Rahul (@rahul144037) 's Twitter Profile
Rahul

@rahul144037

ID: 1723682391364182016

calendar_today12-11-2023 12:41:35

146 Tweet

156 Followers

489 Following

Rahul (@rahul144037) 's Twitter Profile Photo

ସତ୍ ସାହସ ଅଛି ଯଦି ଏ ଅଲଜ୍ୟା ବିଜେପି ନେତାଙ୍କର, ତେବେ ମିଛ ପ୍ରତିଶ୍ରୁତି ବଦଳରେ ଦେଉ ସତର ଗ୍ୟାରେଣ୍ଟି #NaveenOdisha #BJD4Odisha #PandianKarmaYogi

ସତ୍ ସାହସ ଅଛି ଯଦି ଏ ଅଲଜ୍ୟା ବିଜେପି ନେତାଙ୍କର, ତେବେ ମିଛ ପ୍ରତିଶ୍ରୁତି ବଦଳରେ ଦେଉ ସତର ଗ୍ୟାରେଣ୍ଟି
#NaveenOdisha
 #BJD4Odisha
#PandianKarmaYogi
Rahul (@rahul144037) 's Twitter Profile Photo

ଏଥର ତମେ ମାନେ ଆଉ ଖସି କି ଯାଇ ପାରିବ ନାହିଁ। ଜନତା ତମ ମାନଙ୍କର ଠକାମୀ ସବୁ ଜାଣିସାରିଲେଣି #PandianKarmaYogi #BJPAntiOdisha #BJPFails

ଏଥର ତମେ ମାନେ ଆଉ ଖସି କି ଯାଇ ପାରିବ ନାହିଁ। ଜନତା ତମ ମାନଙ୍କର ଠକାମୀ ସବୁ ଜାଣିସାରିଲେଣି 
#PandianKarmaYogi
#BJPAntiOdisha
#BJPFails
Rahul (@rahul144037) 's Twitter Profile Photo

ସୀମା ଟପିଗଲା ସମ୍ବିତ ପାତ୍ରର ଗର୍ବ-ଅହଙ୍କାର କ୍ଷମା ଦେବେନି ପୁରୀ ଜନତା। #PandianKarmaYogi #BJPAntiOdisha #BJPFails

ସୀମା ଟପିଗଲା ସମ୍ବିତ ପାତ୍ରର ଗର୍ବ-ଅହଙ୍କାର 
କ୍ଷମା ଦେବେନି ପୁରୀ ଜନତା।

ଏଥର ବି ଆମ ନବୀନ ସରକାର । Bjd ସରକାର ଫୁଣୀ ଥରେ ଓଡ଼ିଶା ରେ ସରକାର ଗଠନ କରିବେ। #NaveenOdisha #PandianKarmaYogi #BJD4Odisha #Vkpandian4Odisha

ଏଥର ବି ଆମ ନବୀନ ସରକାର । Bjd ସରକାର ଫୁଣୀ ଥରେ ଓଡ଼ିଶା ରେ ସରକାର ଗଠନ କରିବେ। 
#NaveenOdisha
 #PandianKarmaYogi
#BJD4Odisha
#Vkpandian4Odisha

Election ଅଛି ବୋଲି ଓଡ଼ିଶା କଥା ମନେ ପଡ଼ିଲା,, କାଇଁ ଆଗରୁ ତ କେବେ ଥରେ ହେଲେ ଓଡ଼ିଶା ଆସିନଥିଲ ,, election ସରିଲା ପରେ ଖାଲି ବିଦେଶ ଗସ୍ତ ହବ ତମର,,ସେତେବେଳେ କଉ ଓଡ଼ିଶା କଥା ମନେ ପଡ଼ିବ ଯେ #PandianKarmaYogi #BJPAntiOdisha #BJPFails

Election ଅଛି ବୋଲି ଓଡ଼ିଶା କଥା ମନେ ପଡ଼ିଲା,, କାଇଁ ଆଗରୁ ତ କେବେ ଥରେ ହେଲେ ଓଡ଼ିଶା ଆସିନଥିଲ ,, election ସରିଲା ପରେ ଖାଲି ବିଦେଶ ଗସ୍ତ ହବ ତମର,,ସେତେବେଳେ କଉ ଓଡ଼ିଶା କଥା ମନେ ପଡ଼ିବ ଯେ 
#PandianKarmaYogi
#BJPAntiOdisha
#BJPFails
Rahul (@rahul144037) 's Twitter Profile Photo

New opportunities are being created for the sports talents of the state. Transformation is coming in the sports ground of grassroots level. #NaveenOdisha #PandianKarmaYogi #BJD4Odisha #Vkpandian4Odisha

Rahul (@rahul144037) 's Twitter Profile Photo

The voice of Odisha is the sound of conch. A pair of conch this time. Trust in action, not in words. #NaveenOdisha #PandianKarmaYogi #BJD4Odisha #Vkpandian4Odisha #BJPAntiOdisha #BJPFails

Rahul (@rahul144037) 's Twitter Profile Photo

ସୁଯୋଗ ଆସିଛି ଜବାବ ଦେବା, ଧର୍ମେନ୍ଦ୍ରକୁ ସବକ୍ ଶିଖାଇବା। #PandianKarmaYogi #BJPAntiOdisha #BJPFails

ସୁଯୋଗ ଆସିଛି ଜବାବ ଦେବା, ଧର୍ମେନ୍ଦ୍ରକୁ ସବକ୍ ଶିଖାଇବା।
 #PandianKarmaYogi
#BJPAntiOdisha
#BJPFails
Rahul (@rahul144037) 's Twitter Profile Photo

ସୁଯୋଗ ଆସିଛି ଜବାବ ଦେବା, ଧର୍ମେନ୍ଦ୍ରକୁ ସବକ୍ ଶିଖାଇବା। #PandianKarmaYogi #BJPAntiOdisha #BJPFails

ସୁଯୋଗ ଆସିଛି ଜବାବ ଦେବା, ଧର୍ମେନ୍ଦ୍ରକୁ ସବକ୍ ଶିଖାଇବା।
 #PandianKarmaYogi
#BJPAntiOdisha
#BJPFails
Rahul (@rahul144037) 's Twitter Profile Photo

ପଣ୍ଡା ବାବୁ ତମ ମୁଣ୍ଡ ଖରାପ ନା ପେଟ ଗରମ ହେଉଛି କି ,, କଣ ଏମିତି ମନ ଇଚ୍ଛା କଥା ବାର୍ତ୍ତା କରୁଛ,, ନ ବୁଝି ନ ଶୁଝି କହି ଚାଲିଛ ଗୋଟେ ଆଉ 😡😡 #PandianKarmaYogi #BJPAntiOdisha #BJPFails

Rahul (@rahul144037) 's Twitter Profile Photo

ଅନ୍ତର ଦେଖୁଛ ନା ନାହିଁ,,ଏଥର ଟିକେ ଆର ଥରକୁ ଭଲସେ ଲଢେଇ କରିବା ସିଖିକି ଆସିବ ବୁଝିଲ ।ନହେଲେ ଓଡ଼ିଶାକୁ ଆସିବା ସ୍ବପ୍ନ ତମର ସତ ହବନି କେବେ,,,ଏମିତିରେ ବି ଓଡ଼ିଶାକୁ ଆଶା କରିବା ବନ୍ଦ କରିଦିଅ ।। #NaveenOdisha #PandianKarmaYogi #BJD4Odisha #Vkpandian4Odisha

ଅନ୍ତର ଦେଖୁଛ ନା ନାହିଁ,,ଏଥର ଟିକେ ଆର ଥରକୁ ଭଲସେ ଲଢେଇ କରିବା ସିଖିକି ଆସିବ ବୁଝିଲ ।ନହେଲେ ଓଡ଼ିଶାକୁ ଆସିବା ସ୍ବପ୍ନ ତମର ସତ ହବନି କେବେ,,,ଏମିତିରେ ବି ଓଡ଼ିଶାକୁ ଆଶା କରିବା ବନ୍ଦ କରିଦିଅ ।।

ବିକାଶକୁ ବିରୋଧ ପଡ଼ିବ ମହଙ୍ଗା, ବିଜେପି ଓଡ଼ିଶାରୁ ସଫା #OdishaRejectsBJP

ବିକାଶକୁ ବିରୋଧ ପଡ଼ିବ ମହଙ୍ଗା, ବିଜେପି ଓଡ଼ିଶାରୁ ସଫା
#OdishaRejectsBJP
Rahul (@rahul144037) 's Twitter Profile Photo

ଜୁନ୍ ୪ ଦେବ ବିଜେପିକୁ ବାମ୍ଫ ଜନତା ପାଇବେ ଓଡ଼ିଶାର ବିକାଶକାରୀ ଶଙ୍ଖ #PandianKarmaYogi #BJPAntiOdisha #BJPFails

ଜୁନ୍ ୪ ଦେବ ବିଜେପିକୁ ବାମ୍ଫ
ଜନତା ପାଇବେ ଓଡ଼ିଶାର ବିକାଶକାରୀ ଶଙ୍ଖ
#PandianKarmaYogi
#BJPAntiOdisha
#BJPFails
Rahul (@rahul144037) 's Twitter Profile Photo

ଓଡ଼ିଶାର ଲୋକ ବିକାଶ ବିଶ୍ୱାସୀ, ସେଥିପାଇଁ ଡବଲ ଶଙ୍ଖରେ ମୋହର ମାରି ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ କରନ୍ତୁ ଯେତେ ଚିତ୍କାର, ଓଡ଼ିଶାରେ କେବଳ ବିଜେଡି ସରକାର। #NaveenOdisha #PandianKarmaYogi #BJD4Odisha #Vkpandian4Odisha

ଓଡ଼ିଶାର ଲୋକ ବିକାଶ ବିଶ୍ୱାସୀ, ସେଥିପାଇଁ  ଡବଲ ଶଙ୍ଖରେ ମୋହର ମାରି ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ କରନ୍ତୁ ଯେତେ  ଚିତ୍କାର, ଓଡ଼ିଶାରେ କେବଳ ବିଜେଡି ସରକାର।

ସରକାର ଗଢିବାର ସ୍ବପ୍ନ ଭାଙ୍ଗି ଚୂର୍ ମାର୍। #PandianKarmaYogi #BJPAntiOdisha #BJPFails