ଓଡ଼ିଆଙ୍କ ଖଟି (@odiakhati) 's Twitter Profile
ଓଡ଼ିଆଙ୍କ ଖଟି

@odiakhati

1. Wash your hands

2. Cough/sneeze into your elbow

3. Don't touch your face

4. Stay more than 6ft (2 m) away from others

5. Stay home

:- #OdiaKhati

ID: 888776547980759041

linkhttps://www.twitter.com/odiakhati calendar_today22-07-2017 15:03:36

13,13K Tweet

7,7K Followers

88 Following

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ଆଜି ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଅଵସରରେ ମା ଙ୍କର ବେଶ ଦର୍ଶନ କରନ୍ତୁ।

ଆଜି ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଅଵସରରେ ମା ଙ୍କର ବେଶ ଦର୍ଶନ କରନ୍ତୁ।
Debashis Tripathy (@deba1602) 's Twitter Profile Photo

ଭାଙ୍ଗିବାର କାରଣ ଯଦି ବି ମାନି ନିଆଯାଏ (ଯେତେ ଅବାସ୍ତବ ହେଉ ନା କାହିଁକି), ଏତେ ଗୁଡ଼ିଏ ଚୁଲି ଭଙ୍ଗାଯିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ୍ (ବା ଜେ.ଟି.ପି.) କର୍ମୀମାନେ କ'ଣ କରୁଥିଲେ ? ସାମୂହିକ ଛୁଟି ନେଇ ଆର୍. ଆର୍. ଆର୍. ନାଇଟ୍ ସୋ ଦେଖୁଥିଲେ ନା ପଖାଳ ଖାଇ, ନାହିରେ ତେଲ ଦେଇ ପହଡ଼ ଯାଇଥିଲେ ?

ଓଡ଼ିଆଙ୍କ ଖଟି (@odiakhati) 's Twitter Profile Photo

ଜୟଦେବ ବାଟିକାରେ ପ୍ରବେଶ ପାଇଁ କେତେ କଣ ସବୁ ଟିକେଟ ପଇସା ଲାଗେ ? youtu.be/5VqY1XgnI74 #ଭୁବନେଶ୍ୱର #ଖଣ୍ଡଗିରି

ଓଡ଼ିଆଙ୍କ ଖଟି (@odiakhati) 's Twitter Profile Photo

ମନ୍ଦିର ସୁରକ୍ଷା ପାଇଁ ଯଦି କେବେ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବସି ଆନ୍ଦୋଳନ କରିବାକୁ ହୁଏ, କେତେଜଣ ଆସିବେ ? #SaveJagganathTemple

Jyoti Prakash Mohapatra (@jp_mohapatra) 's Twitter Profile Photo

#ଖିଅ #ଯାଜପୁର ପାଢ଼ୀ ମଉସା ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି। ୧

ଓଡ଼ିଆଙ୍କ ଖଟି (@odiakhati) 's Twitter Profile Photo

ପବିତ୍ର ନବବର୍ଷ ଓ ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | 💐 #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି

ଓଡ଼ିଆଙ୍କ ଖଟି (@odiakhati) 's Twitter Profile Photo

ହନୁମାନ ଜୟନ୍ତୀ ଅବସରରେ ସଭିଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ।🙏

ହନୁମାନ ଜୟନ୍ତୀ ଅବସରରେ ସଭିଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ।🙏
ବିଶ୍ୱଜିତ୍ /🌍jeet 🇮🇳 (@biswa4evr) 's Twitter Profile Photo

"One time accommodation କରା ଯାଉ କାରଣ ଆମେ war victims" ....ହଉ ହେଲା one time neet ପରୀକ୍ଷା ଦେଇଦିଅ, ସବୁ ହେଇଯିବ।

ଓଡ଼ିଆଙ୍କ ଖଟି (@odiakhati) 's Twitter Profile Photo

ଓଁ ଶାନ୍ତି 🙏 ଶ୍ରୀ ରଜତ କୁମାର କର ସ୍ମୃତି ସଂସଦ(Rajat Kumar Kar Memorial) ମହୋଦୟଙ୍କ ଦେହାନ୍ତ ଖବର ପାଇ ମନ ଟା ଭଲ ଲାଗୁନି । ମହାପ୍ରଭୂ ଜଗନ୍ନାଥ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ।

Sudipta Ranjan Das (@i_srd) 's Twitter Profile Photo

#DraupadiMurmu the lady lost every thing within a span of 3-4 years . Her husband, her elder son to a kidney ailment and newly wed younger son to Political Rivalry ( as being known locally) His deadbody discovered from forest nearly 50kms away from her home town Rairangpur

Shree Jagannatha Temple Office, Puri (@sjta_puri) 's Twitter Profile Photo

ଶ୍ରୀମନ୍ଦିର ପ୍ରଶାସନ ୱେବ ସାଇଟ୍ ମାଧ୍ୟମରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ୨୦୨୨ ର ସିଧା ପ୍ରସାରଣ ଦେଖିବା ଲାଗି ନିମ୍ନ ଲିଙ୍କ୍ ରେ କ୍ଲିକ୍ କରନ୍ତୁ । shreejagannatha.in/ratha-yatra-li…

ଶ୍ରୀମନ୍ଦିର ପ୍ରଶାସନ ୱେବ ସାଇଟ୍ ମାଧ୍ୟମରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ୨୦୨୨ ର ସିଧା ପ୍ରସାରଣ ଦେଖିବା ଲାଗି ନିମ୍ନ ଲିଙ୍କ୍ ରେ କ୍ଲିକ୍ କରନ୍ତୁ । 

shreejagannatha.in/ratha-yatra-li…
L Λ L I T (@justlalit) 's Twitter Profile Photo

ନବେ ଦଶକ ପ୍ରାରମ୍ଭରେ ଯେତେବେଳେ ବିଜୟ ମହାନ୍ତି ଚରିତ୍ର ରୋଲ କରିବା ଆରମ୍ଭ କଲେ, ଶ୍ରୀରାମ ପଣ୍ଡା ସନ୍ୟାସ ନେଲେ, ନାୟକ ରୂପରେ ଉତ୍ତମ ମହାନ୍ତି ବୟସ୍କ ଲାଗୁଥିଲେ, ମିହିର ଦାସଙ୍କ ଖେଳ ଜମି ନଥିଲା ସେତେବେଳେ ଜଣେ ନୂତନ ନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ହେଲା.