
Manas Bardhan
@manas_bardhan
ID: 1454348248504668160
30-10-2021 07:23:55
4 Tweet
606 Followers
2,2K Following

ଢେଙ୍କାନାଳ ଭୁବନ ଗଡ଼ଗଣପୁର ଗ୍ରାମର ଗୋଟିଏ ଗରିବ ପରିବାର ଏକ ସରକାରୀ ଜମିରେ ଦଖଲରେ ଚାଷ କରି ଚଳୁଥିଲା | କିନ୍ତୁ ଏବେ ସେ ଜମିକୁ ତାଡି ସେଠାରେ bridge ରେ ମାଟି ପକା ଯାଉଛି | ସମସ୍ତଙ୍କ ପାଖରେ ଜଣାଇଲା ପରେ ବି କିଛି ସୁଫଳ ମିଳିଲାନି | District Dhenkanal CMO Odisha Pratap Jena OTV NandighoshaTV Baijayant Jay Panda

Please look into this issue of a poor family. Lekha Samantsinghar Narendra Modi Baijayant Jay Panda OTV

