Rashmirekha Das (@missdas4143) 's Twitter Profile
Rashmirekha Das

@missdas4143

Pluviophile..
ଭେଟିନଥିବା ହଳେ ଆଖି ...!
'ଚିତ୍ରଲେଖା ଓ ଅନ୍ୟାନ୍ୟ କବିତା ' amazon.in/dp/9348418831

ID: 1648886707985723392

calendar_today20-04-2023 03:10:24

665 Tweet

245 Followers

75 Following

Satyaprava Pani (@panisatyap79045) 's Twitter Profile Photo

Sir ,why VC appointment,The root system of education has been destroying day by day,NO SSB lecturers appointments,who is responsible for this chaotic situation?? Can students reach upto university??will they be interested for higher education,please save education Dharmendra Pradhan

Sushree S Samal🇮🇳 (@sushreesama) 's Twitter Profile Photo

CMO Odisha ଯଥା ଶୀଘ୍ର SSB Lecturer କେଶ୍ ସମାଧାନ କରି ପରୀକ୍ଷା କରାନ୍ତୁ। ଆମର ଧୈର୍ଯ୍ୟଚ୍ୟୁତି ହେଲାଣି। ମହାମାନବ ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj ମହୋଦୟଙ୍କୁ କୁହନ୍ତୁ ପ୍ରଥମେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ନିଜର ଦାୟିତ୍ବ ତୁଲାଇବେ, ତା ପରେ ଯାଇ ପଶ୍ଚିମ ବଙ୍ଗ କୁ ଏକ ନମ୍ବର କରେଇବେ। Biju Janata Dal NandighoshaTV

Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର (@bibhuti_odisha_) 's Twitter Profile Photo

ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପଙ୍ଗୁ ପାଲଟିଯାଇଛି । ବିଜ୍ଞପ୍ତିର ଦୁଇ ବର୍ଷ ପରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାରେ ସରକାର ବିଫଳ । ଉଚ୍ଚ ନ୍ୟାୟାଳୟରେ ଗଡୁଛି ଅଧ୍ୟାପକ ଆଶାୟୀଙ୍କ (ମେଧାଵୀ) ଭବିଷ୍ୟତ । AG, ଶିକ୍ଷାମନ୍ତ୍ରୀ, ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? CMO Odisha #StudentsAgainstCorruption

ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପଙ୍ଗୁ ପାଲଟିଯାଇଛି । ବିଜ୍ଞପ୍ତିର ଦୁଇ ବର୍ଷ ପରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାରେ ସରକାର ବିଫଳ । ଉଚ୍ଚ ନ୍ୟାୟାଳୟରେ ଗଡୁଛି ଅଧ୍ୟାପକ ଆଶାୟୀଙ୍କ (ମେଧାଵୀ) ଭବିଷ୍ୟତ । 
AG, ଶିକ୍ଷାମନ୍ତ୍ରୀ, ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? 
<a href="/CMO_Odisha/">CMO Odisha</a> 
#StudentsAgainstCorruption