Ragini... (@ragini655) 's Twitter Profile
Ragini...

@ragini655

ID: 1712420577150205952

calendar_today12-10-2023 10:51:21

548 Tweet

224 Followers

216 Following

‼️Shagun‼️🦋शगुन🦋 (@shagun321) 's Twitter Profile Photo

पूरी जगन्नाथ धाम से महोदधि समुद्र आरती के दिव्य अलौकिक दर्शन। 🚩🌹💐🙏

🦋S. Akankshya🦋(सनातनी) (@s_akankshya90) 's Twitter Profile Photo

ତୁମେ ଉତ୍କଳକୁ ଉତ୍କଳ ତୁମକୁ ବୁଝାଏ ଜଗଦୀଶ୍ଵର ତୁମେ ଉତ୍କଳର ମହାରାଜା, ପ୍ରଜା ତୁମର ଉତ୍କଳ ନର |

ତୁମେ ଉତ୍କଳକୁ ଉତ୍କଳ ତୁମକୁ 
ବୁଝାଏ ଜଗଦୀଶ୍ଵର 
ତୁମେ ଉତ୍କଳର ମହାରାଜା, ପ୍ରଜା 
ତୁମର ଉତ୍କଳ ନର |
chirashmita (@chirasmita77) 's Twitter Profile Photo

ସାରଥୀ ନହେଲେ ରଥ ଚାଲିବନି ଏ ଧାରଣା ବଦ୍ଧମୂଳ ମାତ୍ର ମୁଁ ଦେଖିଛି ନିଜ ରଥ ନିଜେ ଚଳାନ୍ତି ଶ୍ରୀ ଆଦିମୂଳ |

ସାରଥୀ ନହେଲେ ରଥ ଚାଲିବନି
ଏ ଧାରଣା ବଦ୍ଧମୂଳ 
ମାତ୍ର ମୁଁ ଦେଖିଛି ନିଜ ରଥ ନିଜେ 
ଚଳାନ୍ତି ଶ୍ରୀ ଆଦିମୂଳ |
🦋ସୌମ୍ୟା🦋 (@somya505) 's Twitter Profile Photo

ତୁମେ ସୃଷ୍ଟି ତୁମେ ଶାନ୍ତି ତୁମେ ହିଁ ପାପ ନାଶକ।। ତୁମେ ଦୟା ତୁମେ ହିଁ ମାୟା ତୁମେ ହିଁ ସର୍ଭେ ସଂହା ତୁମେ ଭକ୍ତି ତୁମେ ପ୍ରୀତି ତୁମେ ହିଁ ପ୍ରେମ ମୟ।। ତୁମେ ଆଶା ତୁମେ ନିରାଶା ତୁମେ ହିଁ ଅଗ୍ରଗତି।। ତୁମେ ସର୍ଭେ ସଂହା ତୁମେ ପ୍ରାଣ ରକ୍ଷା।। ତୁମ ପାଦ ତଳେ ମୋର ପ୍ରଣତି।।🙏🏻 ❣️ଜୟ ଜୟ ଶ୍ରୀ ଜଗନ୍ନାଥ ❣️

ତୁମେ ସୃଷ୍ଟି 
ତୁମେ ଶାନ୍ତି 
ତୁମେ ହିଁ 
ପାପ ନାଶକ।।
ତୁମେ  ଦୟା 
ତୁମେ ହିଁ ମାୟା 
ତୁମେ ହିଁ 
ସର୍ଭେ ସଂହା 
ତୁମେ ଭକ୍ତି 
ତୁମେ ପ୍ରୀତି 
ତୁମେ ହିଁ 
ପ୍ରେମ ମୟ।।
ତୁମେ ଆଶା 
ତୁମେ ନିରାଶା 
ତୁମେ ହିଁ 
ଅଗ୍ରଗତି।।
ତୁମେ ସର୍ଭେ ସଂହା 
ତୁମେ ପ୍ରାଣ ରକ୍ଷା।।
ତୁମ ପାଦ ତଳେ 
ମୋର ପ୍ରଣତି।।🙏🏻
❣️ଜୟ ଜୟ ଶ୍ରୀ ଜଗନ୍ନାଥ ❣️
Ragini... (@ragini655) 's Twitter Profile Photo

ଆହାଃ କି ଠାଣୀ .. ମୋ କଳାଠାକୁରର ବାଙ୍କଚାହାଣୀ .. ଭକ୍ତଙ୍କ ଆଡକୁ ଚାହିଁ ଟିକେ ଅଟକି ଯାଉଛି ପୁଣି ମୁରୁକି ହସି ଦେଉଛି .. ଟାହିଆ ହଲେଇ ଝୁଲି ଝୁଲି ରଜା ଭଳି ଭକ୍ତଙ୍କୁ ଦେଖି ଦେଖି ଆସୁଛି ଜଗା..✍️ #bahudayatra #bahudayatra2025

Ragini... (@ragini655) 's Twitter Profile Photo

ମହଣ ମହଣ ସୁନାରେ ଶୃଙ୍ଗାର ହେଇଛନ୍ତି ଶ୍ରୀଜୀଉ !! ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ଵାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେଉଅଛି।

ମହଣ ମହଣ ସୁନାରେ ଶୃଙ୍ଗାର ହେଇଛନ୍ତି ଶ୍ରୀଜୀଉ !!
ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ଵାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହେଉଅଛି।
Ragini... (@ragini655) 's Twitter Profile Photo

ଏତିକି ସୌଭାଗ୍ୟ ଦେବୁରେ କାଳିଆ ଜୀବନରେ ମୋତେ ଥରେ କୋଟି ଜନ୍ମ ପାପ ହୋଇଯିବ ଦୂର ଦେଖି ତୋତେ ରଥପରେ। ଚର୍ମ ନେତ୍ର ଧନ୍ୟ ହୋଇବ ମୋହରି ଆତ୍ମା ହୋଇଯିବ ତୃପ୍ତ ଜୟ ଜଗନ୍ନାଥ ଗାଉଥିବ ତୁଣ୍ଡ ଚାଖି ଅଧର ଅମୃତ। ତୋ ଅଧରଛୁଆଁ ପରସାଦ ପାଇ ମୋକ୍ଷ ଲଭି ଯିବି ମୁହିଁ ସରି ଯିବ ମୋର ଜୀବନ ଯନ୍ତ୍ରଣା ଆଉ ଜନ୍ମ ଲୋଡ଼ା ନାହିଁ।

ଏତିକି ସୌଭାଗ୍ୟ ଦେବୁରେ କାଳିଆ
ଜୀବନରେ ମୋତେ ଥରେ
କୋଟି ଜନ୍ମ ପାପ ହୋଇଯିବ ଦୂର
ଦେଖି ତୋତେ ରଥପରେ।
ଚର୍ମ ନେତ୍ର ଧନ୍ୟ ହୋଇବ ମୋହରି
ଆତ୍ମା ହୋଇଯିବ ତୃପ୍ତ
ଜୟ ଜଗନ୍ନାଥ ଗାଉଥିବ ତୁଣ୍ଡ
ଚାଖି ଅଧର ଅମୃତ।
ତୋ ଅଧରଛୁଆଁ ପରସାଦ ପାଇ
ମୋକ୍ଷ ଲଭି ଯିବି ମୁହିଁ 
ସରି ଯିବ ମୋର ଜୀବନ ଯନ୍ତ୍ରଣା
ଆଉ ଜନ୍ମ ଲୋଡ଼ା ନାହିଁ।
chirashmita (@chirasmita77) 's Twitter Profile Photo

ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏

ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏
Ananya (@a_ananya90) 's Twitter Profile Photo

ଆଜି ରସଗୋଲା ଦିବସ, "ମା" ଲକ୍ଷ୍ମୀ ଙ୍କୁ ଏହି ରସଗୋଲା ଦେଇ ପ୍ରଭୁ ସନ୍ତୁଷ୍ଟ କରିବେ, ପରିବାରର ବନ୍ଧନ ଅତୁଟ ରଖିବାକୁ ଆଜି ଭକ୍ତମାନେ ଠାକୁରଙ୍କ ନିକଟରେ ରସଗୋଲା ଭୋଗ ଅର୍ପଣ କରିଥାନ୍ତି ।

ଆଜି ରସଗୋଲା ଦିବସ, 
"ମା" ଲକ୍ଷ୍ମୀ ଙ୍କୁ ଏହି ରସଗୋଲା ଦେଇ ପ୍ରଭୁ ସନ୍ତୁଷ୍ଟ କରିବେ, ପରିବାରର ବନ୍ଧନ ଅତୁଟ ରଖିବାକୁ ଆଜି ଭକ୍ତମାନେ ଠାକୁରଙ୍କ ନିକଟରେ ରସଗୋଲା ଭୋଗ ଅର୍ପଣ କରିଥାନ୍ତି ।
🦋S. Akankshya🦋(सनातनी) (@s_akankshya90) 's Twitter Profile Photo

ବିଶାଳଶ୍ରୀଖଣ୍ଡଦ୍ରବମୃଗମଦାକୀର୍ଣ୍ଣଘୁସୃଣ– ପ୍ରସୂନବ୍ୟାମିଶ୍ରଂ ଭଗବତି ତବାଭ୍ୟଙ୍ଗସଲିଳମ୍‌ । ସମାଦାୟ ସ୍ରଷ୍ଟା ଚଳିତପଦପାଂଶୂନ୍ନିଜକରୈଃ ସମାଧତ୍ତେ ସୃଷ୍ଟିଂ ବିବୁଧପୁରପଙ୍କେରୁହଦୃଶାମ୍।। ଜୟ ମା ମଙ୍ଗଳା♥️🙏🏻🙏🏻

ବିଶାଳଶ୍ରୀଖଣ୍ଡଦ୍ରବମୃଗମଦାକୀର୍ଣ୍ଣଘୁସୃଣ– 
ପ୍ରସୂନବ୍ୟାମିଶ୍ରଂ ଭଗବତି ତବାଭ୍ୟଙ୍ଗସଲିଳମ୍‌ ।
ସମାଦାୟ ସ୍ରଷ୍ଟା ଚଳିତପଦପାଂଶୂନ୍ନିଜକରୈଃ 
ସମାଧତ୍ତେ ସୃଷ୍ଟିଂ ବିବୁଧପୁରପଙ୍କେରୁହଦୃଶାମ୍।।

ଜୟ ମା ମଙ୍ଗଳା♥️🙏🏻🙏🏻
chirashmita (@chirasmita77) 's Twitter Profile Photo

ମାଗୁ ନାହିଁ ପ୍ରଭୁ ଯଶ, ଖ୍ୟାତି,ଧନ ଇନ୍ଦ୍ର ପଦ ପରି ସୁଖ.. ମାଗୁଣି ଏତିକି ଆହେ ନୀଳମଣି ନେତ୍ରେ ନାଚୁ କଳାମୁଖ.. ଆହେ ମଣିମା.. ❤️🙏

ମାଗୁ ନାହିଁ ପ୍ରଭୁ ଯଶ, ଖ୍ୟାତି,ଧନ 
ଇନ୍ଦ୍ର ପଦ ପରି ସୁଖ..
ମାଗୁଣି ଏତିକି ଆହେ ନୀଳମଣି 
ନେତ୍ରେ ନାଚୁ କଳାମୁଖ..
ଆହେ ମଣିମା.. ❤️🙏
Ragini... (@ragini655) 's Twitter Profile Photo

ଆଶ୍ଚର୍ଯ୍ୟ ମୁହୂର୍ତ୍ତ ଇଏ ! ନା ଅଛି ଖୁସିର ସନ୍ଧାନ ନା ଦୁଃଖର ଅନୁଭବ କେବଳ କିଛି ଅବଶୋଷ .. ଯାହା ଉନ୍ନତିର ଶେଷ ନା ଅବନ୍ନତିର ଜାଗରଣ ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ 😇

ଆଶ୍ଚର୍ଯ୍ୟ ମୁହୂର୍ତ୍ତ ଇଏ !
 ନା ଅଛି ଖୁସିର ସନ୍ଧାନ ନା ଦୁଃଖର ଅନୁଭବ 
  କେବଳ କିଛି ଅବଶୋଷ ..
 ଯାହା ଉନ୍ନତିର ଶେଷ ନା ଅବନ୍ନତିର ଜାଗରଣ 
 ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ 😇
🦋S. Akankshya🦋(सनातनी) (@s_akankshya90) 's Twitter Profile Photo

ଭାଇ ଓ ଭଉଣୀର ସ୍ନେହ, ଶ୍ରଦ୍ଧା ଓ ସହୃଦୟତାର ଆଧାର ଏ ରାକ୍ଷୀ ! ପବିତ୍ର ରାକ୍ଷୀପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ♥️

ଭାଇ ଓ ଭଉଣୀର ସ୍ନେହ, ଶ୍ରଦ୍ଧା ଓ ସହୃଦୟତାର ଆଧାର  ଏ ରାକ୍ଷୀ ! ପବିତ୍ର ରାକ୍ଷୀପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ♥️
Ananya (@a_ananya90) 's Twitter Profile Photo

ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ।

ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ।
Lilypta (@lilypta5) 's Twitter Profile Photo

ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 💐