Mohan Charan Majhi (@mohanmodisha) 's Twitter Profile
Mohan Charan Majhi

@mohanmodisha

Chief Minister of Odisha

ID: 1081880909727453184

calendar_today06-01-2019 11:51:24

2,2K Tweet

95,95K Followers

21 Following

Mohan Charan Majhi (@mohanmodisha) 's Twitter Profile Photo

କେନ୍ଦୁଝରର ବରିଷ୍ଠ ସାମ୍ବାଦିକ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଗତକାଲି ଆକସ୍ମିକ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଂଗତ ଆତ୍ମାର ସଦଗତି କାମନା କରୁଛି। 🙏