Hiren Beria
@hirenberia
Junior Teacher (Schematic), School and Mass Education Dept, Govt of Odisha
ID: 943392973
https://www.facebook.com/hiren.beria 12-11-2012 12:03:50
761 Tweet
1,1K Followers
353 Following
କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ର Final Merit List କୁ ଶୀଘ୍ର ଅନୁମୋଦନ କରି ତୁରନ୍ତ ନିଯୁକ୍ତି ଦେବେ ବୋଲି ଆଶା 🙏 Collector & DM, Bargarh Zilla Parishad Bargarh DEO BARGARH Pradeep Purohit Ashwini Kumar Sarangi Irasis Acharya (Modi ka Parivar) Nihar Ranjan Mahanand Barsha Singh Bariha Manini Bhoi OSEPA EducationOdisha
କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ଙ୍କ ପାରିଶ୍ରମିକ ରାଶି କୁ ବୃଦ୍ଧି କରିଥିବାରୁ ଓଡ଼ିଶା ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଏହା ସହ ଓଡ଼ିଶା ସରକାର ଙ୍କ ପାଖରେ ଗୁହାରୀ କରାଯାଉଛି ଯେ, ଏହାକୁ #ନିୟମିତ_ଚାକିରି_ସହ_କେନ୍ଦ୍ରୀୟ_ହାରରେ_ଦରମା_ପ୍ରଦାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ। CMO Odisha Mohan Charan Majhi Dharmendra Pradhan
ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ଅଳ୍ପ ସଂଖ୍ୟକ, ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ll ଓଡିଶା ର ଶିକ୍ଷା ବ୍ୟବସ୍ଥା ରେ ପରିବର୍ତ୍ତନ ଆଣି ବ୍ୟବସ୍ଥା କୁ ସଜାଡି ଦିଅନ୍ତୁ ଏତିକି କାମନା।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା
ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟରେ ବର୍ତ୍ତମାନ ୪୫,୨୯୨ଟି ପ୍ରାଥମିକ ବିଦ୍ୟାଳୟରେ
ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର #ଗୁରୁଦିବସ (୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି #ଓଡିଶାର_ଶିକ୍ଷା_ବ୍ୟବସ୍ଥା କୁ ଏକ ଉପହାର ଦିଅନ୍ତୁ। Mohan Charan Majhi CMO Odisha
କଥା ଦେଇ କଥା ରଖିଲେ ଲୋକଙ୍କ ମୁଖ୍ଯମନ୍ତ୍ରୀ। ଆଜି ରାଜ୍ୟର ଗଣଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଦିନ। ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନିଷ୍ପତ୍ତି କ୍ରମେ ଆଜି ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସମସ୍ତ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior
ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
ଲୋକଙ୍କ ସରକାର ରାଜ୍ୟର ପ୍ରାୟ ୧୩ ହଜାରରୁ ଅଧିକ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଲୋକଙ୍କ ସରକାର ରାଜ୍ୟର ପ୍ରାୟ ୧୩ ହଜାରରୁ ଅଧିକ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।