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଅପାରଗ ବିଜେପି ସରକାର ବିରୁଦ୍ଧରେ "ବିଶାଳ ଗଣଧାରଣା" 🔥 AAP Arvind Kejriwal @Virender Nishikanta Mohapatra #bjphatao_odishabanchao

AAP Odisha 🇮🇳 (@aapodisha) 's Twitter Profile Photo

ସାଧାରଣ ଲୋକଙ୍କର ମୌଳିକ ଆବଶ୍ୟକତା ପାଇଁ ଲଢେଇ କରୁଥିବା ଆମ୍ ଆଦ୍‌ମୀ ପାର୍ଟି ଆଜି ସ୍ୱାସ୍ଥ୍ୟ ସେବା ଅବ୍ୟବସ୍ଥା ବିରୁଦ୍ଧରେ ଢେଙ୍କାନାଳ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ସଙ୍ଗଠନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଶାଳ ଗଣଧାରଣା 🔥 AAP Arvind Kejriwal @Virender Nishikanta Mohapatra

ସାଧାରଣ ଲୋକଙ୍କର ମୌଳିକ ଆବଶ୍ୟକତା ପାଇଁ ଲଢେଇ କରୁଥିବା ଆମ୍ ଆଦ୍‌ମୀ ପାର୍ଟି ଆଜି ସ୍ୱାସ୍ଥ୍ୟ ସେବା ଅବ୍ୟବସ୍ଥା ବିରୁଦ୍ଧରେ ଢେଙ୍କାନାଳ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ସଙ୍ଗଠନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଶାଳ ଗଣଧାରଣା 🔥

AAP
Arvind Kejriwal
@Virender
Nishikanta Mohapatra