Sai ( ସାଇ )🇮🇳⚔️ (@sai_odia) 's Twitter Profile
Sai ( ସାଇ )🇮🇳⚔️

@sai_odia

ମୁଁ ଗର୍ବିତ ଯେ ମୁଁ ଓଡ଼ିଆ😍 ବନ୍ଦେ ଉତ୍କଳ ଜନନୀ🙏 Always I want to do my best✊ , so that I can't blame myself for anything 🤘.
❤️🏑❣️

ID: 893057305771638784

calendar_today03-08-2017 10:33:48

10,10K Tweet

1,1K Followers

673 Following

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଝୁଲା ସରକାର ହେଲେ ଆଞ୍ଚଳିକ ଦଳ ମାନେ ଏହି ଭଳି ଫାଇଦା ନିଅନ୍ତି ! ଆମର ଏଠି ରାଜ୍ୟ ସରକାର ନିଜସ୍ବ ପାଣ୍ଠି ରୁ ଆମ ବସ କିଣି ଚଳାଉଛନ୍ତି ! କିନ୍ତୁ ତାଙ୍କୁ କେନ୍ଦ୍ର ସରକାର ୭୫୦ ପ୍ରଦାନ କରିଛନ୍ତି ।

I & PR Department, Odisha (@ipr_odisha) 's Twitter Profile Photo

ବନ୍ୟଜନ୍ତୁ ଆକ୍ରମଣରେ ହେଉଥିବା ଧନଜୀବନ ହାନି ପ୍ରତି ରାଜ୍ୟ ସରକାର ଯତ୍ନବାନ। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ବନ୍ୟଜନ୍ତୁ ଆକ୍ରମଣରେ ଯଦି ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ

State Transport Authority, Odisha (@staodisha) 's Twitter Profile Photo

ଗାଡ଼ି ଚଳାଇବାକୁ ଯେତିକି ଗୁରୁତ୍ୱର ସହ ନେଉଛନ୍ତି ସଡ଼କ ସୁରକ୍ଷା ନିୟମ ମାନିବାକୁ ମଧ୍ୟ ସେତିକି ଗୁରୁତ୍ବ ଦିଅନ୍ତୁ କାରଣ ସୁରକ୍ଷାର ଆରମ୍ଭ ଆପଣଙ୍କଠାରୁ.. #ZeroAccidentDay #RoadSafety #ComeHomeSafe

ଗାଡ଼ି ଚଳାଇବାକୁ ଯେତିକି ଗୁରୁତ୍ୱର ସହ ନେଉଛନ୍ତି
ସଡ଼କ ସୁରକ୍ଷା ନିୟମ ମାନିବାକୁ ମଧ୍ୟ ସେତିକି ଗୁରୁତ୍ବ ଦିଅନ୍ତୁ
କାରଣ ସୁରକ୍ଷାର ଆରମ୍ଭ ଆପଣଙ୍କଠାରୁ..

#ZeroAccidentDay #RoadSafety #ComeHomeSafe
Shree Jagannatha Temple, Puri (@jagannathadhaam) 's Twitter Profile Photo

ସ୍ନାନମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା। Darshan of Mahaprabhu Shree Jagannatha, Shree Balabhadra & Devi Subhadra from Snana Mandap. #SnanaPurnima2025 #RathaJatra2025 #RathaYatra2025 #ShreeJagannathaDhaam #SJTA

ସ୍ନାନମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା।
Darshan of Mahaprabhu Shree Jagannatha, Shree Balabhadra & Devi Subhadra from Snana Mandap.
#SnanaPurnima2025 #RathaJatra2025 #RathaYatra2025 #ShreeJagannathaDhaam #SJTA
JurnoRasmita.@kanak news (@jurnorasmita) 's Twitter Profile Photo

ଟଙ୍କା ଧନ ରତ୍ନ ଗର୍ବକୁ ନିଜ ଜୀବନରେ ସ୍ଥାନ ଦେଇଥିବା ମଣିଷ ସବୁ ଏ ଦୃଶ୍ୟ ଥରେ ଦେଖିନିଅ.. ଚାଲୁ ଚାଲୁ ଜୀବନ ପଥ କେତେବେଳେ ସରିଯିବ ଯେ ତାକୁ ଅବଶୋଷ କରିବା ପାଇଁ ମଧ୍ଯ ସମୟ ମିଳିବନି... ରାଗ ଭୁଲି ଏବେ ଏକାଠି ହେଇଯାଆନ୍ତୁ ନା.. କିଏ ଜାଣେ କେଉଁ ଦେଖା ଶେଷ ଦେଖା ହେବ pic.x.com/UvQjCvXDbt

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐🤗 । ଜୟ ଜଗନ୍ନାଥ 🙏 । #ରଜପର୍ବ #ରଜପର୍ବ୨୦୨୫

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଓଡ଼ିଆ ସିନେମା ର ନୂଆ ଯୁଗ ଆରମ୍ଭ । 🎉😊 ଅନେକ ଅନେକ ଅଭିନନ୍ଦନ Babushaan Mohanty 💐 । ଆଗକୁ ଆହୁରି ସୁନ୍ଦର ଓଡ଼ିଆ ସିନେମା ପ୍ରସ୍ତୁତ ହେଉ ଓ ଜାତୀୟ ସ୍ତରରେ ନାମ କରୁ । #ବୋଉବୁଟୁଭୂତ #BouButtuBhuta #BabushaanMohanty

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଚଳିତ ମାସରୁ ଜାତୀୟ ବ୍ୟାଙ୍କ ଗୁଡିକରେ FD ସୁଧ ହାର ହଠାତ୍ ୧% ପାଖାପାଖି କମି ଯାଇଛି ! ଏପରି ହେବାର କାରଣ କଣ ହୋଇପାରେ ?

State Transport Authority, Odisha (@staodisha) 's Twitter Profile Photo

#ରଥଯାତ୍ରା_୨୦୨୫ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ବସ୍ ଭଡ଼ା ଚାର୍ଟ #BusFare #RathaYatra2025 #RoadSafety

#ରଥଯାତ୍ରା_୨୦୨୫
ସରକାରଙ୍କ ଦ୍ଵାରା ଧାର୍ଯ୍ୟ ବସ୍ ଭଡ଼ା ଚାର୍ଟ

#BusFare #RathaYatra2025 #RoadSafety
Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ଆପଣ ମାନଙ୍କ ଜୀବନ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। 🙏😊 #ରଥଯାତ୍ରା୨୦୨୫ #ରଥଯାତ୍ରା_୨୦୨୫ #RathYatra2025 #JagannathRathYatra2025 #jagannathdhamPuri #Jagannath

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ଆପଣ ମାନଙ୍କ ଜୀବନ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। 🙏😊
#ରଥଯାତ୍ରା୨୦୨୫ #ରଥଯାତ୍ରା_୨୦୨୫ #RathYatra2025 #JagannathRathYatra2025 #jagannathdhamPuri #Jagannath
Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଚକା ଆଖି ସବୁ ଦେଖୁଛି 🙏🕉️🪔 #ଜୟଜଗନ୍ନାଥ #JayJagannath #ରଥଯାତ୍ରା_୨୦୨୫ #RathYatra2025 #JagannathDhamPuri

ଚକା ଆଖି ସବୁ ଦେଖୁଛି 🙏🕉️🪔
#ଜୟଜଗନ୍ନାଥ #JayJagannath #ରଥଯାତ୍ରା_୨୦୨୫ #RathYatra2025 #JagannathDhamPuri
Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏😊 । ଜୟ ବଡ ଠାକୁର ବଳଭଦ୍ର 🙏 ଜୟ ମା ଦେବୀ ସୁଭଦ୍ରା 🙏 ଜୟ ମହାପ୍ରଭୁ ଜଗନ୍ନାଥ 🙏 #ବାହୁଡ଼ାଯାତ୍ରା #BahudaJatra #bahudayatra2025 #ଜୟଜଗନ୍ନାଥ #JayJagannath #JagannathRathYatra2025 #JagannathDhamPuri 🙏

ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏😊 ।
ଜୟ ବଡ ଠାକୁର ବଳଭଦ୍ର 🙏
ଜୟ ମା ଦେବୀ ସୁଭଦ୍ରା 🙏
ଜୟ ମହାପ୍ରଭୁ ଜଗନ୍ନାଥ 🙏
#ବାହୁଡ଼ାଯାତ୍ରା #BahudaJatra #bahudayatra2025 #ଜୟଜଗନ୍ନାଥ #JayJagannath #JagannathRathYatra2025 #JagannathDhamPuri 🙏
ଆଧୁନିକ ଲେଖକ (@adhunikalekhaka) 's Twitter Profile Photo

୩୩ କୋଟି ଦେବାଦେବୀ ✖️ ୩୩ ଗୋଟି ଦେବାଦେବୀ ✔️ ଆସନ୍ତୁ ଜାଣିବା ୩୩ ପ୍ରକାରର ଦେବାଦେବୀଙ୍କ ନାମ ୮ବସୁ + ୧୧ରୁଦ୍ର + ୧୨ଆଦିତ୍ଯ + ୧ଇନ୍ଦ୍ର + ୧ପ୍ରଜାପତି ୮ ବସୁ - (ଅଗ୍ନି, ପୃଥିବୀ, ବାୟୁ, ଆନ୍ତରିକ୍ଷ, ଆଦିତ୍ଯ, ଘୋ, ଚନ୍ଦ୍ରମା, ନକ୍ଷତ୍ର) 👇

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଗୋଟିଏ ଝିଅ ନିଜ ଜୀବନ ହାରିଛି ! 😢 କିନ୍ତୁ ସବୁ ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦାଲଦି କରି ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ ! ବାସ୍ତବରେ ସବୁ ଘଟଣା ର ତଦନ୍ତ ପୁରା ନିରପେକ୍ଷ ଭାବେ କରାଗଲେ ପ୍ରକୃତ ସତ ଆଗକୁ ଆସିପାରେ ! ଭଗବାନ ଝିଅର ଆତ୍ମା କୁ ଶାନ୍ତି ଦିଅନ୍ତୁ । ଓମ୍ ଶାନ୍ତି 🙏 ।

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଦୋଷୀ ମାନଙ୍କୁ ଯଦି ସଙ୍ଗେ ସଙ୍ଗେ କଠୋର ଦଣ୍ଡ ମିଳନ୍ତା ତେବେ ଅପରାଧ ଅନେକ ପରିମାଣରେ କମି ପାରନ୍ତା ! ଆଇନ ରେ ପରିବର୍ତ୍ତନ ନିହାତି ଜରୁରୀ ! ସରକାର ଅପରାଧୀ ମାନଙ୍କ ପାଇଁ କଠୋର ହୁଅନ୍ତୁ ।

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

ଆଠ ବର୍ଷ ତଳେ ୨୦୧୭ ମସିହାରେ ଆଜିର ଦିନରେ Twitter (X) ରେ ଯୋଗ ଦେଇଥିଲି ! ଅନେକ ବନ୍ଧୁ ସୃଷ୍ଟି ହୋଇଛନ୍ତି , କିଛି ସେ ଦିନରୁ ଯୋଡ଼ି ହୋଇ ଅଛନ୍ତି ! ଆଉ କିଛି ନୂଆ ବନ୍ଧୁ ପାଇ ଭୁଲି ଗଲେଣି 😄 ! ଏଠାରେ ବହୁତ୍ ଖଟା ମିଠା ଅନୁଭୂତି ମିଳିଛି ! ଏମିତି ଚାଲୁ ଥାଉ ! ଜୟଜଗନ୍ନାଥ 🙏😊 ।#MyXAnniversary

ଆଠ ବର୍ଷ ତଳେ ୨୦୧୭ ମସିହାରେ ଆଜିର ଦିନରେ Twitter (X) ରେ ଯୋଗ ଦେଇଥିଲି ! ଅନେକ ବନ୍ଧୁ ସୃଷ୍ଟି ହୋଇଛନ୍ତି , କିଛି ସେ ଦିନରୁ ଯୋଡ଼ି ହୋଇ ଅଛନ୍ତି ! ଆଉ କିଛି ନୂଆ ବନ୍ଧୁ ପାଇ ଭୁଲି ଗଲେଣି 😄 !
ଏଠାରେ ବହୁତ୍ ଖଟା ମିଠା ଅନୁଭୂତି ମିଳିଛି ! ଏମିତି ଚାଲୁ ଥାଉ ! ଜୟଜଗନ୍ନାଥ 🙏😊 ।#MyXAnniversary
ଆଧୁନିକ ଲେଖକ (@adhunikalekhaka) 's Twitter Profile Photo

ମହାନ ସିଏ.. . ଯିଏ ସମ୍ମାନ ପାଇବା ପରେ ବି ଗର୍ବ କରେ ନାହିଁ . ଯିଏ ଅପମାନିତ ହେଲା ପରେ ବି ରାଗେ ନାହିଁ . ଯିଏ ରାଗିଯାଇ ବାଧିଲା ଭଳି କଥା କୁହେ ନାହିଁ

JurnoRasmita.@kanak news (@jurnorasmita) 's Twitter Profile Photo

ଯାହା ଦେଖିଛ ବା ଦେଖୁଛ କିମ୍ୱା ଶୁଣୁଚ ବା ଶୁଣିଛ ସବୁ ନିରାଟ ସତ୍ୟ ନୁହେଁ! ଖୋଳପା ଉପରେ ସବୁ ସୁନ୍ଦର୍ ,ଭିତରେ ବହୁତ୍ ଅନ୍ଧାର!

ଯାହା ଦେଖିଛ ବା ଦେଖୁଛ କିମ୍ୱା ଶୁଣୁଚ ବା ଶୁଣିଛ ସବୁ ନିରାଟ ସତ୍ୟ ନୁହେଁ!
ଖୋଳପା ଉପରେ ସବୁ ସୁନ୍ଦର୍ ,ଭିତରେ ବହୁତ୍ ଅନ୍ଧାର!
Manas Muduli (@manas_muduli) 's Twitter Profile Photo

A new metro line is getting inaugurated in Bengaluru. Uttar Pradesh, whose per capita GDP is nearly half of Odisha’s, to have metro rail in 7 cities and plans to expand it to 12. Patna Metro is nearing completion. Bhopal Metro under construction. Bhubaneswar Metro—when?