Sagarika Patnaik 🇮🇳 (@psagarika321) 's Twitter Profile
Sagarika Patnaik 🇮🇳

@psagarika321

I Am The Hero Of My Story😊 #livingthebestlife
#working_Journalist ll #writer ll #socialworker

ID: 905465014407970816

linkhttps://www.facebook.com/writer.sagarika/ calendar_today06-09-2017 16:17:36

12,12K Tweet

20,20K Followers

369 Following

Sagarika Patnaik 🇮🇳 (@psagarika321) 's Twitter Profile Photo

ଯୁଦ୍ଧକୁ ନେଇ ଆପଣଙ୍କ ମତ କ'ଣ? ୧-ହେବା ଉଚିତ୍ ୨- ନ ହେବା ଠିକ୍ ହେବ #IndiaPakistanWar #IndiaPakistanTensions #Opinion

Sagarika Patnaik 🇮🇳 (@psagarika321) 's Twitter Profile Photo

ଗୋଟିଏ ରାତିରେ ପିଓକେ କଣ ପାକିସ୍ତାନ ଉପରେ କବ୍ଜା କରିନେବା ଭଳି ଲାଗୁଛି। ଜୟ ଭାରତ🇮🇳 #StaySafeOurHeros #weareproudofyou #IndianArmy 🙌🏻

Sagarika Patnaik 🇮🇳 (@psagarika321) 's Twitter Profile Photo

ତା ପ୍ରେମ ଦେଖି ମେଘ କଳା ରଙ୍ଗର ଟିକାଟିଏ ଆକାଶ ଦେହରେ ଲଗେଇ ଦିଏ... ଏପଟେ ମୋ’ ମନର ଇର୍ଷା ତାର ବର୍ଷା ହେଇ ବରଷି ଯିବାକୁ ଅପେକ୍ଷା କରି ରହିଥାଏ... :ସାଗରିକା #HelloTwitter #Rainlove❤

ତା ପ୍ରେମ ଦେଖି
ମେଘ କଳା ରଙ୍ଗର ଟିକାଟିଏ 
ଆକାଶ ଦେହରେ ଲଗେଇ ଦିଏ...
ଏପଟେ ମୋ’ ମନର ଇର୍ଷା
ତାର ବର୍ଷା ହେଇ
ବରଷି ଯିବାକୁ ଅପେକ୍ଷା କରି ରହିଥାଏ...
:ସାଗରିକା

#HelloTwitter #Rainlove❤
Sagarika Patnaik 🇮🇳 (@psagarika321) 's Twitter Profile Photo

ମଣିଷ ଭାବେ ତା ପାଖେ ଢେର ସମୟ। ଭବିଷ୍ଯତ ପାଇଁ ଚିନ୍ତାରେ ବୁଡି ଯାଏ। ହେଲେ କେବଳ ଦୁର୍ଘଟଣା ହିଁ ଜୀବନ ଦୁଇ ଘଡିର ବୋଲି ଜଣାଇ ଦିଏ। ଆଜି ଅହମ୍ମଦାବାଦର ବିମାନ ଦୁର୍ଘଟଣା ବି ଠିକ୍ ସେଭଳି। ଅତି ଦୁଃଖଦ। ଭଗବାନ ଅମର ଆତ୍ମାକୁ ସଦଗତି ଦିଅନ୍ତୁ। ପରିବାରଗୁଡିକ ଦମ୍ଭ🥺🙏🏻 #AhmedabadPlaneCrash #terrible

Sagarika Patnaik 🇮🇳 (@psagarika321) 's Twitter Profile Photo

ପାର୍ବଣ ସମୟରେ ଭୁବନେଶ୍ୱର ଜୟଦେବ ବିହାରରୁ ବରମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଅନ୍ଧକାର। ଷ୍ଟ୍ରିଟ୍ ଲାଇଟ୍ ଜଳୁନି। ଦୀର୍ଘ ୧୫ ଦିନ ହେଲା ସମାନ ସ୍ଥିତି। ଅସମାଜିକ କାର୍ଯ୍ୟ କଳାପ ସହ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ।NHAI ଧ୍ୟାନ ଦେବାକୁ ଅନୁରୋଧ। BMC CMO Odisha

Sagarika Patnaik 🇮🇳 (@psagarika321) 's Twitter Profile Photo

ରାଜଧାନୀ ପ୍ରେମିକା ଆଉ ବର୍ଷା ଉପରେ ଭରସା ନାହିଁ କେତେବେଳେ କେଉଁଠି ନେଇ ବୁଡେଇବେ ଜୀବନ ଇସ୍କନ ମନ୍ଦିର ସାମ୍ନା ଭଳି ଲାଗିବ.. ନା ପୁରା ବୁଡିବେ ନା ପୁରା... :ସାଗରିକା #ଆଜିରାଜଧାନୀବୁଡିଲା🤪 #ନିର୍ଧୁମଛେଚୁଛି🥺 #RainInBbsr

Sagarika Patnaik 🇮🇳 (@psagarika321) 's Twitter Profile Photo

ସବୁ ଓଡିଆଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା🙏🦋😊 ଆଜି ମହୋଦଧିରେ ଡଙ୍ଗା ଭସାଇ ବାର ଅପୂର୍ବ ସୁଯୋଗ ପ୍ରାପ୍ତ 🙏🏻 ଜୟ ଜଗନ୍ନାଥ 🧿 #ଯେବେତାରଡୋରିଲାଗେ❤