Ranjit Prasad Bhuyan (@ranjitgutu) 's Twitter Profile
Ranjit Prasad Bhuyan

@ranjitgutu

Electrical engineer by profession and preservationist,singer,cook କବିତାପଢେ, ଧୋତି ପିନ୍ଧେ,ପଖାଳଖାଏ #UniversalBoss #ଜୟଶ୍ରୀଜଗନ୍ନାଥ

ID: 3111549563

calendar_today24-03-2015 20:42:16

45,45K Tweet

1,1K Followers

2,2K Following

Ranjit Prasad Bhuyan (@ranjitgutu) 's Twitter Profile Photo

ସତରେ ବଜେଟ ଅର୍ଥ ଖର୍ଚ୍ଚ ହେଇପାରୁନି ହେଲେ ସ୍କୁଲ କଲେଜରେ ଶିକ୍ଷକ ଅଧ୍ଯାପକ ପଦପଦବୀ ଖାଲି ପଡିଛି କି ପରିଚାଳନା 🙆🏻‍♂️

That Marine Guy🇮🇳 (@thatmarineguy21) 's Twitter Profile Photo

Amul the 80 year old trusted brand of Bharat has it's own testing lab and all the products undergo stringent quality checks before releasing into the Market. But as soon as India refused to import the US dairy products, Amul Milk & Curd are labelled as extremely harmful by some

SUDHIR (@seriousfunnyguy) 's Twitter Profile Photo

Ecosystem: That strong community which can spread fake news so fast that you may even start believing your Milk is Poison. Watch the full video and share it as much as you can! #Amul #MotherDairy

Ranjit Prasad Bhuyan (@ranjitgutu) 's Twitter Profile Photo

କି ଚମତ୍କାର ବୁଦ୍ଧି ସେ ବ୍ଲକର ଯନ୍ତ୍ରୀ ମହାଶୟଙ୍କୁ ଜବାବ ତଲବ କରାଯାଉ

Ranjit Prasad Bhuyan (@ranjitgutu) 's Twitter Profile Photo

ବହୁତ ଭଲ ନିଷ୍ପତ୍ତି ଦୁର୍ନୀତି ନିବାରଣରେ ଏହି ସରକାର ଭଲ ପଦକ୍ଷେପ ନଉଛନ୍ତି । ହେଲେ ଜାନୁଆରୀ ମାସ ସୁଦ୍ଧା ସରକାରୀ ଚାକିରୀଆ ମାନେ ନିଜର ସ୍ଥାବର,ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ଆଜି ଯାଏଁ ମାତ୍ର ୧୦ ଜଣ ସମ୍ପତ୍ତି ତାଲିକା ଦାଖଲ କକିଥିବା ଜଣା ପଡିଛି ।

Ranjit Prasad Bhuyan (@ranjitgutu) 's Twitter Profile Photo

ସମାଜରୁ ଜାତିପ୍ରଥା ଭେଦଭାବ ପଛର ମୂଳ କାରଣ ହେଲା କୋଟା ବା ସଂରକ୍ଷଣ । ସଂରକ୍ଷଣ ହରିଜନ ସୁରକ୍ଷା ବିଲ୍ ଏ ସବୁ ଅପସାରଣ କରାଗଲେ ହିଁ ସମାଜରେ ସମାନତା ଆସିବ ।

Ranjit Prasad Bhuyan (@ranjitgutu) 's Twitter Profile Photo

କେମିତି ସହଜରେ ଅର୍ଥ ଉପାର୍ଜନ କରିବାର ମାନସିକତା ଯୁବବର୍ଗଙ୍କୁ ପ୍ରଭାବିତ କରୁଛି । ଏତେ ପାଠଶାଠ ପଢିକି ତମର ଉପାଧୀ କଅଣ ରହିବ ମୁଁ ସୋସାଲ ଇନଫ୍ଲୁଏନ୍ସର ? ଦେଶ ପ୍ରତି ଅବଦାନ କଅଣ ରହିବ ? ତମକୁ କାହିଁକି ମାଗଣା ଶିକ୍ଷା ଦିଆଯିବ ?

Ranjit Prasad Bhuyan (@ranjitgutu) 's Twitter Profile Photo

ଏକ ନିହାତି ସ୍ପର୍ଶକାତର ଘଟଣା କେନ୍ଦ୍ରୀୟ ସୁରକ୍ଷା ବଳ ଆଉ ଗୃହବିଭାଗ ଏହି ଘଟଣା ଉପରେ ନିଜର ମତ ପ୍ରଦାନ କରି ଜନତାଙ୍କ ବିଭ୍ରାନ୍ତି ଦୂର କରାନ୍ତୁ 🇮🇳CRPF🇮🇳 गृहमंत्री कार्यालय, HMO India