Sujit (@sujit370) 's Twitter Profile
Sujit

@sujit370

ID: 1884620626603941888

calendar_today29-01-2025 15:12:41

198 Tweet

11 Followers

114 Following

Naveen Patnaik (@naveen_odisha) 's Twitter Profile Photo

#Odisha boasts of a rich legacy of dance forms: Odissi, Chhau, Gotipua, Sambalpuri, Ghumura and many other artistic dance forms which continue to mesmerize the world. On #InternationalDanceDay, let's celebrate the glorious ensemble of dance traditions which enrich our culture.

Santrupt Misra (@drsantruptmisra) 's Twitter Profile Photo

କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ଚାଷୀଭାଇ ମାନଙ୍କ ଅଖିମୁଠି ଅନୁକୂଳ କୃଷି ଉତ୍ପାଦନର ଅଭିବୃଦ୍ଧିରେ ସହାୟକ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧିରେ ପରିପୂର୍ଣ ହେଉ ଏତିକି ପ୍ରାର୍ଥନା।

Governor Odisha (@governorodisha) 's Twitter Profile Photo

ମାନ୍ୟବର ରାଜ୍ୟପାଳ, ଶ୍ରୀ Dr. Hari Babu Kambhampati ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। #ଅକ୍ଷୟତୃତୀୟା #AkshayaTritiya

ମାନ୍ୟବର ରାଜ୍ୟପାଳ, ଶ୍ରୀ <a href="/DrHariBabuK/">Dr. Hari Babu Kambhampati</a> ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। #ଅକ୍ଷୟତୃତୀୟା #AkshayaTritiya
Santrupt Misra (@drsantruptmisra) 's Twitter Profile Photo

ମହାନ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜୟନ୍ତୀ ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାରେ ବ୍ରିଟିଶ ଶାସନ ସମୟରେ ଜନଜାତିଙ୍କ ଉନ୍ନତି ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ।

ମହାନ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜୟନ୍ତୀ ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାରେ ବ୍ରିଟିଶ ଶାସନ ସମୟରେ ଜନଜାତିଙ୍କ ଉନ୍ନତି ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ।
Naveen Patnaik (@naveen_odisha) 's Twitter Profile Photo

Hand hygiene is one of the simplest ways to prevent the spread of infectious diseases and save lives. On #WorldHandHygieneDay, let’s practice good hand hygiene and follow sanitation protocol to prevent avoidable infections.

Mohan Charan Majhi (@mohanmodisha) 's Twitter Profile Photo

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଆପଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ପ୍ରୟାସ କରୁଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଆପଣମାନଙ୍କୁ  ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ପ୍ରୟାସ କରୁଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରାଯାଇଛି।
Naveen Patnaik (@naveen_odisha) 's Twitter Profile Photo

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି।  ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ।

Santrupt Misra (@drsantruptmisra) 's Twitter Profile Photo

Wishing you a speedy recovery, Sir! 🙏🏻 May Lord Jagannatha's blessings and the expertise of the Doctors guide you through the procedure. Looking forward to your returning soon to lead us with your warmth and vision. Jai Jagannath! 🙏🏻

Santrupt Misra (@drsantruptmisra) 's Twitter Profile Photo

Happy Birthday to Smt. Droupadi Murmu Ji, Hon'ble President of India.(President of India) Wishing her good health, happiness, and a long, fulfilling life. May her leadership and care for all continue to inspire our nation.

Happy Birthday to Smt. Droupadi Murmu Ji, Hon'ble President of India.(<a href="/rashtrapatibhvn/">President of India</a>) Wishing her good health, happiness, and a long, fulfilling life. May her leadership and care for all continue to inspire our nation.
Santrupt Misra (@drsantruptmisra) 's Twitter Profile Photo

ଜୟ ଜଗନ୍ନାଥ🙏 ଗତକାଲି ରଥଯାତ୍ରାରେ ଘଟିଥିବା ସମସ୍ତ ଅଘଟଣ ଏବଂ ଅବ୍ୟବସ୍ଥାକୁ ଦେଖି ଆଜି ସକାଳୁ ମୋ ମନରେ ଅନେକ ପ୍ରଶ୍ନ ଆସିଲା। ନବୀନ ବାବୁଙ୍କୁ ହସ୍ପିଟାଲରେ ଭେଟିବାପରେ ଏ ପ୍ରଶ୍ନ ମୋ ମନରେ ଆହୁରି ଗଭୀର ହୋଇ ଉଠିଲା। ଓଡ଼ିଆ ଅସ୍ମିତାର ପ୍ରକୃତ ଚିହ୍ନ ହେଲେ ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଆ ଅସ୍ମିତାର ଅଦ୍ଭୁତ ପରିଚୟ ହେଲା ମହାପ୍ରଭୁଙ୍କ

ଜୟ ଜଗନ୍ନାଥ🙏
ଗତକାଲି ରଥଯାତ୍ରାରେ ଘଟିଥିବା ସମସ୍ତ ଅଘଟଣ ଏବଂ ଅବ୍ୟବସ୍ଥାକୁ ଦେଖି ଆଜି ସକାଳୁ ମୋ ମନରେ ଅନେକ ପ୍ରଶ୍ନ ଆସିଲା। ନବୀନ ବାବୁଙ୍କୁ ହସ୍ପିଟାଲରେ ଭେଟିବାପରେ ଏ ପ୍ରଶ୍ନ ମୋ ମନରେ ଆହୁରି ଗଭୀର ହୋଇ ଉଠିଲା। ଓଡ଼ିଆ ଅସ୍ମିତାର ପ୍ରକୃତ ଚିହ୍ନ ହେଲେ ମହାପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଆ ଅସ୍ମିତାର ଅଦ୍ଭୁତ ପରିଚୟ ହେଲା ମହାପ୍ରଭୁଙ୍କ
Santrupt Misra (@drsantruptmisra) 's Twitter Profile Photo

ଆଜି ସକାଳେ ଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଯେଉଁ ପରିବାର ମାନେ ତାଙ୍କର ପ୍ରିୟଜନଙ୍କୁ ଏ ଦୁର୍ଘଟଣାରେ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ଏବଂ ଦୁଃଖ ଜଣାଉଛି।ଆହତ ହୋଇଥିବା ଭକ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି

President of India (@rashtrapatibhvn) 's Twitter Profile Photo

President Droupadi Murmu graced the convocation ceremony of the Indian Veterinary Research Institute at Bareilly. The President said that institutes like IVRI should find indigenous and low-cost treatments and nutrition for the animals. They should also look for alternatives to

President Droupadi Murmu graced the convocation ceremony of the Indian Veterinary Research Institute at Bareilly. The President said that institutes like IVRI should find indigenous and low-cost treatments and nutrition for the animals. They should also look for alternatives to
Naveen Patnaik (@naveen_odisha) 's Twitter Profile Photo

I am utterly shocked seeing this video. Today, Shri Ratnakar Sahoo, OAS Additional Commissioner, BMC, a senior officer of the rank of Additional Secretary was dragged from his office and brutally kicked and assaulted in front of a BJP Corporator, allegedly linked to a defeated

Santrupt Misra (@drsantruptmisra) 's Twitter Profile Photo

ଆଜିର ଓଡ଼ିଶାରେ ସୁରକ୍ଷିତ କିଏ ? ନାରୀ ଏବଂ ଛାତ୍ରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଯାତ୍ରୀ ମାନଙ୍କର ମୃତ ଶରୀର ତାଙ୍କ ପରିବାର ବର୍ଗଙ୍କୁ ନେବାକୁ ପଡିଲା। ଆଜି ଏକ ଅଭୁତପୂର୍ଵ ଭିଡିଓ ଚାରିଆଡେ ଭାଇରାଲ ହେଇଛି। ଏଥିରେ ଜଣେ ପଦସ୍ଥ ସରକାରୀ କର୍ମଚାରୀଙ୍କୁ କଥାକଥିତ ବିଜେପିର ସଦସ୍ୟ

President of India (@rashtrapatibhvn) 's Twitter Profile Photo

President Droupadi Murmu graced the birth anniversary celebrations of Adikabi Sarala Das at Cuttack. The President said that Adikabi Sarala Das has enriched Indian literature by composing the Mahabharata. She appreciated 'Sarala Sahitya Sansad' for celebrating the birth

President Droupadi Murmu graced the birth anniversary celebrations of Adikabi Sarala Das at Cuttack. The President said that Adikabi Sarala Das has enriched Indian literature by composing the Mahabharata. She appreciated 'Sarala Sahitya Sansad' for celebrating the birth
Santrupt Misra (@drsantruptmisra) 's Twitter Profile Photo

ନିଜର ଅପାରଗତାକୁ ଘୋଡ଼େଇବା ପାଇଁ, ଓଡ଼ିଶାର ନାଗରିକ ମାନଙ୍କର ଉଚିତ ଦାବୀ ପୂରଣ ନକରି ପାରି ,ଏବଂ ସୋମ୍ୟାଶ୍ରୀଙ୍କୁ ମୃତ୍ୟୁରୁ ବଞ୍ଚେଇ ନପାରି ଓଡ଼ିଶାର ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ବିଜେଡିର ଅନେକ ନେତା ଯଥା ଆମର ନେତା ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ

Santrupt Misra (@drsantruptmisra) 's Twitter Profile Photo

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏବଂ ବିଜେପି ସରକାରଙ୍କର 'ଶକ୍ତିଶ୍ରୀ' କାର୍ଯ୍ୟକ୍ରମ ବିଷୟରେ ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଓଡ଼ିଶାରେ ଏବଂ ଭାରତ ବର୍ଷରେ POSH ଆଇନ (Prevention of Sexual Harassment) ଲାଗୁଅଛି। ସ୍ବର୍ଗତା ସୌମ୍ୟାଶ୍ରୀ ବିଶି ନିଜର ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ସମେତ ଅନ୍ୟ

Naveen Patnaik (@naveen_odisha) 's Twitter Profile Photo

ଆଜି ଯାଜପୁର, ଜଗତସିଂହପୁର ଓ ମାଲକାନଗିରିରେ ଗଣଦୁଷ୍କର୍ମ ଏବଂ ପୁରୀରେ ଯୌନ ନିର୍ଯାତନା ପରି ଖବର ଆମ ସମସ୍ତଙ୍କୁ ଗଭୀର ଭାବେ ଦୁଃଖିତ ଏବଂ ଆତଙ୍କିତ କରିଛି। ଓଡ଼ିଶାରେ ମା'ମାନଙ୍କ ବିରୋଧରେ ଅପରାଧ ଏବେ ଭୟଙ୍କର ଭାବେ ବଢ଼ି ଚାଲିଛି। ଦିନ ହେଉ କି ରାତି, ସହରଠୁ ଆରମ୍ଭ କରି ଗାଁ, ରାସ୍ତାଘାଟ ଏବେ ମହିଳାଙ୍କ ପାଇଁ ଅସୁରକ୍ଷିତ

Naveen Patnaik (@naveen_odisha) 's Twitter Profile Photo

Thank the people of #Odisha for the good wishes. I would like to thank the doctors and medical staff for taking wonderful care of me. I am recovering well and will meet the people soon. #JaiJagannatha 🙏🏻