Rajendra Kumar (@rajendra77888) 's Twitter Profile
Rajendra Kumar

@rajendra77888

ID: 1174320693082652672

linkhttps://www.instagram.com/dream_choro calendar_today18-09-2019 13:54:20

219 Tweet

511 Followers

259 Following

Rajendra Kumar (@rajendra77888) 's Twitter Profile Photo

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ। #GaneshChaturthi #ଗଣେଶଚତୁର୍ଥୀ

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।
#GaneshChaturthi
#ଗଣେଶଚତୁର୍ଥୀ
Rajendra Kumar (@rajendra77888) 's Twitter Profile Photo

ନୂଆ ଆଶା, ନୂଆ ଉତ୍ସାହ, ନୂଆ ଆନନ୍ଦ ଓ ଉଦ୍ଦୀପନା ନେଇ ଆସିଥିବା କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା' ସମଲେଶ୍ଵରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #ନୂଆଁଖାଇଜୁହାର୍

ନୂଆ ଆଶା, ନୂଆ ଉତ୍ସାହ, ନୂଆ ଆନନ୍ଦ ଓ ଉଦ୍ଦୀପନା ନେଇ ଆସିଥିବା କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା' ସମଲେଶ୍ଵରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
#ନୂଆଁଖାଇଜୁହାର୍
Rajendra Kumar (@rajendra77888) 's Twitter Profile Photo

ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମ ଦିବସ ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେବତାମାନଙ୍କର କାରୁକାର୍ଯ୍ୟ ସାଧକ ସର୍ବାଭିଷ୍ଟ ପ୍ରଦାନକାରୀ ଦେବଶିଳ୍ପୀଙ୍କ କୃପାରୁ ପ୍ରତ୍ୟେକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ। #ବିଶ୍ୱକର୍ମାପୂଜା #VishwakarmaPuja

ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଜନ୍ମ ଦିବସ ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେବତାମାନଙ୍କର କାରୁକାର୍ଯ୍ୟ ସାଧକ ସର୍ବାଭିଷ୍ଟ ପ୍ରଦାନକାରୀ ଦେବଶିଳ୍ପୀଙ୍କ କୃପାରୁ ପ୍ରତ୍ୟେକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।  
#ବିଶ୍ୱକର୍ମାପୂଜା 
#VishwakarmaPuja
Rajendra Kumar (@rajendra77888) 's Twitter Profile Photo

Humble tributes to #MahatmaGandhi    on the occasion of #GandhiJayanti   . Remembering the beacon of peace and non-violence whose noble ideals and values continue to lead the way for a better future of the nation.

Rich tributes to former Prime Minister & statesman #LalBahadurShastri on his birth anniversary. The #JaiJawanJaiKisan slogan coined by him is still the guiding framework for nation building.

ସମସ୍ତଙ୍କୁ ପବିତ୍ର ବିଜୟା ଦଶମୀ ତଥା ଦଶହରା ଅବସରରେ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଜଗତଜନନୀ ମା' ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ଉଲ୍ଲସିତ ହେଉ।

ପବିତ୍ର ଦୀପାବଳି ଓ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #HappyDiwali

ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #HappySaraswatiPuja #basantpanchami2023

ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #HappySaraswatiPuja
#basantpanchami2023
Rajendra Kumar (@rajendra77888) 's Twitter Profile Photo

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। Jay hind 🇮🇳 #RepublicDay2023

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। Jay hind 🇮🇳
#RepublicDay2023
Rajendra Kumar (@rajendra77888) 's Twitter Profile Photo

ପଖାଳ ଦିବସ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। #PakhalaDivas

ପଖାଳ ଦିବସ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।
#PakhalaDivas
Rajendra Kumar (@rajendra77888) 's Twitter Profile Photo

୭୭ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ୍!

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #Janmashtami #ଜନ୍ମାଷ୍ଟମୀ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।
 #Janmashtami #ଜନ୍ମାଷ୍ଟମୀ
Rajendra Kumar (@rajendra77888) 's Twitter Profile Photo

ପବିତ୍ର ବିଶ୍ବକର୍ମା ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!

ଶାରଦୀୟ ଦୁର୍ଗାପୂଜା ଅବସର ରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମା' ଦୁର୍ଗତିନାଶିନୀ ଦୁର୍ଗା ଙ୍କର ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି ଓ ସମୃଦ୍ଧିରେ ଭରିଯାଉ । #DurgaPuja2023

ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମା' ଜଗତଜନନୀ ସମସ୍ତଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦିଅନ୍ତୁ। #ବିଜୟାଦଶମୀ #Dussehra

ପବିତ୍ର ବିଜୟା ଦଶମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମା' ଜଗତଜନନୀ ସମସ୍ତଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦିଅନ୍ତୁ।

#ବିଜୟାଦଶମୀ #Dussehra
Rajendra Kumar (@rajendra77888) 's Twitter Profile Photo

ପବିତ୍ର କାଳୀପୂଜା ଓ ଆଲୋକର ପର୍ବ ଦୀପାବଳି ଅବସରରେ,ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। 🧨🎇🪔

ପବିତ୍ର #ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ! ମହାପ୍ରଭୁ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦିଅନ୍ତୁ !