Support for Naveen (@support4naveen) 's Twitter Profile
Support for Naveen

@support4naveen

ନବୀନ ପଟ୍ଟନାୟକ is an Indian politician who is the current and 14th Chief Minister of Odisha.

ID: 975983334177193984

linkhttp://www.bjdodisha.org.in/ calendar_today20-03-2018 06:32:14

3,3K Tweet

290 Followers

250 Following

Support for Naveen (@support4naveen) 's Twitter Profile Photo

ସୁସ୍ଥ ହେଲେ 1993 କରୋନା ପଜିଟିଭ କୋଭିଡ-୧୯ ର ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାର ଆପଣାଇଛନ୍ତି ସ୍ୱତନ୍ତ୍ର ରଣନୀତି । ଆଜି ଏକା ସଂଗେ ସୁସ୍ଥ ହେଲେ ୯୯ ଜଣ କରୋନା ପଜିଟିଭ | #COVID19 #Odisha #Coronavirus #CoronavirusScare #Lockdown

Support for Naveen (@support4naveen) 's Twitter Profile Photo

କରୋନା ମୁକାବିଲା ଦସ୍ତାବିଜ କରୋନା ମହାମାରୀ ସମ୍ପର୍କରେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ ଓଡିଶା ସରକାର l ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l #COVID19 #Odisha #Coronavirus #CoronavirusScare #Lockdown

Support for Naveen (@support4naveen) 's Twitter Profile Photo

କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ଜ୍ଝ କୋଭିଡ ମୃତ୍ୟୁ କମ୍ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା #COVID19 #Odisha #Coronavirus #Lockdown

Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା। ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା। #RajaParba

Support for Naveen (@support4naveen) 's Twitter Profile Photo

ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ କରୋନା ମୁକାବିଲା ପାଇଁ ନୂତନ ରଣ-କୌଶଳ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର | ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ , ପରିଚାଳନା କରିବେ ସରପଂଚ | #Covid_19 #coronavirus #OdishaFightsCorona #Odisha #OdishaCares

Support for Naveen (@support4naveen) 's Twitter Profile Photo

ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରଥଯାତ୍ରା #Puri #RathYatra #RathYatra2020

Support for Naveen (@support4naveen) 's Twitter Profile Photo

ସେବାୟତ ଓ ସୁରକ୍ଷାବାହିନୀଙ୍କ କୋଭିଡ ଟେଷ୍ଟ ରଥଯାତ୍ରାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ କୁ ସମ୍ପୂର୍ଣ ପାଳନ କରୁଛନ୍ତି ରାଜ୍ୟ ସରକାର | ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟାରେ ସାମିଲ ସମସ୍ତଙ୍କ କୋଭିଡ ଟେଷ୍ଟ କରିବା ସ୍ୱାସ୍ଥ୍ୟ ବିଭାଗ | #rathyatra2020 #rathyatra #puri

Support for Naveen (@support4naveen) 's Twitter Profile Photo

ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍ #coronavirus #COVID19

Support for Naveen (@support4naveen) 's Twitter Profile Photo

ଓଡ଼ିଶାରେ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି ଓଡ଼ିଶାରେ ଆରମ୍ଭ ହେବ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି | ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ପାଇଁ ନିଷ୍ପତ୍ତି | #plasmatherapy #OdishaFightsCorona #COVID19 #OdishaCares #odisha

Support for Naveen (@support4naveen) 's Twitter Profile Photo

ଟେଷ୍ଟ ପାଇଁ ଭୁୁବନେଶ୍ୱରର ୪ଟି ଲ୍ୟାବ୍‌କୁ ଅନୁମତି କରୋନା ଟେଷ୍ଟ ପାଇଁ ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି #CoronaWarriors #COVID19India #CoronaWarriors #OdishaFightsCorona

Support for Naveen (@support4naveen) 's Twitter Profile Photo

କୋଭିଡ ରୋଗୀଙ୍କୁ ମାଗଣାରେ ପ୍ଲାଜ୍ମା ଥେରାପି ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ପ୍ରଥମଥର ପାଇଁ ରାଜ୍ୟରେ ଗୁରୁତର କୋଭିଡ ରୋଗୀଙ୍କୁ ମାଗଣାରେ କରାଯିବ ପ୍ଲାଜ୍ମା ଥେରାପି | #plasmatherapy #OdishaFightsCorona #COVID19 #OdishaCares #odisha

Support for Naveen (@support4naveen) 's Twitter Profile Photo

କୋଭିଡ ପରିଚାଳନା ପାଇଁ ୭ ହଜାର ନିଯୁକ୍ତି କୋଭିଡ-୧୯ ର ମୁକାବିଲା ନେଇ ସଜାଗ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ l ୬ ହଜାର ୭୯୮ ପଞ୍ଚାୟତରେ ହେବାକୁ ଥିବା କୋଭିଡ କେୟାର ହୋମର ସୁପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ନିଯୁକ୍ତି । #OdishaFightsCorona #COVID19 #OdishaCares #odisha

Support for Naveen (@support4naveen) 's Twitter Profile Photo

ନଭେମ୍ବରରେ ଆସିପାରେ କୋଭିଡି ଭ୍ୟାକ୍ସିନ ମହାମାରୀ କରୋନା ରୋଗୀଙ୍କ ପାଇଁ ଦେଖାଦେଲା ଆଶାର କିରଣ I ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସିପାରେ କୋଭିଡି ଭ୍ୟାକ୍ସିନ I ପୁନେ ସେରମ ଇନ୍‌ଷ୍ଟିଚ୍ୟୁଟର CEO ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I #Covid_19 #OdishaFightsCorona #COVID19 #OdishaCares

Support for Naveen (@support4naveen) 's Twitter Profile Photo

ଆଉ ୨ ଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ କରୋନା ସଂକ୍ରମଣକୁ ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ I ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ I ଭିସି ଜରିଆରେ ୨ଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I #PlasmaBanks #Odisha #Covid_19 #NaveenPatnaik

Support for Naveen (@support4naveen) 's Twitter Profile Photo

କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶପଥ ପାଠ କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କଲା ସାରା ଓଡିଶା I ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଗୋଟିଏ ମିନିଟର ନିରବ ପ୍ରାର୍ଥନା I #CovidWarriors #OdishaFightsCorona #CoronaUpdates #COVID19Update #coronavirus

Support for Naveen (@support4naveen) 's Twitter Profile Photo

ଘରୋଇ ହସ୍ପିଟାଲ ପାଇଁ ନୂଆ ଆଡ଼ଭାଇଜରି ... ଘରୋଇ ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର । #covid_19 #coronavirus #NaveenPatanik #OdishaFightsCorona

Support for Naveen (@support4naveen) 's Twitter Profile Photo

ଚିକିତ୍ସାରୁ ବଞ୍ଚିତ ହେବେନି କେହି କୋଭିଡ୍‌-୧୯ ପାଇଁ ସବୁବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର I ଅର୍ଥ ଅଭାବରୁ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ I #OdishaFightsCorona #Covid_19 #OdishaCares #Coronavirus #odisha

Support for Naveen (@support4naveen) 's Twitter Profile Photo

୬ ନମ୍ବର ସ୍ଥାନରେ ଓଡିଶା କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଆଉ ଏକ ସଫଳତା I ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମଧ୍ୟରୁ ୬ ନମ୍ବର ସ୍ଥାନରେ ଓଡିଶା I #OdishaFightsCoronavirus #naveenpatnaik #Covid_19 #Odisha #coronavirus #Bhubaneswar

Support for Naveen (@support4naveen) 's Twitter Profile Photo

ସଚେତନ ହେବା , କରୋନାକୁ ପ୍ରତିହତ କରିବା ଲକଡାଉନ କଟକଣା କୋହଳ ହେବା ପରେ ବଢିଯାଇଛି ଲୋକଙ୍କ ଦାୟିତ୍ୱହୀନତା I କିଛି ଅମାନିଆଙ୍କ ପାଇଁ ଆଜି ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା I ନା ପିନ୍ଧୁଛନ୍ତି ମାସ୍କ , ନା ମାନୁଛନ୍ତି ସାମାଜିକ ଦୂରତା I #COVID19 #OdishaFightsCorona #OdishaCares