GOKULANANDA MALLICK (@gokulanandabjp) 's Twitter Profile
GOKULANANDA MALLICK

@gokulanandabjp

Minister of State (I/C) Fisheries &Animal Resources Development,
MSME, Govt. Of Odisha, MLA Polasara
Views are personal. RTs not endorsement.

ID: 1753738663928664065

calendar_today03-02-2024 11:14:34

2,2K Tweet

1,1K Takipçi

34 Takip Edilen

GOKULANANDA MALLICK (@gokulanandabjp) 's Twitter Profile Photo

ସତ୍ୟବାଦୀର ଲୋକପ୍ରିୟ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଆପଣଙ୍କ ନେତୃତ୍ବରେ ସତ୍ୟବାଦୀ ବିକାଶ ପଥରେ ଅଗ୍ରସର ହେଉ। ଆପଣ ସୁସ୍ଥ ଓ ନିରୋଗ ଏବଂ ଦୀର୍ଘାୟୁ ହୁଅନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ହିଁ କାମନା କରୁଛି।

ସତ୍ୟବାଦୀର ଲୋକପ୍ରିୟ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।

ଆପଣଙ୍କ ନେତୃତ୍ବରେ ସତ୍ୟବାଦୀ ବିକାଶ ପଥରେ ଅଗ୍ରସର ହେଉ। ଆପଣ ସୁସ୍ଥ ଓ ନିରୋଗ ଏବଂ ଦୀର୍ଘାୟୁ ହୁଅନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ହିଁ କାମନା କରୁଛି।
GOKULANANDA MALLICK (@gokulanandabjp) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ🙏 ପବିତ୍ର ରଥଯାତ୍ରାର ସମାପ୍ତି ପରେ ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦର୍ଶନର ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।

ଜୟ ଶ୍ରୀଜଗନ୍ନାଥ🙏

ପବିତ୍ର ରଥଯାତ୍ରାର ସମାପ୍ତି ପରେ ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦର୍ଶନର ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।
Dharmendra Pradhan (@dpradhanbjp) 's Twitter Profile Photo

राहुल गांधी और कांग्रेस अध्यक्ष मल्लिकार्जुन खड़गे जी द्वारा भुवनेश्वर, ओडिशा में आयोजित संविधान बचाओ रैली दरअसल कांग्रेस के शहज़ादे का एक और राजनीतिक पर्यटन था। यह ‘संविधान बचाओ’ नहीं बल्कि ‘ राहुल गांधी और कांग्रेस बचाओ’ समावेश है। ओडिशा में भाजपा की जनहितैषी सरकार के प्रति

GOKULANANDA MALLICK (@gokulanandabjp) 's Twitter Profile Photo

ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ପାଳନ ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହଙ୍କ ନିକଟରେ ରାଜ୍ୟର ମତ୍ସ୍ୟ ଚାଷ ଓ ସାମୁଦ୍ରିକ ଖାତର ବିକାଶ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛି। #NationalFishFarmersDay

GOKULANANDA MALLICK (@gokulanandabjp) 's Twitter Profile Photo

ବିକଶିତ ଭାରତର ସଂକଳ୍ପ ଯୁବ ଶକ୍ତିର ସଶକ୍ତିକରଣ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନେତୃତ୍ବରେ ଆତ୍ମନିର୍ଭର ହେଉଛନ୍ତି ଦେଶର ଯୁବବର୍ଗ। ଦେଶବ୍ୟାପୀ ୪୭ ଗୋଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧,୦୦୦ରୁ ଊର୍ଦ୍ଧ୍ବ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ।

ବିକଶିତ ଭାରତର ସଂକଳ୍ପ 
ଯୁବ ଶକ୍ତିର ସଶକ୍ତିକରଣ 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଙ୍କ ନେତୃତ୍ବରେ ଆତ୍ମନିର୍ଭର ହେଉଛନ୍ତି ଦେଶର ଯୁବବର୍ଗ। ଦେଶବ୍ୟାପୀ ୪୭ ଗୋଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧,୦୦୦ରୁ ଊର୍ଦ୍ଧ୍ବ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ।
Narendra Modi (@narendramodi) 's Twitter Profile Photo

The Rozgar Mela reflects our Government’s commitment to empowering the Yuva Shakti and making them catalysts in building a Viksit Bharat. x.com/i/broadcasts/1…

GOKULANANDA MALLICK (@gokulanandabjp) 's Twitter Profile Photo

ଓଡ଼ିଶା ପାଠାଗାର ଆନ୍ଦୋଳନର ମହାନ ପୁରୋଧା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା)ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କ ଅବଦାନ ଓଡ଼ିଶାର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଚିରସ୍ମରଣୀୟ। ତାଙ୍କ ଦୂରଦର୍ଶୀ ଚିନ୍ତାଧାରା ଆମକୁ ଆଜି ମଧ୍ୟ ପ୍ରେରଣା ଯୋଗାଏ।

ମହାନ ଲେଖିକା ଓ ସାରସ୍ଵତ ସାଧିକା କବି ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳୀ। ତାଙ୍କର ଅମର ରଚନାବଳୀ ଯଥା ସଞ୍ଚୟନ, ସବିତା, ମରିଚିକା ଓ ଉଲ୍କା ଆଦି ଓଡ଼ିଆ ସାହିତ୍ୟକୁ ଏକ ଅନନ୍ୟ ମାନଦଣ୍ଡ ପ୍ରଦାନ କରିଛି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନେତୃତ୍ୱରେ ଯୁବବର୍ଗ ହେଉଛନ୍ତି ସଶକ୍ତ। ରୋଜଗାର ମେଳାର ଷୋଡ଼ଶ ସଂସ୍କରଣରେ ୫୧ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କଲେ ଭାରତ ସରକାର। ନୂତନ ନିଯୁକ୍ତି ସୃଷ୍ଟି ଦ୍ୱାରା ଯୁବବର୍ଗଙ୍କୁ ରୋଜଗାରକ୍ଷମ କରୁଛନ୍ତି ବିଜେପି ସରକାର। #RojgarMela

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଙ୍କ ନେତୃତ୍ୱରେ ଯୁବବର୍ଗ ହେଉଛନ୍ତି ସଶକ୍ତ। ରୋଜଗାର ମେଳାର ଷୋଡ଼ଶ ସଂସ୍କରଣରେ ୫୧ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କଲେ ଭାରତ ସରକାର।

ନୂତନ ନିଯୁକ୍ତି ସୃଷ୍ଟି ଦ୍ୱାରା ଯୁବବର୍ଗଙ୍କୁ ରୋଜଗାରକ୍ଷମ କରୁଛନ୍ତି ବିଜେପି ସରକାର।
#RojgarMela
GOKULANANDA MALLICK (@gokulanandabjp) 's Twitter Profile Photo

"ଉତ୍କଳ ଦୀପିକା" ର ପ୍ରତିଷ୍ଠାତା ଗୌରୀଶଙ୍କର ରାୟଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଅବଦାନ ଓଡ଼ିଶାର ସାହିତ୍ୟ ଓ ସାମାଜିକ ଜାଗରଣରେ ସଦା ସ୍ମରଣୀୟ।

"ଉତ୍କଳ ଦୀପିକା" ର ପ୍ରତିଷ୍ଠାତା ଗୌରୀଶଙ୍କର ରାୟଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଅବଦାନ ଓଡ଼ିଶାର ସାହିତ୍ୟ ଓ ସାମାଜିକ ଜାଗରଣରେ ସଦା ସ୍ମରଣୀୟ।