Manoj (@manoj95852790) 's Twitter Profile
Manoj

@manoj95852790

ID: 1263636938050813952

calendar_today22-05-2020 01:05:38

37 Tweet

11 Followers

103 Following

Kanak News (@kanak_news) 's Twitter Profile Photo

କଟକ :ଟିକଟକ୍ ଭିଡ଼ିଓ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ।ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଟିକଟକ୍ ଭିଡ଼ିଓ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନୀ ଘଟୁଛି। ଏସବୁ ରୋକିବାକୁ ରାଜ୍ୟରେ ସାଇବର୍ ତଦନ୍ତ କଡ଼ାକଡ଼ି ହେଉ। ସମ୍ବଲପୁରର ଏକ ମାମଲାର ବିଚାର ବେଳେ ହାଇକୋର୍ଟଙ୍କ ଶୁଣାଣି #Odisha

କଟକ :ଟିକଟକ୍ ଭିଡ଼ିଓ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ।ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଟିକଟକ୍ ଭିଡ଼ିଓ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନୀ ଘଟୁଛି। ଏସବୁ ରୋକିବାକୁ ରାଜ୍ୟରେ ସାଇବର୍ ତଦନ୍ତ କଡ଼ାକଡ଼ି ହେଉ। ସମ୍ବଲପୁରର ଏକ ମାମଲାର ବିଚାର ବେଳେ ହାଇକୋର୍ଟଙ୍କ ଶୁଣାଣି #Odisha
ସୁକୀର୍ତ୍ତି (@good_fame15) 's Twitter Profile Photo

କରି କରାଉ ଥାଉ ତୁ ହି । ତୋ ବିନୁ ଅନ୍ୟ ଗତି ନାହିଁ ।। ତୋ ଲୀଳା ଆଜି ଯାଏଁ କେହି ବୁଝିଛି ନା ବୁଝିବ...🙏 ପବିତ୍ର ଘୋଷ ଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ 💐💐 ଜୟ ଜଗନ୍ନାଥ ⚫❗⚫

କରି କରାଉ ଥାଉ ତୁ ହି ।
ତୋ ବିନୁ ଅନ୍ୟ ଗତି ନାହିଁ ।।
ତୋ ଲୀଳା ଆଜି ଯାଏଁ କେହି ବୁଝିଛି ନା ବୁଝିବ...🙏
ପବିତ୍ର ଘୋଷ ଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ 💐💐
ଜୟ ଜଗନ୍ନାଥ ⚫❗⚫
ଆମେ ଓଡ଼ିଆ ।। People of Odisha (@aameodia) 's Twitter Profile Photo

ଯୁବ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା ପରେ ଯେଉଁଭଳି ଭାବେ ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କର ପତ୍ନୀଙ୍କୁ ବାରମ୍ବାର ଭେଟି ପ୍ରଶ୍ନବାଣରେ ବ୍ୟସ୍ତ କରୁଛନ୍ତି ତାହା ତାହା ଗ୍ରହଣୀୟ ମନେହେଉ ନାହିଁ । ପୋଲିସ ତାର ତଦନ୍ତ କରୁ- ଉଭୟ ସମାଜ ଏବଂ ଗଣମାଧ୍ୟମ ସମ୍ବେଦନଶୀଳ ରହୁ #ଦାୟିତ୍ୱବାନସମାଜ #ଦାୟିତ୍ୱବାନଗଣମାଧ୍ୟମ

ଯୁବ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା ପରେ ଯେଉଁଭଳି ଭାବେ ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କର ପତ୍ନୀଙ୍କୁ ବାରମ୍ବାର ଭେଟି ପ୍ରଶ୍ନବାଣରେ ବ୍ୟସ୍ତ କରୁଛନ୍ତି ତାହା ତାହା ଗ୍ରହଣୀୟ ମନେହେଉ ନାହିଁ । ପୋଲିସ ତାର ତଦନ୍ତ କରୁ- ଉଭୟ ସମାଜ ଏବଂ ଗଣମାଧ୍ୟମ ସମ୍ବେଦନଶୀଳ ରହୁ #ଦାୟିତ୍ୱବାନସମାଜ
#ଦାୟିତ୍ୱବାନଗଣମାଧ୍ୟମ
AajTak (@aajtak) 's Twitter Profile Photo

भारत में अब तक नहीं है कंपनी का अपना ऑनलाइन या ऑफलाइन स्टोर.. aajtak.in/technology/tec…

Kanak News (@kanak_news) 's Twitter Profile Photo

ଅଫିସ ସିଲ ପରେ ଅପରାଜିତାଙ୍କ ପ୍ରେସମିଟ୍ । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡି ନାଁରେ ଆଣିଲେ ଅଭିଯୋଗ, କହିଲେ କେବେ ସିଲ୍ ହେବ ବିଜେଡି ଅଫିସ? #KanakNews Aparajita Sarangi, MP,( Lok Sabha) Bhubaneswar

ଅଫିସ ସିଲ ପରେ ଅପରାଜିତାଙ୍କ ପ୍ରେସମିଟ୍ । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡି ନାଁରେ ଆଣିଲେ ଅଭିଯୋଗ, କହିଲେ କେବେ ସିଲ୍ ହେବ ବିଜେଡି ଅଫିସ? #KanakNews <a href="/AprajitaSarangi/">Aparajita Sarangi, MP,( Lok Sabha) Bhubaneswar</a>
OTV (@otvnews) 's Twitter Profile Photo

#WATCH | Good Samaritans help tomato seller as sack falls from his cycle on a busy road near Airport square of #Bhubaneswar. On-duty traffic cops also join hands to pick tomatoes scattered on the road