Niranjan Das, state vice president, bbp (@niranjand79055) 's Twitter Profile
Niranjan Das, state vice president, bbp

@niranjand79055

ID: 1800909998287110145

calendar_today12-06-2024 15:16:51

501 Tweet

78 Followers

1,1K Following

Niranjan Das, state vice president, bbp (@niranjand79055) 's Twitter Profile Photo

@.AdmnNayagarh, ଦୀର୍ଘ 4ମାସ ବିତିଗଲା, ପଟାର ନକଲ ପାଇଁ ଖଣ୍ଡପଡ଼ା ତହସିଲଦାର ଙ୍କୁ ଆପ୍ଳାଇ କରି ମଧ୍ୟ୍ୟ ନକଲ ମିଳି ପାରିନାହିଁ, ଏହି ଭଳି ଢଙ୍ଗରେ ଚାଲିଛି ତହସିଲଦାର ଙ୍କ ଅଫିସ,

x.com/CMO_Odisha/sta…, cmrmf ରୁ ପୂର୍ଵ 24ବର୍ଷ ସରକାର ରେ ଏଭଳି ମଞ୍ଜୁର ହେଉ ନ ଥିଲା,, ଏବେ ଲୋକ ମାନେ ସୁବିଧା ପାଇ ପାରୁ ଛନ୍ତି, ଧନ୍ୟବାଦ

Niranjan Das, state vice president, bbp (@niranjand79055) 's Twitter Profile Photo

#StudentsAgainstCorruption ମାଇନ୍ସ ମାର୍କ ଉଠେଇ ଦେଲେ ଭଲ ହୁଅନ୍ତା ଓ଼ଏ ମାର, ପ୍ରଶ୍ନ ଯେଉଁ ବିଭାଗ ଚାକିରୀ ପାଇଁ ପୋଷ୍ଟ ବାହାରୁଛି ସେହି ବିଭାଗ ହିଁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରନ୍ତୁ ଭଲ ହେବ, ଏ ଦିଗରେ ଦୃଷ୍ଟି ଦିଅନ୍ତୁ ନିରଞ୍ଜନ ଦାସ ସାମ୍ବାଦିକ ରାଜ୍ୟ ଉପସଭାପତି ବିବିପି, ଫୋନ୍ 8144618919

Niranjan Das, state vice president, bbp (@niranjand79055) 's Twitter Profile Photo

ରାଜ୍ୟରେ ଯେଉଁ ଅଙ୍ଗନବାଡି କର୍ମୀ ଦୀର୍ଘ 20ବର୍ଷ ଧରି ଚାକିରୀ କଲେଣି ସେମାନଙ୍କୁ କର୍ମ ଚାରି ମାନ୍ୟତା ଦେଲେ ଅସୁବିଧା କେଉଁଠି, ଏବଂ ସୁପର ଭାଇଜର କୁ ପ୍ରମୋସନ ଦେଲେ ଅସୁବିଧା କେଉଁଠି, ସ୍ୱଳ୍ପ ଭତା ରେ ଯେଉଁ କାମ କରୁ ଛନ୍ତି ଏହା ଅତି ଦୁଃଖର ଘଟଣା, ବ୍ୟବସ୍ତା ହେଉ ଭଲ ହେବ x.com/PravatiPOdisha…