Office Of Dr Mukesh Mahaling (@officeofmla) 's Twitter Profile
Office Of Dr Mukesh Mahaling

@officeofmla

Office Of Hon'ble Cabinet Minister Sri @MahalingMukesh|MLA, #Loisingha Assembly Constituency |Account Operated by Office |
Bharatiya Janata Party @BJP4Odisha

ID: 1295927915620622336

calendar_today19-08-2020 03:37:56

15,15K Tweet

625 Followers

278 Following

Dr. Mukesh Mahaling (@mahalingmukesh) 's Twitter Profile Photo

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ସର୍ଜରୀ ବିଭାଗ ଦ୍ୱାରା A.B.A ପଦ୍ଧତିରେ ଥାଇରଡ ଟ୍ୟୁମରକୁ ଲାପ୍ରୋସ୍କୋପି ମାଧ୍ୟମରେ ସଫଳତାର ସହ ବାହାର କରାଯିବା ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିକାଶର ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଏହି ଅସ୍ତ୍ରୋପଚାରକୁ ସଫଳ କରିଥିବା ଆସୋସିଏଟ୍ ପ୍ରଫେସର ଶ୍ରୀକାନ୍ତ ପାତ୍ର ଓ ତାଙ୍କ ଟିମଙ୍କୁ ଶୁଭେଚ୍ଛା

Dr. Mukesh Mahaling (@mahalingmukesh) 's Twitter Profile Photo

ନୂଆଦିଲ୍ଲୀ ଗସ୍ତ ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ Dharmendra Pradhan ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲି। ଏହି ଅବସରରେ ରାଜ୍ଯର ବିକାଶ ସମ୍ପର୍କିତ ଅନେକ ଗୁରୁତ୍ଵ ବିଷୟ ସମ୍ପର୍କରେ ଆଲୋଚନା କରିଛି। ଉଭୟ କେନ୍ଦ୍ର ଏବଂ ରାଜ୍ଯର ମିଳିତ ସହଯୋଗରେ 'ବିକଶିତ ଓଡ଼ିଶା' ନିର୍ମାଣ ପାଇଁ ଆମ ସରକାର ପ୍ରତିବଦ୍ଧ ଅଟନ୍ତି।

ନୂଆଦିଲ୍ଲୀ ଗସ୍ତ ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ <a href="/dpradhanbjp/">Dharmendra Pradhan</a> ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲି। ଏହି ଅବସରରେ ରାଜ୍ଯର ବିକାଶ ସମ୍ପର୍କିତ ଅନେକ ଗୁରୁତ୍ଵ ବିଷୟ ସମ୍ପର୍କରେ ଆଲୋଚନା କରିଛି। ଉଭୟ କେନ୍ଦ୍ର ଏବଂ ରାଜ୍ଯର ମିଳିତ ସହଯୋଗରେ 'ବିକଶିତ ଓଡ଼ିଶା' ନିର୍ମାଣ ପାଇଁ ଆମ ସରକାର ପ୍ରତିବଦ୍ଧ ଅଟନ୍ତି।
Dr. Mukesh Mahaling (@mahalingmukesh) 's Twitter Profile Photo

ଲୋଇସିଂହା ଠାରେ ଭାରତୀୟ ସେନାବାହିନୀର ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇ ଆୟୋଜିତ 'ପରାକ୍ରମ ଶୋଭାଯାତ୍ରା' ରେ ସାମିଲ ହେଲି। #OperationSindoor #TirangaYatra

Dr. Mukesh Mahaling (@mahalingmukesh) 's Twitter Profile Photo

ଶ୍ରୀ ଶ୍ରୀ କପିଳେଶ୍ଵରାୟ ନମଃ ଆଗଲପୁର ବ୍ଲକ ବକଟି ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ଵରଙ୍କ ମନ୍ଦିର ଠାରେ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ବକଟି ଭୋଗ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହ ସେଠାରେ ଆୟୋଜିତ 'ପରାକ୍ରମ ଶୋଭାଯାତ୍ରା' ରେ ସାମିଲ ହେଲି।

Dr. Mukesh Mahaling (@mahalingmukesh) 's Twitter Profile Photo

ମହାକାଳପଡ଼ାର ଦିବ୍ୟାଙ୍ଗ ଝିଅ ସୁଶ୍ରୀସଙ୍ଗୀତା ସାହୁଙ୍କ ଅସୁବିଧା ସମ୍ପର୍କରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଲା ପରେ ଯଥାଶୀଘ୍ର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲି। ଆଜି ସୁଶ୍ରୀସଙ୍ଗୀତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ

ମହାକାଳପଡ଼ାର ଦିବ୍ୟାଙ୍ଗ ଝିଅ ସୁଶ୍ରୀସଙ୍ଗୀତା ସାହୁଙ୍କ ଅସୁବିଧା ସମ୍ପର୍କରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଲା ପରେ ଯଥାଶୀଘ୍ର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲି। 

ଆଜି ସୁଶ୍ରୀସଙ୍ଗୀତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ
Dr. Mukesh Mahaling (@mahalingmukesh) 's Twitter Profile Photo

ଆଗଲପୁର ବ୍ଲକ ବକଟି ଗ୍ରାମପଞ୍ଚାୟତ ସ୍ଥିତ ବଙ୍ଗାବାହାଲ ଠାରେ ଏକ ଭାଗବତ ଟୁଙ୍ଗିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲି।

ଆଗଲପୁର ବ୍ଲକ ବକଟି ଗ୍ରାମପଞ୍ଚାୟତ ସ୍ଥିତ ବଙ୍ଗାବାହାଲ ଠାରେ ଏକ ଭାଗବତ ଟୁଙ୍ଗିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲି।
Pragativadi (@pragativadinews) 's Twitter Profile Photo

#Odisha Health Minister Turns Decade-Long Wait into 7-Hour Miracle for Differently-Abled Woman Swift Action by H & FW Dept Odisha Minister Dr. Mukesh Mahaling Ensures #Disability Certificate for Sangeeta Sahu of #Kendrapara, Unlocking Govt Benefits Read More: pragativadi.com/odisha-health-…

Dr. Mukesh Mahaling (@mahalingmukesh) 's Twitter Profile Photo

ଆଜି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ବଲାଙ୍ଗୀରର ଛାତ୍ର ସଂଘ ତରଫରୁ ଆୟୋଜିତ ୭ମ ବାର୍ଷିକ ଉତ୍ସବ HELIX-2025 ସମାରୋହରେ ଯୋଗଦେଲି। ବାର୍ଷିକ ଉତ୍ସବ ଅବସରରେ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି। ଚଳିତ ଶିକ୍ଷା ବର୍ଷ ଠାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦ୍ରରେ

ଆଜି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ବଲାଙ୍ଗୀରର ଛାତ୍ର ସଂଘ ତରଫରୁ ଆୟୋଜିତ ୭ମ ବାର୍ଷିକ ଉତ୍ସବ HELIX-2025 ସମାରୋହରେ ଯୋଗଦେଲି। ବାର୍ଷିକ ଉତ୍ସବ ଅବସରରେ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି।

ଚଳିତ ଶିକ୍ଷା ବର୍ଷ ଠାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦ୍ରରେ
Dr. Mukesh Mahaling (@mahalingmukesh) 's Twitter Profile Photo

ବଲାଙ୍ଗୀର ମହାଲକ୍ଷ୍ମୀ ନଗର ବାସିନ୍ଦା ପୂର୍ବତନ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ପତି କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ। ଆଜି ତାଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି। ମା' ସମଲେଇଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ଭାରତର ମହାନ ପରମାଣୁ ବୈଜ୍ଞାନିକ ଡ଼ ଏମ.ଆର୍. ଶ୍ରୀନିବାସନଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଜଣେ ଦୃଷ୍ଟିସମ୍ପନ୍ନ ବୈଜ୍ଞାନିକ ଭାବେ ଭାରତକୁ ପରମାଣୁ ଶକ୍ତି କ୍ଷେତ୍ରରେ ସୁଦୃଢ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି 🙏 #MRSrinivasan #NuclearPioneer

ଭାରତର ମହାନ ପରମାଣୁ ବୈଜ୍ଞାନିକ ଡ଼ ଏମ.ଆର୍. ଶ୍ରୀନିବାସନଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଜଣେ ଦୃଷ୍ଟିସମ୍ପନ୍ନ ବୈଜ୍ଞାନିକ ଭାବେ ଭାରତକୁ ପରମାଣୁ ଶକ୍ତି କ୍ଷେତ୍ରରେ ସୁଦୃଢ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି। 

ଓଁ ଶାନ୍ତି 🙏
#MRSrinivasan #NuclearPioneer
Dr. Mukesh Mahaling (@mahalingmukesh) 's Twitter Profile Photo

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲି। ପଛୁଆ ବର୍ଗ ଲୋକଙ୍କୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ ଅଟନ୍ତି। ସେମାନଙ୍କ ସାମାଜିକ, ଆର୍ଥିକ ସ୍ଥିତକୁ ସୁଦୃଢ କରିବା ନିମନ୍ତେ ଦେଶରେ ଜାତିଭିତ୍ତିକ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତି

Had insightful discussions with Director Shri Debasish Dash and other key officials at the Institute of Life Sciences (ILS), Bhubaneswar, on several critical topics, including advancements in cancer research and strategies to combat infectious diseases. As one of the leading

Had insightful discussions with Director Shri Debasish Dash and other key officials at the Institute of Life Sciences (ILS), Bhubaneswar, on several critical topics, including advancements in cancer research and strategies to combat infectious diseases.

As one of the leading
Dr. Mukesh Mahaling (@mahalingmukesh) 's Twitter Profile Photo

#NationalAntiTerrorismDay ଅବସରରେ ଦେଶର ବୀର ଯବାନଙ୍କ ତ୍ୟାଗ, ପରାକ୍ରମ ଏବଂ ବଳିଦାନକୁ ସମ୍ମାନ ଜଣାଉଛି। ଦେଶ ଆଜି #OperationSindoor ଭଳି ଐତିହାସିକ ନିଷ୍ପତ୍ତି ଦ୍ଵାରା ଆତଙ୍କବାଦକୁ ଦମନ କରିବା ପାଇଁ ଶପଥ ନେଇଛି। ଆସନ୍ତୁ ସମସ୍ତେ ଏକତ୍ରିତ ହେବା, ଆତଙ୍କବାଦକୁ ଦମନ କରି ଏକ ସୁରକ୍ଷିତ, ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ... #Balangir #Odisha

Dr. Mukesh Mahaling (@mahalingmukesh) 's Twitter Profile Photo

ଓଡ଼ିଶା ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ +୨ ପରୀକ୍ଷାର ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଶାନୁଯାୟୀ ଫଳାଫଳ ପାଇନଥିବା ଛାତ୍ରଛାତ୍ରୀ ଦୃଢ ଆତ୍ମବିଶ୍ବାସର ସହ ନିଜର କଠୋର ପରିଶ୍ରମ ଜାରି ରଖନ୍ତୁ, ସଫଳତା ନିଶ୍ଚିତ ମିଳିବ। ମହାପ୍ରଭୁଙ୍କ ନିକଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ନେତୃତ୍ଵରେ ଭାରତ ଆଜି ସମଗ୍ର ବିଶ୍ଵକୁ ଗୁଣାତ୍ମକ ଔଷଧ ଏବଂ ଟୀକା ରପ୍ତାନି କରି ନିଜର ସାମର୍ଥ୍ୟକୁ ପ୍ରମାଣିତ କରିପାରିଛି। ଆବଶ୍ୟକୀୟ ସୁବିଧା, ସୁଯୋଗ ଏବଂ ପ୍ରୋତ୍ସାହନ ଦ୍ଵାରା ସୁସ୍ଥ ଏବଂ ଆତ୍ମନିର୍ଭର ଭାରତ ଗଠନ ସାକାର ରୂପ ନେଇଛି। #AtmanirbharBharat #HealthyIndia

Dr. Mukesh Mahaling (@mahalingmukesh) 's Twitter Profile Photo

ଜରୁରୀକାଳୀନ ପରିସ୍ଥିତିରେ ଜଣେ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଥିବା ସୋନପୁର ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମୀ ସୋନାଲି ଜଗଦଲାଙ୍କୁ ଅଶେଷ ସାଧୁବାଦ ଜଣାଉଛି। ରୋଗୀଙ୍କ କଲ୍ୟାଣ ପାଇଁ ତାଙ୍କର ଏହି ସେବା ଏବଂ ସମର୍ପଣ ଭାବ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ। ତାଙ୍କର ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳମୟ ଜୀବନ

ଗୁଜରାଟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କୁ ଭବ୍ୟ ସ୍ଵାଗତ ଜଣାଇଲେ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପରିବାର। #PMModiInVadodara #OperationSindoor

ଗୁଜରାଟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a>  ଜୀଙ୍କୁ ଭବ୍ୟ ସ୍ଵାଗତ ଜଣାଇଲେ କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ପରିବାର।
#PMModiInVadodara #OperationSindoor
Dr. Mukesh Mahaling (@mahalingmukesh) 's Twitter Profile Photo

ମିଠା ଖାଦ୍ୟ ଗ୍ରହଣ କଲେ ଶରୀର ପ୍ରତି ଥିବା ବିପଦ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରିବା ନିମନ୍ତେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଆରମ୍ଭ କରାଯାଇଥିବା ‘ସୁଗାର ବୋର୍ଡ’ ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହି ପ୍ରୟାସ ସୁସ୍ଥ ଓ ସମୃଦ୍ଧ ଭାରତ ଗଠନ କରିବାରେ ନିଶ୍ଚିତ ଭାବେ ସହାୟକ ହେବ। #CBSE #Sugarboard

ମିଠା ଖାଦ୍ୟ ଗ୍ରହଣ କଲେ ଶରୀର ପ୍ରତି ଥିବା ବିପଦ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରିବା ନିମନ୍ତେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଆରମ୍ଭ କରାଯାଇଥିବା ‘ସୁଗାର ବୋର୍ଡ’ ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହି ପ୍ରୟାସ ସୁସ୍ଥ ଓ ସମୃଦ୍ଧ ଭାରତ ଗଠନ କରିବାରେ ନିଶ୍ଚିତ ଭାବେ ସହାୟକ ହେବ।

#CBSE #Sugarboard