Priyadarsini (@prasanti268) 's Twitter Profile
Priyadarsini

@prasanti268

A Mother, A Teacher, A Home_maker
ଖୁସି ରହିବାର ବାହାନା ଖୋଜୁଥିବା ମଣିଷଟେ,
ପ୍ରାର୍ଥନା .. ମୋର ଶକ୍ତି, 'ଭାଗ୍ୟଂ ଫଳତିଃ ସର୍ବତ୍ର'.. ଦୃଢ଼ ବିଶ୍ୱାସ

ID: 1258107519500722176

calendar_today06-05-2020 18:53:37

18,18K Tweet

9,9K Followers

244 Following

Priyadarsini (@prasanti268) 's Twitter Profile Photo

ଆମ୍ବ ଋତୁ ଆସିଲା ରେ ..😍 ଏମିତିକା ଗରମ ପାଇଁ ଏମିତି କିଛି .. #ଆମ୍ବରସ #MangoJuice #BeatTheHeat

ଆମ୍ବ ଋତୁ ଆସିଲା ରେ ..😍
ଏମିତିକା ଗରମ ପାଇଁ ଏମିତି କିଛି ..
#ଆମ୍ବରସ
#MangoJuice 
#BeatTheHeat
Priyadarsini (@prasanti268) 's Twitter Profile Photo

ଏ ଗରମ ପାଇଁ ... ଏମିତିକା କିଛି ଛେନା, ନଡ଼ିଆ, କଦଳୀ, ଚିନି ସହ ବେଲର ସମାହାର ... #ବେଲପଣା #BeatTheHeat

ଏ ଗରମ ପାଇଁ ... ଏମିତିକା କିଛି 
ଛେନା, ନଡ଼ିଆ, କଦଳୀ, ଚିନି ସହ ବେଲର ସମାହାର ...
#ବେଲପଣା
#BeatTheHeat
Priyadarsini (@prasanti268) 's Twitter Profile Photo

ପଖାଳ ସାଙ୍ଗେ ବହୁତ୍ ଭଲ ଲାଗେ , ଗରମ ଭାତ ସାଙ୍ଗେ କିଛି ଖରାପ ବି ଲାଗେନି ... ନାଁ କଣ କୁହନ୍ତୁ ତ ଏଇ ଖାଦ୍ୟର ..😊 #ଓଡ଼ିଆଖାଦ୍ୟ #OdiaFood

ପଖାଳ ସାଙ୍ଗେ ବହୁତ୍ ଭଲ ଲାଗେ , ଗରମ ଭାତ ସାଙ୍ଗେ  କିଛି ଖରାପ ବି ଲାଗେନି ... ନାଁ କଣ କୁହନ୍ତୁ ତ ଏଇ ଖାଦ୍ୟର ..😊
#ଓଡ଼ିଆଖାଦ୍ୟ
#OdiaFood
Priyadarsini (@prasanti268) 's Twitter Profile Photo

ମତେ ମନ ଦେଇ ରୋଷେଇ କରିବାକୁ ବେଳେ ବେଳେ ଇଚ୍ଛା ହୁଏ, ଆଉ ସେତେବେଳେ ମୁଁ ସମସ୍ତଙ୍କ ପସନ୍ଦ ପାଇଁ କିଛି କିଛି କରେ 😁 ଆଜି ମଧ୍ୟାହ୍ନ ଭୋଜନରେ ..... ଭାତ ପକୁଡ଼ି ଦହିକଡି( kadhi pakoda) ବାଇଗଣ ଭଜା କୋଶିଳା ଶାଗଭଜା ପୋଇ ପତ୍ର ପିଠଉ ସୋରିଷ ମସଲା କଖାରୁ ଭଜା ପାମ୍ପଡ #GoodFood_GoodMood #HomeMade

ମତେ ମନ ଦେଇ ରୋଷେଇ କରିବାକୁ ବେଳେ ବେଳେ ଇଚ୍ଛା ହୁଏ, ଆଉ ସେତେବେଳେ ମୁଁ ସମସ୍ତଙ୍କ ପସନ୍ଦ ପାଇଁ କିଛି କିଛି କରେ  😁 
ଆଜି ମଧ୍ୟାହ୍ନ ଭୋଜନରେ ..... 
ଭାତ 
ପକୁଡ଼ି ଦହିକଡି( kadhi pakoda)
ବାଇଗଣ ଭଜା
କୋଶିଳା ଶାଗଭଜା
ପୋଇ ପତ୍ର ପିଠଉ
ସୋରିଷ ମସଲା କଖାରୁ ଭଜା
ପାମ୍ପଡ 
#GoodFood_GoodMood 
#HomeMade
Priyadarsini (@prasanti268) 's Twitter Profile Photo

ଲସ୍ସି ପିଅନ୍ତୁ..ଗରମରୁ ରକ୍ଷା ପାଆନ୍ତୁ 💞 #SundaySpecial #HomeMade #BeatTheHeat

ଲସ୍ସି ପିଅନ୍ତୁ..ଗରମରୁ ରକ୍ଷା ପାଆନ୍ତୁ 💞
#SundaySpecial 
#HomeMade 
#BeatTheHeat
Priyadarsini (@prasanti268) 's Twitter Profile Photo

ପଖାଳ ସାଙ୍ଗେ ବିଭିନ୍ନ ଭଜା ଆହା କି ମଜା ...😍 #ପଖାଳ #SundaySpecial #BeatTheHeat

ପଖାଳ ସାଙ୍ଗେ ବିଭିନ୍ନ ଭଜା
ଆହା କି ମଜା ...😍
#ପଖାଳ
#SundaySpecial 
#BeatTheHeat
Priyadarsini (@prasanti268) 's Twitter Profile Photo

ସ୍ନେହ ବୋଳା ଚାହାଣୀରେ ଯେବେ ଦେଖୁ ମତେ ସବୁ ଦୁଃଖ ନିମିଷକେ ସରିଯାଏ ସତେ ...😘 #CatParent

ସ୍ନେହ ବୋଳା ଚାହାଣୀରେ
ଯେବେ ଦେଖୁ ମତେ
ସବୁ ଦୁଃଖ ନିମିଷକେ 
ସରିଯାଏ ସତେ ...😘
#CatParent
Priyadarsini (@prasanti268) 's Twitter Profile Photo

ଛମଛମ୍ ବର୍ଷା ଆଉ ବିଜୁଳିର ତାଳେ ରାତି ଧୀରେ ଗାଢ଼ ହୁଏ, କେବେ ଚିକମିକ୍ ଝିଲମିଲ୍ ହୁଏ କେବେ ପୁଣି ଅନ୍ଧାରଟା ମାଡ଼ିଯାଏ.. ଭିଜା ଭିଜା ବର୍ଷା ରାତି ତୋଳେ କରୁଣ ରାଗିଣୀ, ଭିଜା ମନରେ ଭିଜେ ଅନେକ କାହାଣୀ.. ଆକାଶରୁ ଝରି ଯେବେ ବର୍ଷା ଛୁଏଁ ମାଟିକୁ, ତା ପ୍ରୀତି ଛୁଆଁ ଶିହରିତ କରେ ଉଖାରି ଦିଏ ପୁରୁଣା ସ୍ମୃତିକୁ ..!! #ବର୍ଷାରାତି

Priyadarsini (@prasanti268) 's Twitter Profile Photo

ଫୁଲ ପାଇଁ ଥିବା କୋମଳତା ହୃଦୟକୁ ଦେବା, ନିଜେ ଖୁସି ରହିବା ଦୁନିଆରେ ଖୁସି ବାଣ୍ଟିବା ..❤️ #WelcomeMay 🫰

ଫୁଲ ପାଇଁ ଥିବା କୋମଳତା
ହୃଦୟକୁ ଦେବା,
ନିଜେ ଖୁସି ରହିବା
ଦୁନିଆରେ ଖୁସି ବାଣ୍ଟିବା ..❤️
#WelcomeMay 🫰
Priyadarsini (@prasanti268) 's Twitter Profile Photo

ଯଦି କିଏ ତୁମକୁ ଖୁସିର ମୋତି ଟିଏ ଦେଉଛି, ତୁମେ ତାର ହୃଦୟ ଖୁସିରେ ଭରିଦିଅ, ... ଠିକ୍ କିନ୍ତୁ ଯଦି କିଏ ବିନା କାରଣରେ ତୁମକୁ ଦୁଃଖ ଦିଏ,ତାହେଲେ ତା ପାଇଁ କଣ କରିବା ???? #ଅନାବନାଭାବନା

Priyadarsini (@prasanti268) 's Twitter Profile Photo

ତୁମେ ହିଁ ଅନନ୍ତ ଅସୀମ ଶାଶ୍ୱତ ଜ୍ଞାନଗୁରୁ ଚଉବାହା; କଳ୍ପନାତୀତ ରୂପ ରୂପାତୀତ ବଞ୍ଚିବାର ସୂକ୍ଷ୍ମ ରାହା...🙏 #ଜୟଜଗନ୍ନାଥ

ତୁମେ ହିଁ ଅନନ୍ତ
ଅସୀମ ଶାଶ୍ୱତ
ଜ୍ଞାନଗୁରୁ ଚଉବାହା;
କଳ୍ପନାତୀତ ରୂପ ରୂପାତୀତ
ବଞ୍ଚିବାର ସୂକ୍ଷ୍ମ ରାହା...🙏
#ଜୟଜଗନ୍ନାଥ
Priyadarsini (@prasanti268) 's Twitter Profile Photo

ଆକାଶରେ ଆକାଶେ କଳାହାଣ୍ଡିଆ ମେଘ ଥମ୍ ଥମ୍ ଆକାଶ ରବିବାର, ଛୁଟିବାର ଘରେ, ଘର ଲୋକଙ୍କ ଆସର ଖାଇବା ପସରା ଆଉ ଖୁସିର ଜୁଆର ଏମିତିକା ଦିନ ଗୋଟେ .. ବହୁଦିନ ପରେ #ରବିବାର #SundayFunday #RainyDay

ଆକାଶରେ ଆକାଶେ କଳାହାଣ୍ଡିଆ ମେଘ
ଥମ୍ ଥମ୍ ଆକାଶ
ରବିବାର, ଛୁଟିବାର
ଘରେ, ଘର ଲୋକଙ୍କ ଆସର
ଖାଇବା ପସରା ଆଉ ଖୁସିର ଜୁଆର
ଏମିତିକା ଦିନ ଗୋଟେ .. ବହୁଦିନ ପରେ
#ରବିବାର
#SundayFunday 
#RainyDay
Priyadarsini (@prasanti268) 's Twitter Profile Photo

All blessings are not in the form of money and fame. Sometimes having people, who truly care for us is a greater blessing. #QuoteOftheDay #HappyMonday

Priyadarsini (@prasanti268) 's Twitter Profile Photo

ନାଲି ନାଲି କୃଷ୍ଣ ଚୁଡ଼ା ହଳଦୀ ସୁନାରୀ ଫୁଲ, ରଙ୍ଗ ତାର ମନଲୋଭା ରୂପ ତା ଅମୂଲ ମୂଲ ।। ଆଖି ତ ଯାଏ ଲାଖି ମନ ହୋଇଯାଏ ଖୁସି, ପ୍ରକୃତିର ବର୍ଣ୍ଣ ବିଭା,ବିଧାତାର କାରିଗରୀ ନାଲି ନାଲି କୃଷ୍ଣଚୂଡ଼ା, ହଳଦୀ ଏ ସୁନାରୀ #ପ୍ରକୃତି #ସୁପ୍ରଭାତ☕

ନାଲି ନାଲି କୃଷ୍ଣ ଚୁଡ଼ା
ହଳଦୀ ସୁନାରୀ ଫୁଲ,
ରଙ୍ଗ ତାର ମନଲୋଭା
ରୂପ ତା ଅମୂଲ ମୂଲ ।।
ଆଖି ତ ଯାଏ ଲାଖି
ମନ ହୋଇଯାଏ ଖୁସି,
ପ୍ରକୃତିର ବର୍ଣ୍ଣ ବିଭା,ବିଧାତାର କାରିଗରୀ
ନାଲି ନାଲି କୃଷ୍ଣଚୂଡ଼ା, ହଳଦୀ ଏ ସୁନାରୀ
#ପ୍ରକୃତି
#ସୁପ୍ରଭାତ☕
Priyadarsini (@prasanti268) 's Twitter Profile Photo

ତୁ ହିଁ ଆମ ଭିତରେ ଥିବା ସେଇ ସୂକ୍ଷ୍ମ ଡୋରି, ଯିଏ ଆମକୁ ବାନ୍ଧି ରଖିଛି ଗୋଟେ ପରିବାର କରି 🙏 ❤️ #ମା #MothersDay

ତୁ ହିଁ ଆମ ଭିତରେ ଥିବା ସେଇ 
ସୂକ୍ଷ୍ମ ଡୋରି,
ଯିଏ ଆମକୁ ବାନ୍ଧି ରଖିଛି ଗୋଟେ ପରିବାର କରି  🙏 ❤️
#ମା
#MothersDay