Rabi Narayan Naik (@rabinaikbjp) 's Twitter Profile
Rabi Narayan Naik

@rabinaikbjp

Minister of Rural Development, Panchayati Raj & Drinking Water, Government of Odisha. MLA, Kuchinda.

ID: 1174359854149799936

calendar_today18-09-2019 16:31:06

2,2K Tweet

3,3K Followers

34 Following

Narendra Modi (@narendramodi) 's Twitter Profile Photo

Addressed the BRICS Summit Plenary session on ‘Strengthening Multilateralism, Economic-Financial Affairs, and Artificial Intelligence.’ Focused on how to make the BRICS platform even more effective in this increasingly multipolar world. Also gave a few suggestions which are

Rabi Narayan Naik (@rabinaikbjp) 's Twitter Profile Photo

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆଉ ଏକ ମହାନ ପର୍ବ ଅଧରପଣା ନୀତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । ଏହି ଅଧରପଣା ଶ୍ରୀଜିଉଙ୍କର ଅଧର ଯାଏଁ ଛୁଉଁ ଥିବା ପାତ୍ରରେ ପଣା ତିଆରି କରି ଭୋଗ କରାଯାଏ। ଏହାପରେ ସେହି ମାଟିପାତ୍ରକୁ ଭଙ୍ଗାଯାଏ। ସେହି ପଣାକୁ ଏହି ମହିମଣ୍ଡଳରେ ଥିବା ସମସ୍ତ ଅଶରୀର ଗଣ ପାନ କରନ୍ତି। ଜୟ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆଉ ଏକ ମହାନ ପର୍ବ  ଅଧରପଣା ନୀତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।

ଏହି ଅଧରପଣା ଶ୍ରୀଜିଉଙ୍କର ଅଧର ଯାଏଁ ଛୁଉଁ ଥିବା ପାତ୍ରରେ ପଣା ତିଆରି କରି ଭୋଗ କରାଯାଏ। ଏହାପରେ ସେହି ମାଟିପାତ୍ରକୁ ଭଙ୍ଗାଯାଏ। ସେହି ପଣାକୁ ଏହି ମହିମଣ୍ଡଳରେ ଥିବା ସମସ୍ତ ଅଶରୀର ଗଣ ପାନ କରନ୍ତି।

ଜୟ
Rabi Narayan Naik (@rabinaikbjp) 's Twitter Profile Photo

ଅଦମ୍ୟ ସାହସ ଏବଂ ବୀରତାର ପ୍ରତୀକ 'ପରମବୀର ଚକ୍ର'ରେ ସମ୍ମାନିତ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ନିର୍ଭୀକତା, ତ୍ୟାଗ ଏବଂ ଦେଶ ପ୍ରତି କର୍ତ୍ତବ୍ୟବୋଧ ପିଢ଼ିକୁ ପ୍ରେରଣା ଦେଇ ଚାଲିବ।

ଅଦମ୍ୟ ସାହସ ଏବଂ ବୀରତାର ପ୍ରତୀକ 'ପରମବୀର ଚକ୍ର'ରେ ସମ୍ମାନିତ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ନିର୍ଭୀକତା, ତ୍ୟାଗ ଏବଂ ଦେଶ ପ୍ରତି କର୍ତ୍ତବ୍ୟବୋଧ ପିଢ଼ିକୁ ପ୍ରେରଣା ଦେଇ ଚାଲିବ।
CMO Odisha (@cmo_odisha) 's Twitter Profile Photo

ମହାପ୍ରଭୁଙ୍କ ଆଶୀର୍ବାଦରୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି ବାହୁଡ଼ା ଓ ସୁନାବେଶ। ପ୍ରବଳ ଜନସମାଗମ ଓ ଜନ ସାଧାରଣଙ୍କ ଯାତାୟାତର ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବାହିନୀ ମୁତୟନ ହୋଇଛନ୍ତି। ଭକ୍ତଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ଦେବା ପାଇଁ ଲୋକଙ୍କ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି।

BJP Odisha (@bjp4odisha) 's Twitter Profile Photo

ବିଜେପି ସରକାର ଆସିବା ପରେ ଆର୍ଥିକ ସ୍ଵାଧୀନତା ସହ ସମ୍ମାନ ପାଇଛନ୍ତି ଆମ ନାରୀ ଶକ୍ତି।

Rabi Narayan Naik (@rabinaikbjp) 's Twitter Profile Photo

ମୋ ନିର୍ବାଚନ ମଣ୍ଡଳୀ କୁଚିଣ୍ଡା ଅନ୍ତର୍ଗତ ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳରେ ଏକ ନିରୀକ୍ଷଣ ଅଟ୍ଟାଳିକାର ଶୁଭ ଉଦଘାଟନ କରିବା ସହ 'ମା ପାଇଁ ଗଛଟିଏ' ଅଭିଯାନ ଅଧୀନରେ ଗଛ ଲଗାଇ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ତିଆରି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। #EkPedMaaKeNaam

Rabi Narayan Naik (@rabinaikbjp) 's Twitter Profile Photo

ଲୋକଙ୍କ ସୁଖଦୁଃଖରେ, ଲୋକଙ୍କ ସରକାର ଆଜି ଥିଲା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣିର ଦ୍ୱାଦଶ ପାଳି। ପୂର୍ବରୁ ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ ହୋଇଛି, ଯାହାକି ୯୩ ପ୍ରତିଶତ। ଆଜି ଆସିଥିବା ୧ ହଜାର ଅଭିଯୋଗକାରୀଙ୍କ ଅଭିଯୋଗକୁ ମଧ୍ୟ ଶୀଘ୍ର ସମାଧାନ

ଲୋକଙ୍କ ସୁଖଦୁଃଖରେ, ଲୋକଙ୍କ ସରକାର 

ଆଜି ଥିଲା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣିର ଦ୍ୱାଦଶ ପାଳି। ପୂର୍ବରୁ ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ ହୋଇଛି, ଯାହାକି ୯୩ ପ୍ରତିଶତ। ଆଜି ଆସିଥିବା ୧ ହଜାର ଅଭିଯୋଗକାରୀଙ୍କ ଅଭିଯୋଗକୁ ମଧ୍ୟ ଶୀଘ୍ର ସମାଧାନ
Rabi Narayan Naik (@rabinaikbjp) 's Twitter Profile Photo

ପବିତ୍ର ନିଳାଦ୍ରୀ ବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଶୁଭେଚ୍ଛାI ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛିl

ପବିତ୍ର ନିଳାଦ୍ରୀ ବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଶୁଭେଚ୍ଛାI ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛିl
Rabi Narayan Naik (@rabinaikbjp) 's Twitter Profile Photo

ବିଶ୍ବର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶର ରାଜ୍ୟ ସଭାପତି ଭାବେ ପୁଣି ଥରେ ମାନନୀୟ ଶ୍ରୀ Manmohan Samal ନିର୍ବାଚିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ୧୯୭୮ ମସିହାରୁ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତିରୁ ଆରମ୍ଭ କରି ଦଳର ବିଭିନ୍ନ ପଦ ପଦବୀରେ ସାଂଗଠନିକ ଦାୟିତ୍ଵ,

ବିଶ୍ବର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶର ରାଜ୍ୟ ସଭାପତି ଭାବେ ପୁଣି ଥରେ ମାନନୀୟ ଶ୍ରୀ <a href="/SamalManmohan7/">Manmohan Samal</a>  ନିର୍ବାଚିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।

୧୯୭୮ ମସିହାରୁ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତିରୁ ଆରମ୍ଭ କରି ଦଳର ବିଭିନ୍ନ ପଦ ପଦବୀରେ ସାଂଗଠନିକ ଦାୟିତ୍ଵ,
Manmohan Samal (@samalmanmohan7) 's Twitter Profile Photo

ରାଷ୍ଟ୍ର ପ୍ରଥମ, ସଂଗଠନ ସର୍ବୋପରି ଏ ଦାୟିତ୍ବ ମୋର ନୁହେଁ, ଏ ଦାୟିତ୍ବ ଆପଣମାନଙ୍କର...

ରାଷ୍ଟ୍ର ପ୍ରଥମ, ସଂଗଠନ ସର୍ବୋପରି 

ଏ ଦାୟିତ୍ବ ମୋର ନୁହେଁ, ଏ ଦାୟିତ୍ବ ଆପଣମାନଙ୍କର...
Rabi Narayan Naik (@rabinaikbjp) 's Twitter Profile Photo

ମାନନୀୟ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ Ashwini Vaishnaw ଙ୍କ ପୂଜ୍ୟ ପିତା ଦାଉ ଲାଲ ବୈଷ୍ଣବଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମା'ସମଲେଶ୍ୱରୀଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛିI

BJP Odisha (@bjp4odisha) 's Twitter Profile Photo

ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମାନନୀୟ ନବ ନିର୍ବାଚିତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ

ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମାନନୀୟ ନବ ନିର୍ବାଚିତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ
Rabi Narayan Naik (@rabinaikbjp) 's Twitter Profile Photo

ବିଶିଷ୍ଟ କଣ୍ଠଶିଳ୍ପୀ ବାଣିକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ସୁମଧୁର କଣ୍ଠ ଓ ଅଦ୍ୱିତୀୟ ସଂଗୀତ ଦ୍ୱାରା ଓଡ଼ିଆ ସଂଗୀତ ଜଗତରେ ତାଙ୍କ ଦିଗଦର୍ଶନାତ୍ମକ ଭୂମିକା ସଦା ସ୍ମରଣୀୟ ରହିବ।

ଛାତ୍ରମାନଙ୍କ ମଧ୍ୟରେ ଦେଶପ୍ରେମର ମୂଲ୍ୟବୋଧକୁ ଜାଗୃତ କରୁଥିବା ବିଶ୍ଵର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସରେ ସମସ୍ତ କର୍ମୀ ଏବଂ ଯୁବ ସହକର୍ମୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଭାରତ ମାତାର ସେବାରେ ସମ୍ପୂର୍ଣ୍ଣ ସମର୍ପିତ ଏହି ସଂଗଠନ, 'ଜ୍ଞାନ-ଚରିତ୍ର-ଏକତା' ସୂତ୍ର ସହିତ

ଛାତ୍ରମାନଙ୍କ ମଧ୍ୟରେ ଦେଶପ୍ରେମର ମୂଲ୍ୟବୋଧକୁ ଜାଗୃତ କରୁଥିବା ବିଶ୍ଵର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସରେ ସମସ୍ତ କର୍ମୀ ଏବଂ ଯୁବ ସହକର୍ମୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।

ଭାରତ ମାତାର ସେବାରେ ସମ୍ପୂର୍ଣ୍ଣ ସମର୍ପିତ ଏହି ସଂଗଠନ, 'ଜ୍ଞାନ-ଚରିତ୍ର-ଏକତା' ସୂତ୍ର ସହିତ
Rabi Narayan Naik (@rabinaikbjp) 's Twitter Profile Photo

The conferment of Brazil’s highest civilian honour, the ‘Grand Collar of the National Order of the Southern Cross’, upon Hon’ble Prime Minister Shri Narendra Modi ji is a moment of great pride for every Indian. 🇮🇳🇧🇷 This prestigious recognition reflects PM Modi ji’s unwavering

The conferment of Brazil’s highest civilian honour, the ‘Grand Collar of the National Order of the Southern Cross’, upon Hon’ble Prime Minister Shri <a href="/narendramodi/">Narendra Modi</a> ji is a moment of great pride for every Indian. 🇮🇳🇧🇷

This prestigious recognition reflects PM Modi ji’s unwavering
Rabi Narayan Naik (@rabinaikbjp) 's Twitter Profile Photo

ଓଁ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ଯେନ ଚରାଚରମ୍ ତତ୍ ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରୋବେ ନମୋଃ। ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଗୁରୁ ବିନା ଜୀବନ ଅର୍ଥହୀନ, ଗୁରୁ ତାଙ୍କର ସୂକ୍ଷ୍ମ ଜ୍ଞାନ ଦ୍ୱାରା ଶିଷ୍ୟଙ୍କ ଜୀବନରୁ ଅଜ୍ଞାନର ଅନ୍ଧକାରକୁ ଦୂର କରନ୍ତି ଏବଂ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। #GuruPurnima

ଓଁ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ଯେନ ଚରାଚରମ୍ ତତ୍ ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରୋବେ ନମୋଃ।

ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଗୁରୁ ବିନା ଜୀବନ ଅର୍ଥହୀନ, ଗୁରୁ ତାଙ୍କର ସୂକ୍ଷ୍ମ ଜ୍ଞାନ ଦ୍ୱାରା ଶିଷ୍ୟଙ୍କ ଜୀବନରୁ ଅଜ୍ଞାନର ଅନ୍ଧକାରକୁ ଦୂର କରନ୍ତି ଏବଂ ଜ୍ଞାନର ଆଲୋକ ପ୍ରଦାନ କରନ୍ତି।
#GuruPurnima
Rabi Narayan Naik (@rabinaikbjp) 's Twitter Profile Photo

ଜଣେ ପ୍ରଖର ବକ୍ତା, ଲୋକପ୍ରିୟ ରାଜନେତା, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତର ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ Rajnath Singhଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କର ଦୃଢ଼, ସମ୍ବେଦନଶୀଳ ଓ ଦେଶପ୍ରେମୀ ନେତୃତ୍ୱ ସର୍ବଦା ଦେଶ ସେବା କରିବାରେ ପ୍ରେରଣା ହୋଇଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ

ଜଣେ ପ୍ରଖର ବକ୍ତା, ଲୋକପ୍ରିୟ ରାଜନେତା, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତର ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ <a href="/rajnathsingh/">Rajnath Singh</a>ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। 

ଆପଣଙ୍କର ଦୃଢ଼, ସମ୍ବେଦନଶୀଳ ଓ ଦେଶପ୍ରେମୀ ନେତୃତ୍ୱ ସର୍ବଦା ଦେଶ ସେବା କରିବାରେ ପ୍ରେରଣା ହୋଇଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ