Jayanta Kumar Sarangi (@jayanta4puri) 's Twitter Profile
Jayanta Kumar Sarangi

@jayanta4puri

Official page Ex-Councillor Puri Ex-Chairman Puri Ex-MLA Puri worker @BJP4Odisha @BJP4India,Social worker,

ID: 993477674717843456

linkhttp://jayantakumarsarangi.com/ calendar_today07-05-2018 13:08:30

3,3K Tweet

3,3K Followers

77 Following

Narendra Modi (@narendramodi) 's Twitter Profile Photo

सभी देशवासियों को दीपावली की हार्दिक शुभकामनाएं। प्रकाश का यह पावन पर्व हर किसी के जीवन को सुख-समृद्धि और सौहार्द से आलोकित करे, यही कामना है।

Jayanta Kumar Sarangi (@jayanta4puri) 's Twitter Profile Photo

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣ ମାନଙ୍କ ଜୀବନରେ ଜ୍ଞାନର ଆଲୋକ ଭରିଦେଇ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ , ମା'ଙ୍କ ନିକଟରେ ଏହା ହିଁ ମୋର ପ୍ରାଥନା 🙏

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଦୀପାବଳି ଆପଣ ମାନଙ୍କ ଜୀବନରେ ଜ୍ଞାନର ଆଲୋକ ଭରିଦେଇ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ , ମା'ଙ୍କ ନିକଟରେ ଏହା ହିଁ ମୋର ପ୍ରାଥନା 🙏
Jayanta Kumar Sarangi (@jayanta4puri) 's Twitter Profile Photo

ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ବିଜେପିର ବରିଷ୍ଠ ନେତା ଆଦରଣୀୟ ଶ୍ରୀ Amit Shah ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କ କାର୍ଯ୍ୟ ଦକ୍ଷତା, ଦୂରଦୃଷ୍ଟି ଜନସେବା ପ୍ରତି ଥିବା ଉତ୍ସାହ ଏମିତି ପ୍ରେରଣା ସାଜୁ ବିକଶିତ ଭାରତ ଗଠନର ସାରଥୀ ସାଜି ସେ ସଫଳତାର ଧ୍ଵଜା ଉଡାନ୍ତୁ ବୋଲି ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା

ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ବିଜେପିର ବରିଷ୍ଠ ନେତା ଆଦରଣୀୟ ଶ୍ରୀ Amit Shah ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
ତାଙ୍କ କାର୍ଯ୍ୟ ଦକ୍ଷତା, ଦୂରଦୃଷ୍ଟି ଜନସେବା ପ୍ରତି ଥିବା ଉତ୍ସାହ ଏମିତି ପ୍ରେରଣା ସାଜୁ ବିକଶିତ ଭାରତ ଗଠନର ସାରଥୀ ସାଜି ସେ ସଫଳତାର ଧ୍ଵଜା ଉଡାନ୍ତୁ ବୋଲି ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା
Dharmendra Pradhan (@dpradhanbjp) 's Twitter Profile Photo

बिहार में भाजपा-एनडीए की ऐतिहासिक विजय का संकल्प लेकर भाजपा का प्रत्येक कार्यकर्ता सेवा, समर्पण और संगठन की भावना के साथ जन-जन तक संपर्क एवं संवाद के माध्यम से आशीर्वाद प्राप्त कर रहा है। आज 23 अक्टूबर को माननीय प्रधानमंत्री श्री Narendra Modi जी ‘मेरा बूथ, सबसे मज़बूत युवा

बिहार में भाजपा-एनडीए की ऐतिहासिक विजय का संकल्प लेकर भाजपा का प्रत्येक कार्यकर्ता सेवा, समर्पण और संगठन की भावना के साथ जन-जन तक संपर्क एवं संवाद के माध्यम से आशीर्वाद प्राप्त कर रहा है।

आज 23 अक्टूबर को माननीय प्रधानमंत्री श्री Narendra Modi जी ‘मेरा बूथ, सबसे मज़बूत युवा
Jayanta Kumar Sarangi (@jayanta4puri) 's Twitter Profile Photo

ମୋ ନିର୍ବାଚନ ମଣ୍ଡଳୀର ବଡଶଙ୍ଖ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ବଡଶଙ୍ଖ କାଳୀପୂଜା ଉତ୍ସବରେ ଯୋଗଦେଇ ମାଆଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି

ପୁରୀ ସହର ସ୍ଥିତ ମାର୍କଣ୍ଡେଶ୍ୱର ସାହି ରେ ଭଟ୍ଟଜାଗା ଆରାଧ୍ୟ ଦେବତା ଶ୍ରୀ ଶ୍ରୀପତିତପାବନ ଦେବଙ୍କ ଗିରି ଗୋବର୍ଦ୍ଧନ ପୂଜା ରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି | #ପୁରୀ

ପୁରୀ ସହର ସ୍ଥିତ ମାର୍କଣ୍ଡେଶ୍ୱର ସାହି ରେ ଭଟ୍ଟଜାଗା ଆରାଧ୍ୟ ଦେବତା ଶ୍ରୀ ଶ୍ରୀପତିତପାବନ ଦେବଙ୍କ ଗିରି ଗୋବର୍ଦ୍ଧନ ପୂଜା ରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି |
#ପୁରୀ
Narendra Modi (@narendramodi) 's Twitter Profile Photo

बिहार के युवाओं के सपने और आकांक्षाओं को पूरा करने के लिए NDA संकल्पबद्ध है। 'मेरा बूथ सबसे मजबूत' कार्यक्रम के जरिए राज्य के युवा साथियों से संवाद उत्साहित करने वाला है। x.com/i/broadcasts/1…

Dharmendra Pradhan (@dpradhanbjp) 's Twitter Profile Photo

ବାହାରିନରେ ଅନୁଷ୍ଠିତ ତୃତୀୟ ଏସୀୟ ଯୁବା କ୍ରୀଡ଼ା ପ୍ରତିଯୋଗିତା - ୨୦୨୫ ରେ ପୁରୁଷ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଭାରତୀୟ କବାଡ଼ି ଦଳକୁ ହାର୍ଦ୍ଦିକ ଶୁଭେଚ୍ଛା । ସମ୍ବଲପୁରର ଝିଅ ପ୍ରିୟଙ୍କା ପଧାନ ଖେଳ ମାଧ୍ୟମରେ ଆମ ରାଜ୍ୟ ତଥା ଦେଶକୁ ଗର୍ବିତ କରିଥିବାରୁ ତାଙ୍କୁ ଅଭିନନ୍ଦନ । ଆଗାମୀ ଦିନରେ ପ୍ରିୟଙ୍କାଙ୍କ

Dharmendra Pradhan (@dpradhanbjp) 's Twitter Profile Photo

भारत-तिब्बत सीमा पुलिस (ITBP) के स्थापना दिवस पर माँ भारती की रक्षा में समर्पित सभी 'हिमवीरों' को कोटि-कोटि प्रणाम। बर्फ़ से ढके दुर्गम पहाड़ों के बीच, शून्य से नीचे तापमान और प्रतिकूल परिस्थितियों में डटे रहकर जो वीर भारत की सीमाओं को सुरक्षित रखते हैं, वे केवल सुरक्षा-कवच

भारत-तिब्बत सीमा पुलिस (ITBP) के स्थापना दिवस पर माँ भारती की रक्षा में समर्पित सभी 'हिमवीरों' को कोटि-कोटि प्रणाम।

बर्फ़ से ढके दुर्गम पहाड़ों के बीच, शून्य से नीचे तापमान और प्रतिकूल परिस्थितियों में डटे रहकर जो वीर भारत की सीमाओं को सुरक्षित रखते हैं, वे केवल सुरक्षा-कवच
Jayanta Kumar Sarangi (@jayanta4puri) 's Twitter Profile Photo

Congratulations to #TeamIndia on beating New Zealand and qualifying for the #WomensWorldCup2025 semifinals. Wishing the team all the best for their upcoming challenges. #WomenInBlue #BleedBlue

Congratulations to #TeamIndia on beating New Zealand and qualifying for the #WomensWorldCup2025 semifinals.

Wishing the team all the best for their upcoming challenges.
#WomenInBlue
#BleedBlue
Sambit Patra (@sambitswaraj) 's Twitter Profile Photo

ପୁରୀ ଲୋକସଭା ଅନ୍ତର୍ଗତ ବାଲିପଡା ପଞ୍ଚାୟତର ବଙ୍ଗୁରବା ଗାଁରେ ମା’ ଖୁରୁଖୁରି ଠାକୁରାଣୀ ମନ୍ଦିର ନିକଟରେ ‘ସୋଲାର ହାଇ ମାକ୍ସ ଲାଇଟ୍’ର ଶିଳାନ୍ୟାସ କଲି l ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ l पुरी लोकसभा क्षेत्र के बालीपड़ा पंचायत के बंगुरबा गांव में माँ खुरुखुरी ठकुरानी मंदिर

ପୁରୀ ଲୋକସଭା ଅନ୍ତର୍ଗତ ବାଲିପଡା ପଞ୍ଚାୟତର ବଙ୍ଗୁରବା ଗାଁରେ ମା’ ଖୁରୁଖୁରି ଠାକୁରାଣୀ ମନ୍ଦିର ନିକଟରେ ‘ସୋଲାର ହାଇ ମାକ୍ସ ଲାଇଟ୍’ର ଶିଳାନ୍ୟାସ କଲି l ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ l

पुरी लोकसभा क्षेत्र के बालीपड़ा पंचायत के बंगुरबा गांव में माँ खुरुखुरी ठकुरानी मंदिर
Sambit Patra (@sambitswaraj) 's Twitter Profile Photo

ପୁରୀ ଲୋକସଭା ଅନ୍ତର୍ଗତ ବାଲିଫୁଟ ଛକରେ ସ୍ଥାନୀୟ ଲୋକମାନଙ୍କ ସହିତ ସାକ୍ଷାତ କରି ସମସ୍ତଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲି l पुरी लोकसभा क्षेत्र के बालीपुट चौक में स्थानीय लोगों से मिल कर सभी का कुशलक्षेम जाना तथा उनकी समस्याओं को भी सुना।

ପୁରୀ ଲୋକସଭା ଅନ୍ତର୍ଗତ ବାଲିଫୁଟ ଛକରେ ସ୍ଥାନୀୟ ଲୋକମାନଙ୍କ ସହିତ ସାକ୍ଷାତ କରି ସମସ୍ତଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲି l

पुरी लोकसभा क्षेत्र के बालीपुट चौक में स्थानीय लोगों से मिल कर सभी का कुशलक्षेम जाना तथा उनकी समस्याओं को भी सुना।
Sambit Patra (@sambitswaraj) 's Twitter Profile Photo

ଆଜି ପୁରୀ ଲୋକସଭା ଅନ୍ତର୍ଗତ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣ ଗାଁରେ ଅବସ୍ଥିତ ମନ୍ଦିରରେ ମା’ କାଳୀଙ୍କ ଦର୍ଶନ ଓ ପୂଜା କରିବାର ସୌଭାଗ୍ୟ ମିଳିଲା l आज पुरी लोकसभा क्षेत्र के दामोदरपुर पंचायत के उत्तरकण गांव में स्थित मंदिर में माँ काली के दर्शन-पूजन का सौभाग्य मिला।

ଆଜି ପୁରୀ ଲୋକସଭା ଅନ୍ତର୍ଗତ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣ ଗାଁରେ ଅବସ୍ଥିତ ମନ୍ଦିରରେ ମା’ କାଳୀଙ୍କ ଦର୍ଶନ ଓ ପୂଜା କରିବାର ସୌଭାଗ୍ୟ ମିଳିଲା l

आज पुरी लोकसभा क्षेत्र के दामोदरपुर पंचायत के उत्तरकण गांव में स्थित मंदिर में माँ काली के दर्शन-पूजन का सौभाग्य मिला।
Sambit Patra (@sambitswaraj) 's Twitter Profile Photo

ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ l इस अवसर पर साथ में पूर्व विधायक श्री जयंत सारंगी जी भी उपस्थित रहे।

ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ l

इस अवसर पर साथ में पूर्व विधायक श्री जयंत सारंगी जी भी उपस्थित रहे।
BJP Odisha (@bjp4odisha) 's Twitter Profile Photo

ଷ୍ଟାର୍ଟଅପ୍ ଠାରୁ ମହାକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଶିଖରରେ ଉଡୁଛି ଭାରତର ପତାକା । 🚀ଭାରତ ମଙ୍ଗଳଯାନ ଏବଂ ଗଗନଯାନ ସହିତ ଇତିହାସ ସୃଷ୍ଟି କରିଛି । 📱UPI ବିଶ୍ୱର ସର୍ବବୃହତ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ହୋଇଛି । ⚙️୧.୫୯ ଲକ୍ଷ+ ଷ୍ଟାର୍ଟଅପ୍, ଭାରତ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍ ପାଲଟିଛି । #GharGharSwadeshi

ଷ୍ଟାର୍ଟଅପ୍ ଠାରୁ ମହାକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଶିଖରରେ ଉଡୁଛି ଭାରତର ପତାକା ।

🚀ଭାରତ ମଙ୍ଗଳଯାନ ଏବଂ ଗଗନଯାନ ସହିତ ଇତିହାସ ସୃଷ୍ଟି କରିଛି ।
📱UPI ବିଶ୍ୱର ସର୍ବବୃହତ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ହୋଇଛି ।
⚙️୧.୫୯ ଲକ୍ଷ+ ଷ୍ଟାର୍ଟଅପ୍, ଭାରତ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍ ପାଲଟିଛି ।

#GharGharSwadeshi
Mohan Charan Majhi (@mohanmodisha) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କର ଅତୁଟ ସହଯୋଗ ବଳରେ, ଆଜି ଆମ ସରକାର ପ୍ରଥମ ୫୦୦ ଦିନର କାର୍ଯ୍ୟକାଳ ସଫଳତାର ସହିତ ପୂର୍ତ୍ତି କରିଛି । ଆପଣମାନଙ୍କର ଅକୁଣ୍ଠ ସମର୍ଥନ ଓ ବିଶ୍ୱାସ ହିଁ ଆମ ସରକାରଙ୍କ ସଫଳତାର ମୂଳଦୁଆ । ଆମେ 'ଲୋକଙ୍କ ସରକାର' ଭାବରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ , ତୁରନ୍ତ କାର୍ଯ୍ୟକାରୀ କରିଛୁ

CMO Odisha (@cmo_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ Fisheries & ARD Department ର ଗୋଟିଏ, କୃଷି ବିଭାଗ, ଓଡ଼ିଶା ର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ର ୧ଟି ଏବଂ H & UD Dept ର ୨ଟି ଏହିଭଳି ମୋଟ ୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ Fisheries & ARD Department ର ଗୋଟିଏ, କୃଷି ବିଭାଗ, ଓଡ଼ିଶା  ର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport ର ୧ଟି  ଏବଂ H & UD Dept ର ୨ଟି ଏହିଭଳି ମୋଟ ୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା
Mohan Charan Majhi (@mohanmodisha) 's Twitter Profile Photo

ଲୋକଙ୍କ ସରକାରର ସଫଳତାର ୫୦୦ ଦିନ ମଧ୍ୟରେ କୃଷକଙ୍କ ଉନ୍ନତିରେ ଉଲ୍ଲେଖନୀୟ ପଦକ୍ଷେପ ଓଡ଼ିଶା ପାଇଁ ଜାତୀୟସ୍ତରରେ ସମ୍ମାନ ଆଣିଛି । ଧାନର ଏମଏସପି ₹୩,୧୦୦ ହୋଇଥିବା ସମୟରେ ସିଏମ କିଷାନ ଯୋଜନାରେ ୫୧ ଲକ୍ଷ କୃଷକଙ୍କୁ ମିଳିଛି ସହାୟତା ।

ଲୋକଙ୍କ ସରକାରର ସଫଳତାର ୫୦୦ ଦିନ ମଧ୍ୟରେ କୃଷକଙ୍କ ଉନ୍ନତିରେ ଉଲ୍ଲେଖନୀୟ ପଦକ୍ଷେପ ଓଡ଼ିଶା ପାଇଁ ଜାତୀୟସ୍ତରରେ ସମ୍ମାନ ଆଣିଛି । ଧାନର ଏମଏସପି ₹୩,୧୦୦ ହୋଇଥିବା ସମୟରେ ସିଏମ କିଷାନ ଯୋଜନାରେ ୫୧ ଲକ୍ଷ କୃଷକଙ୍କୁ ମିଳିଛି ସହାୟତା ।