AAPODISHA (@aapodishaa) 's Twitter Profile
AAPODISHA

@aapodishaa

ID: 1930215187875016704

calendar_today04-06-2025 10:50:31

263 Tweet

10 Takipçi

24 Takip Edilen

Sanjay Singh AAP (@sanjayazadsln) 's Twitter Profile Photo

कानपुर का लक्ष्मणपुर गाँव। बारिश में भीगते ये मासूम बच्चे अपने माँ-बाप के साथ मोदी-योगी से अपना स्कूल माँगने आये हैं। इनका स्कूल 2 किलोमीटर कर दिया है। नये फ़ैसले के हिसाब से स्कूल की दूरी 1 किलोमीटर से ज़्यादा नहीं होगी। क्या सोमवार से ये स्कूल खुलेगा? नही खुला तो आंदोलन होगा।

AAP JHARKHAND (@aap4jharkhand) 's Twitter Profile Photo

झारखंड के पूर्व मुख्यमंत्री और Jharkhand Mukti Morcha के संस्थापक ‘दिशोम गुरु’ श्री शिबू सोरेन जी के निधन का समाचार अत्यंत दुःखद है। ईश्वर पुण्यात्मा को अपने श्रीचरणों में स्थान दें, और उनके परिजनों तथा शुभचिंतकों को यह दुःख सहन करने की शक्ति प्रदान करें।ॐ शांति! #ShibuSoren

झारखंड के पूर्व मुख्यमंत्री और Jharkhand Mukti Morcha के संस्थापक ‘दिशोम गुरु’ श्री शिबू सोरेन जी के निधन का समाचार अत्यंत दुःखद है।

ईश्वर पुण्यात्मा को अपने श्रीचरणों में स्थान दें, और उनके परिजनों तथा शुभचिंतकों को यह दुःख सहन करने की शक्ति प्रदान करें।ॐ शांति!

#ShibuSoren
AAP Odisha 🇮🇳 (@aapodisha) 's Twitter Profile Photo

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ସାଦର ନମନ🙏 #nandinisatpathy

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ସାଦର ନମନ🙏
#nandinisatpathy
AAP Odisha 🇮🇳 (@aapodisha) 's Twitter Profile Photo

ପଞ୍ଜାବରେ AAP ସରକାର ଶିକ୍ଷାକ୍ରାନ୍ତିର ଆରମ୍ଭ କରିଛନ୍ତି । ପଞ୍ଜାବର ପିଲାମାନେ ଦିନେ ମୁଖ୍ୟମନ୍ତ୍ରୀ କିମ୍ବା ଶିକ୍ଷାମନ୍ତ୍ରୀ ହେବେ। ପଞ୍ଜାବର ପ୍ରତ୍ୟେକ ପିଲା ଏବେ ବଡ ସ୍ଵପ୍ନ ଦେଖିବ। #punjab #education

AAP Odisha 🇮🇳 (@aapodisha) 's Twitter Profile Photo

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ତୁଲେଇଥିବା ଶ୍ରୀ ଶିବୁ ସୋରେନଙ୍କ ନିଧନ ସମାଚାର ଅତ୍ୟନ୍ତ ଦୁଃଖଦାୟକ ଅଟେ । ସେ ଆଦିବାସୀ ସମାଜ ଏବଂ ସାମାଜିକ ନ୍ୟାୟ ପାଇଁ ନିଜକୁ ସମର୍ପିତ କରିଥିଲେ । ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ॐ ଶାନ୍ତି 🙏 #ShibuSoren

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ତୁଲେଇଥିବା ଶ୍ରୀ ଶିବୁ ସୋରେନଙ୍କ ନିଧନ ସମାଚାର ଅତ୍ୟନ୍ତ ଦୁଃଖଦାୟକ ଅଟେ । ସେ ଆଦିବାସୀ ସମାଜ ଏବଂ ସାମାଜିକ ନ୍ୟାୟ ପାଇଁ ନିଜକୁ ସମର୍ପିତ କରିଥିଲେ ।
ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ॐ ଶାନ୍ତି  🙏

#ShibuSoren
AAP Odisha 🇮🇳 (@aapodisha) 's Twitter Profile Photo

ସମସ୍ତ ଓଡ଼ିଆ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଜନସେବାରେ ତାଙ୍କ ଅମୂଲ୍ୟ ଅବଦାନ ପାଇଁ ଓଡ଼ିଆ ସାମ୍ବାଦିକତା ଦିବସର ଅବସରରେ ଶୁଭେଚ୍ଛା 💐 #OdiaJournalismDay

ସମସ୍ତ ଓଡ଼ିଆ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଜନସେବାରେ ତାଙ୍କ ଅମୂଲ୍ୟ ଅବଦାନ ପାଇଁ ଓଡ଼ିଆ ସାମ୍ବାଦିକତା ଦିବସର ଅବସରରେ ଶୁଭେଚ୍ଛା 💐 #OdiaJournalismDay
AAP Odisha 🇮🇳 (@aapodisha) 's Twitter Profile Photo

ବିଜେପି ସରକାରରେ ପିଲାଙ୍କ ପାଠ ପଢିବା ପାଇଁ ସରକାରୀ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ😰 AAP Arvind Kejriwal Sanjay Singh AAP Manish Sisodia Nishikanta Mohapatra #स्कूल_बचाओ_अभियान

AAP Odisha 🇮🇳 (@aapodisha) 's Twitter Profile Photo

ସତ୍ୟମେବ ଜୟତେ-ପୁଣି ଥରେ ପ୍ରମାଣିତ ହେଲା AAP ଦୃଢ ସଚ୍ଚୋଟ🙌💯 BJPର CBI AAP ନେତା ସତ୍ୟେନ୍ଦ୍ର ଜୈନଙ୍କ ସହିତ ଜଡିତ ଏକ ମାମଲାରେ Rouse Avenue Courtରେ Closure Report ଦାଖଲ କରି କହିଛି ଯେ ଯାଞ୍ଚ ପ୍ରକ୍ରିୟାରେ କୌଣସି ପ୍ରମାଣ ମିଳିଲା ନାହିଁ। ଆମ୍ ଆଦ୍‌ମୀ ପାର୍ଟିର ପ୍ରତ୍ୟେକ ନେତା ଓ କାର୍ଯ୍ୟକର୍ତ୍ତା ଦୃଢ ସଚ୍ଚୋଟ ଅଟନ୍ତି🔥

AAPODISHA (@aapodishaa) 's Twitter Profile Photo

ସତ୍ୟମେବ ଜୟତେ-ପୁଣି ଥରେ ପ୍ରମାଣିତ ହେଲା AAP ଦୃଢ ସଚ୍ଚୋଟ🙌💯 BJPର CBI AAP ନେତା ସତ୍ୟେନ୍ଦ୍ର ଜୈନଙ୍କ ସହିତ ଜଡିତ ଏକ ମାମଲାରେ Rouse Avenue Courtରେ Closure Report ଦାଖଲ କରି କହିଛି ଯେ ଯାଞ୍ଚ ପ୍ରକ୍ରିୟାରେ କୌଣସି ପ୍ରମାଣ ମିଳିଲା ନାହିଁ। ଆମ୍ ଆଦ୍‌ମୀ ପାର୍ଟିର ପ୍ରତ୍ୟେକ ନେତା ଓ କାର୍ଯ୍ୟକର୍ତ୍ତା ଦୃଢ ସଚ୍ଚୋଟ ଅଟନ୍ତି🔥

AAP Odisha 🇮🇳 (@aapodisha) 's Twitter Profile Photo

ନିଜ ପିଲାଙ୍କ ପାଇଁ ବିଦେଶୀ ସ୍କୁଲ, ସାଧାରଣ ଲୋକଙ୍କ ପିଲାଙ୍କ ପାଇଁ ଜରାଜୀର୍ଣ୍ଣ ସରକାରୀ ସ୍କୁଲ⁉️ ଏହା ଅଟେ BJPର 'ଭବିଷ୍ୟ ନଷ୍ଟ ମଡେଲ'! 👏

AAP Odisha 🇮🇳 (@aapodisha) 's Twitter Profile Photo

ଗୋଟିଏ ପଟେ BJP ‘ରାମ ରାଜ୍ୟ’ ର ନାରା ଦିଏ, ଆଉ ଅନ୍ୟପଟେ ବଳାତ୍କାର ଅଭିଯୁକ୍ତ ନେତାମାନଙ୍କୁ ଆଶ୍ରୟ ଦିଏ‼️ ଏହା ମାତ୍ରାଧିକ ପାଖଣ୍ଡତାର ପରାକାଷ୍ଠା! 👏

AAP Odisha 🇮🇳 (@aapodisha) 's Twitter Profile Photo

ମହିଳାଙ୍କୁ ସୁରକ୍ଷା 🛡️ ଓ ନ୍ୟାୟ ⚖️ ଦେବାରେ ବିଜେପି ସରକାର ବିଫଳ ❌ ଓଡିଶାରେ ବଢି ଚାଲିଛି ନାରୀ ନିର୍ଯ୍ୟାତନା 😠👩‍🦰 #BJPAgainstWomen #ଓଡିଶାରେ_ମହିଳା_ଅସୁରକ୍ଷିତ

ମହିଳାଙ୍କୁ ସୁରକ୍ଷା 🛡️ ଓ ନ୍ୟାୟ ⚖️ ଦେବାରେ ବିଜେପି ସରକାର ବିଫଳ ❌
ଓଡିଶାରେ ବଢି ଚାଲିଛି ନାରୀ ନିର୍ଯ୍ୟାତନା 😠👩‍🦰
#BJPAgainstWomen
#ଓଡିଶାରେ_ମହିଳା_ଅସୁରକ୍ଷିତ
AAP Odisha 🇮🇳 (@aapodisha) 's Twitter Profile Photo

ଦୃଢ ସଚ୍ଚୋଟ ଅଟେ ଆମ୍ ଆଦ୍‌ମୀ ପାର୍ଟି💯 Court ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ହେଇଥିବା ଭ୍ରଷ୍ଟାଚାର ମାମଲାକୁ କଲେ ବନ୍ଦ, CBIକୁ ମିଳିଲା ନାହିଁ ₹1ର ଭ୍ରଷ୍ଟାଚାର ।

ଦୃଢ ସଚ୍ଚୋଟ ଅଟେ ଆମ୍ ଆଦ୍‌ମୀ ପାର୍ଟି💯
Court ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ହେଇଥିବା ଭ୍ରଷ୍ଟାଚାର ମାମଲାକୁ କଲେ ବନ୍ଦ, CBIକୁ  ମିଳିଲା ନାହିଁ  ₹1ର  ଭ୍ରଷ୍ଟାଚାର ।
AAP Odisha 🇮🇳 (@aapodisha) 's Twitter Profile Photo

CBIର 6ବର୍ଷର ଜାଞ୍ଚ, ଜବାବ କେବଳ ଗୋଟିଏ: 'No Evidence' 📷 ଏହା ପ୍ରମାଣ ଅଟେ ଏହି କଥାର ଯେ BJP, AAPକୁ ଶେଷ କରିବାକୁ ସବୁ ପ୍ରକାର ପ୍ରୟାସ କଲା, କିନ୍ତୁ ପରିଶେଷରେ AAPର ସତ୍ୟ ଜିତିଲା!

AAP Odisha 🇮🇳 (@aapodisha) 's Twitter Profile Photo

ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ନବ ନିଯୁକ୍ତ ଜିଲ୍ଲା ପ୍ରଭାରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭନନ୍ଦନ 💐 ଆପଣ ମାନଙ୍କର ନିଷ୍ଠା ଓ କଠିନ ପ୍ରୟାସ ଦ୍ଵାରା ଆପ୍ ଓଡିଶାର ଶିକ୍ଷା ଓ ସ୍ୱାସ୍ଥ୍ୟର ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହେଵ। AAP Arvind Kejriwal Virender Singh Kadian Nishikanta Mohapatra #NewDistrictPrabhari

ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ନବ ନିଯୁକ୍ତ ଜିଲ୍ଲା ପ୍ରଭାରୀମାନଙ୍କୁ ହାର୍ଦ୍ଦିକ  ଶୁଭେଚ୍ଛା ଓ ଅଭନନ୍ଦନ 💐
ଆପଣ ମାନଙ୍କର ନିଷ୍ଠା ଓ କଠିନ ପ୍ରୟାସ ଦ୍ଵାରା ଆପ୍ ଓଡିଶାର ଶିକ୍ଷା ଓ ସ୍ୱାସ୍ଥ୍ୟର ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହେଵ।
AAP
Arvind Kejriwal
Virender Singh Kadian
Nishikanta Mohapatra
#NewDistrictPrabhari
AAP Odisha 🇮🇳 (@aapodisha) 's Twitter Profile Photo

ସତ୍ୟର ବିଜୟ ହେଲା 🙏 BJPର ବହୁ ଷଡଯନ୍ତ୍ର ପରେ ମଧ୍ୟ ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ ପ୍ରମାଣିତ ହେଲେ, କିନ୍ତୁ ଏହି ମିଥ୍ୟା କେସର ଷଡଯନ୍ତ୍ର ରଚିଥିବା ଷଡଯନ୍ତ୍ରକାରୀଙ୍କୁ ଦଣ୍ଡ ମିଳିବା ଦରକାର, ତେବେ ଯାଇ ଉଚିତ ନ୍ୟାୟ ହେବ।💯

ସତ୍ୟର ବିଜୟ ହେଲା 🙏
BJPର ବହୁ ଷଡଯନ୍ତ୍ର ପରେ ମଧ୍ୟ ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ ପ୍ରମାଣିତ ହେଲେ, କିନ୍ତୁ ଏହି ମିଥ୍ୟା କେସର ଷଡଯନ୍ତ୍ର ରଚିଥିବା ଷଡଯନ୍ତ୍ରକାରୀଙ୍କୁ ଦଣ୍ଡ ମିଳିବା ଦରକାର, ତେବେ ଯାଇ ଉଚିତ ନ୍ୟାୟ ହେବ।💯
AAP Odisha 🇮🇳 (@aapodisha) 's Twitter Profile Photo

ॐ ଶାନ୍ତି 🕉️ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଦେଶର ହିତ ପାଇଁ ନିଜର ସ୍ଵର ଉଠେଇବା ପାଇଁ ପ୍ରସିଦ୍ଧ ନେତା ସତ୍ୟପାଲ ମଲିକଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ। ପ୍ରଭୁ ତାଙ୍କ ଆତ୍ମାକୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିଜନଙ୍କୁ ଏ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ।

ॐ ଶାନ୍ତି 🕉️
ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଦେଶର ହିତ ପାଇଁ ନିଜର ସ୍ଵର ଉଠେଇବା ପାଇଁ ପ୍ରସିଦ୍ଧ ନେତା ସତ୍ୟପାଲ ମଲିକଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ।
ପ୍ରଭୁ ତାଙ୍କ ଆତ୍ମାକୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିଜନଙ୍କୁ ଏ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ।
AAP Odisha 🇮🇳 (@aapodisha) 's Twitter Profile Photo

ସତ୍ୟମେବ ଜୟତେ 🇮🇳 ବିଜେପି ତାର ଏଜେନ୍ସିମାନଙ୍କର ଦୁରପୋଯୋଗ କରି ଦୃଢ ସଚ୍ଚୋଟ ଆମ୍ ଆଦ୍‌ମୀ ପାର୍ଟିକୁ ବଦନାମ କରିବାର ଯେଉଁ ଷଡଯନ୍ତ୍ର ରଚିଥିଲା ଶେଷରେ ତାହାର ଅନ୍ତ 'No Evidence'ରେ ହେଲା। 🔥 AAP Arvind Kejriwal Satyendar Jain Nishikanta Mohapatra #SatyamevaJayate

AAP Odisha 🇮🇳 (@aapodisha) 's Twitter Profile Photo

ସ୍ବାଧୀନତାର 75ବର୍ଷ ପରେ ମଧ୍ୟ ପଢିବାକୁ ବିଦ୍ୟାଳୟ ନାହିଁ 😓 ସାଇକେଲ ଷ୍ଟାଣ୍ଡରେ ଚାଲିଛି ଶ୍ରେଣୀଗୃହ । AAP Arvind Kejriwal Manish Sisodia Sanjay Singh AAP Virender Singh Kadian Nishikanta Mohapatra #स्कूल_बचाओ_अभियान

AAP Odisha 🇮🇳 (@aapodisha) 's Twitter Profile Photo

ଓଡ଼ିଶାରେ ସରକାରୀ ସ୍କୁଲର ଅବସ୍ଥା ଅତି ଶୋଚନୀୟ, ନା ଅଛି ଶ୍ରେଣୀଗୃହ ନା ଅଛି ରୋଷେଇ ଗୃହ 📷 AAP Arvind Kejriwal Manish Sisodia Sanjay Singh AAP Virender Singh Kadian Nishikanta Mohapatra #स्कूल_बचाओ_अभियान