
🇮🇳 AMITABH THAKUR 🇮🇳
@amitabhthakur21
I belong to the Indian Police Service, Transport Commissioner-Odisha, SRCCian, Love to cook, Chai & Cricket are my passion
ID: 877487686205845505
https://www.odishapolice.gov.in 21-06-2017 11:25:42
27,27K Tweet
47,47K Takipçi
948 Takip Edilen

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଭାବେ ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ରେଳ ଅଡ଼ିଟୋରିୟମଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। #ଲୋକଙ୍କସରକାର


#ComeHomeSafe #ZeroAccidentDay Come, let us all follow traffic rules and make roads safe State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport CMO Odisha

When you choose safety, you choose to return to the ones who wait. Let’s honour every life—by driving responsibly, wearing helmets, & following rules. Join the #ZeroAccidentDay movement. Let’s pledge to #ComeHomeSafe. CMO Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport State Transport Authority, Odisha



ହିରୋଗିରି ନିୟମ ଭାଙ୍ଗିବାରେ ନାହିଁ, ନିୟମ ମାନିବାରେ ଅଛି। ମୁଁ ସଡ଼କ ସୁରକ୍ଷା ନିୟମ କେବେ ବି ଭାଙ୍ଗିବି ନାହିଁ, କାରଣ ମୁଁ ଜାଣି ଜାଣି ନିଜ ପରିବାରକୁ ଦୁଃଖୀ କରିବାକୁ ଚାହେଁନି। #ZeroAccidentDay ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport State Transport Authority, Odisha

ଧନ୍ୟବାଦ ନୟାଗଡ ଜିଲ୍ଲା RTO Nayagarhନୟାଗଡ ଠାରୁ ଭୁବନେଶ୍ୱର ଯାଉଥିବା ଏକାଧିକ ଘରେଇ ବସ ଗୁଡିକରେ ଲାଇସେନ୍ସ ପ୍ରାପ୍ତ କଣ୍ଡକ୍ଟର ରହୁନାହାନ୍ତି ଫଳରେ,ବିଭିନ୍ନ ସମୟରେ ବୃଦ୍ଧ, ବୃଦ୍ଧା, ଅସହାୟ, ଭିନ୍ନକ୍ଷମ (କାର୍ଡ ପ୍ରାପ୍ତ)ଙ୍କୁ ଦୁର୍ବ୍ୟବହାର ପଦର୍ଶନ କରୁଛନ୍ତି CMO Odisha 🇮🇳 AMITABH THAKUR 🇮🇳 State Transport Authority, Odisha Usha Padhee


ଦୁର୍ଘଟଣା ରୋକିବା ପାଇଁ ଆମେ ସର୍ବଦା ସଡକ ସୁରକ୍ଷା ନିୟମକୁ ପାଳନ କରିବା ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ବୁଝେଇବା ତେବେ ଯାଇଁ ଶୂନ ଦୁର୍ଘଟଣା ଦିବସ ପାଳନ ସାର୍ଥକ ହୋଇପାରିବ। State Transport Authority, Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport


Driving change on the roads— With firm enforcement and citizen awareness, COMMISSIONERATE POLICE’s Traffic Wing powers the #ZeroAccidentDay mission. Every life counts. Let’s pledge to #ComeHomeSafe. CMO Odisha Bibhuti Bhusan Jena IIT Madras





ପ୍ରାଣର ଠାକୁର, ଇଷ୍ଟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସ୍ଵନକ୍ଷତ୍ର ତଥା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ। ଦାରୁବ୍ରହ୍ମଙ୍କ ଗଜାନନ ରୂପ ହରଣ କରିନେଉ ଆପଣଙ୍କ ସବୁ ଦୁଃଖ 🙏 Shree Jagannatha Temple Office, Puri Shree Jagannatha Temple Office, Puri Sudarsan Pattnaik


ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା। ମହାପ୍ରଭୁଙ୍କ କୃପାରୁ ଆପଣଙ୍କ ପ୍ରତିଟି ଯାତ୍ରା ହେଉ ସୁରକ୍ଷିତ, ମଙ୍ଗଳମୟ। ଜୟ ଜଗନ୍ନାଥ 🙏 #snanayatra #JayJagannath ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Shree Jagannatha Temple Office, Puri





