ଇତିଶ୍ରୀ Itishree (@itishreena) 's Twitter Profile
ଇତିଶ୍ରୀ Itishree

@itishreena

Assistant Managing Editor,
NEWS7Odia

ID: 2275971086

calendar_today04-01-2014 11:18:43

8,8K Tweet

24,24K Followers

450 Following

Arabinda K Padhee (@arvindpadhee) 's Twitter Profile Photo

Blessed to inform that the conservation and repair works of Ratna Bhandar (both Bhitara and Bahara) of ShreeMandira by ASI concluded today. All Mahaprabhu’s blessings! 🙏🙏

ଇତିଶ୍ରୀ Itishree (@itishreena) 's Twitter Profile Photo

ବାଲେଶ୍ବର FM କଲେଜ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ। #BreakingNews

ଇତିଶ୍ରୀ Itishree (@itishreena) 's Twitter Profile Photo

ସମସ୍ତଙ୍କୁ ସବୁକିଛି ଜଣାଥିଲା, କିନ୍ତୁ କେହି କିଛି ଜାଣି ନଥିଲେ। ସମସ୍ତେ ଆସୁଥିଲେ ଯାଉଥିଲେ ଯେମିତି ସବୁ କିଛି ସ୍ୱାଭାବିକ!

ଇତିଶ୍ରୀ Itishree (@itishreena) 's Twitter Profile Photo

Prashna sabu bahut jathartha, etiki kahibi...Gote prashna ama pain bi achhi...Tara bi uttara achhi, kintu ethi mu debini... Sabuthu bada prashna talathu nei upara byabastha upare.... Aau gote prashna ama samastanku nijaku pacharibaku achhi, ame ama chintadhara badaleileni ta!!!

ଇତିଶ୍ରୀ Itishree (@itishreena) 's Twitter Profile Photo

'ଶକ୍ତିଶ୍ରୀ' କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କଲେଜ, ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଝିଅ ମାନେ କିଭଳି ସୁରକ୍ଷିତ ରହିବେ, ସେନେଇ ୮ଟି ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ। #Breakingnews

ଇତିଶ୍ରୀ Itishree (@itishreena) 's Twitter Profile Photo

ସମବେଦନା, ସମ୍ବେଦନଶୀଳତା ଆବଶ୍ୟକ କରେ। କ୍ୟାମେରା ଆଗରେ ବିଜ୍ଞାପିତ କରାଯିବାର ମାନସିକତା ଆମର କେବେ ଯିବ?

ଇତିଶ୍ରୀ Itishree (@itishreena) 's Twitter Profile Photo

ଅନେକ 'କାହିଁକି' ର ଉତ୍ତର ଏପର୍ଯ୍ୟନ୍ତ ପୁଲିସ ପାଇନି। କିଛି ତ ଅଛି, ଯାହା ସିଧା ନୁହେଁ!

ଇତିଶ୍ରୀ Itishree (@itishreena) 's Twitter Profile Photo

ଆମ ରାଜ୍ୟ ପୁଲିସ ବିଭାଗର X ରେ ବାର୍ତ୍ତା ଇଏ! .. ଆଜି ସନ୍ଧ୍ୟାରୁ ପାଗଟା ବି ବଦଳିଯାଇଛି.....?!!?

ଆମ ରାଜ୍ୟ ପୁଲିସ ବିଭାଗର X ରେ ବାର୍ତ୍ତା ଇଏ! 

.. ଆଜି ସନ୍ଧ୍ୟାରୁ ପାଗଟା ବି ବଦଳିଯାଇଛି.....?!!?
Arabinda K Padhee (@arvindpadhee) 's Twitter Profile Photo

କୃଷକ ବନ୍ଧୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ରେଜିଷ୍ଟ୍ରେସନ୍ ପାଇଁ ଶେଷ (କଟ୍- ଅଫ୍) ତାରିଖକୁ, ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି।