
Manasmita Khuntia
@manasmitak
State Executive Member @BJP4Odisha.
ABVP Ex Student Leader Nilgiri college.
ID: 1008377555517300736
http://bjp.org 17-06-2018 15:55:18
7,7K Tweet
13,13K Followers
307 Following




ଆନ୍ଦ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ,ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମାନନୀୟ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଜନ୍ମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ପାର୍ଥନା କରୁଛି । 🙏 @BiswabhusanHC




କଥା ଦେଇ କଥା ରଖିଲେ ଲୋକଙ୍କ ସରକାର । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କୋରାପୁଟ ଜିଲ୍ଲା ଜୟପୁରଠାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । #Subhadra Department of WCD, Government of Odisha



ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ସଦସ୍ଯା ଭାବେ ଦାୟିତ୍ୱ ନେଇ ଆମର ପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଲୁ। CMO Odisha


ଓଡ଼ିଶାର ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ଦାୟୀତ୍ବ ଗ୍ରହଣ ପରେ Babita Patro (MODI KA PARIVAR) ଅପା ଏବଂ ସମସ୍ତ ନୂତନ ସଦସ୍ୟାମାନଙ୍କ ସହ ମିଶି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ।।ଜୟ ଜଗନ୍ନାଥ ।। 🙏🏽


ମାନନୀୟା ଉପ ମୁଖ୍ୟମନ୍ତ୍ରୀ @PrabhatiParida ଅପାଙ୍କୁ ଦାୟିତ୍ୱ ଗ୍ରହଣ ପରେ "ଶିଶୁ ସୁରକ୍ଷା ଅଧିକାର ଆୟୋଗ" ର ଅଧ୍ୟକ୍ଷା Babita Patro ଅପା ଏବଂ ସଦସ୍ୟା ଚନ୍ଦନା ଦାସ, ସୁଜାତା ନାୟକ ଙ୍କ ସହ ମିଶି ଭେଟି ଆଶୀର୍ବାଦ ନେବା ସହ ତାଙ୍କର ମାର୍ଗଦର୍ଶନ ନେଲୁ।


ଓଡ଼ିଶା ସରକାରଙ୍କ ମାନନୀୟ ଉପ ମୁଖ୍ୟମନ୍ତ୍ରୀ Kanak Vardhan Singh Deo (Modiji Ka Parivar) ଜୀଙ୍କୁ ଭେଟି ଆଶୀର୍ବାଦ ନେଲୁ । Babita Patro





ଆଜି ୭୯ତମ ସ୍ବାଧିନତା ଦିବସ ଅବସରରେ "ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ" ର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ତ୍ରିରଙ୍ଗା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। #OSCPCR Babita Patro




କମିଟି ସଦସ୍ଯାଙ୍କ ସହିତ ମାନ୍ୟବର ମନ୍ତୀ ଶ୍ରୀଯୁକ୍ତ Prithiviraj Harichandan ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବାର ସୌଭାଗ୍ଯ ପ୍ରାପ୍ତହେଲା। ରାଜ୍ଯରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆୟୋଗ ସହିତ ସରକାର ଙ୍କ ଭୂମିକା ଓ କାର୍ଯ୍ୟକାରିତା ସମ୍ପର୍କ ରେ ବିସ୍ତୃତ ଆଲୋଚନା ହେଲା। Mohan Charan Majhi OSCPCR Department of WCD, Government of Odisha


ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆମର ମାର୍ଗଦର୍ଶକ Dharmendra Pradhan ଭାଇଙ୍କୁ ଭେଟି " ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ "ର ଅଧ୍ୟକ୍ଷା Babita Patro ଅପା ଏବଂ ଅନ୍ୟ ସଦସ୍ୟ ମାନଙ୍କ ସହ ମିଶି ଶିଶୁ ସୁରକ୍ଷା ଏବଂ ଶିଶୁ ପୋଷଣ ବିଷୟରେ ବିଶେଷ ଭାବରେ ଆଲୋଚନା କଲୁ। #OSCPCR OSCPCR
