Jayadev Jena (@jayadevjenainc) 's Twitter Profile
Jayadev Jena

@jayadevjenainc

Former President, Odisha Pradesh Congress Committee and Former Minister, Government of Odisha

ID: 2900393186

calendar_today15-11-2014 13:03:11

487 Tweet

1,1K Followers

20 Following

Jayadev Jena (@jayadevjenainc) 's Twitter Profile Photo

ଗେଡେମା ଗ୍ରାମପଞ୍ଚାୟତ ର ପ୍ରସିଦ୍ଧ ମା ଭାଟିଆସୁଣୀ ପୀଠରେ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ଗେଡେମା,ଶାଳଣିଆ ଅଞ୍ଚଳ ବାସୀ ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କଲି l🙏🏻

ହାବେଳେଶ୍ୱର ଗ୍ରାମପଞ୍ଚାୟତ ଡ଼ିମିରିଆ ରେ ଧୁମ୍ ଧାମ୍ ରେ ପାଳିତ ହେଉଥିବା ମକର ପୂଜା ଉତ୍ସବରେ ମୁଁ ଏବଂ ମୋ ଝିଅ ଡ଼ଃ ସସ୍ମିତା ଜେନା ବରିଷ୍ଠ ନାଗରିକ, ଯୁବକ ଏବଂ ଭକ୍ତଙ୍କ ସହ ପ୍ରଭୁ ଙ୍କୁ ଦର୍ଶନ କରି ହାବେଳେଶ୍ୱର ବାସୀ ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା କଲୁ l🙏🏻

ଓଡ଼ିଶାରେ ବିଜେପି ସରକାରର ଜନବିରୋଧୀ ନୀତି ଏବଂ ନିର୍ବାଚନରେ ମିଥ୍ୟ ପ୍ରତିଶ୍ରୁତି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଏବଂ ଯୁବ ଅସନ୍ତୋଷ ସମାବେଶ l

ଓଡ଼ିଶାରେ ବିଜେପି ସରକାରର ଜନବିରୋଧୀ ନୀତି ଏବଂ ନିର୍ବାଚନରେ ମିଥ୍ୟ ପ୍ରତିଶ୍ରୁତି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଏବଂ ଯୁବ ଅସନ୍ତୋଷ ସମାବେଶ l
Jayadev Jena (@jayadevjenainc) 's Twitter Profile Photo

ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ଜନଗଣ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ l ଭାରତର ଗଣତନ୍ତ୍ର ହିଁ ବିଶ୍ୱରେ ଆମକୁ ଶ୍ରେଷ୍ଠତ୍ବ ର ପରିଚୟ ଦେଇଛି ତେଣୁ ଆସନ୍ତୁ ଆମେ ସମସ୍ତେ ଜଣେ ଜଣେ ସଚେତନ ନାଗରିକ ହିସାବରେ ଭାରତର ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ ର ମୂଲ୍ୟବୋଧ କୁ ସଠିକ ଭାବରେ ପାଳନ କରିବା l ଜୟ ହିନ୍ଦ! ଜୟ ଗଣତନ୍ତ୍ର!🙏🏻🇮🇳

ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ଜନଗଣ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ l
ଭାରତର ଗଣତନ୍ତ୍ର ହିଁ ବିଶ୍ୱରେ ଆମକୁ ଶ୍ରେଷ୍ଠତ୍ବ ର ପରିଚୟ ଦେଇଛି ତେଣୁ ଆସନ୍ତୁ ଆମେ ସମସ୍ତେ ଜଣେ ଜଣେ ସଚେତନ ନାଗରିକ ହିସାବରେ ଭାରତର ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ ର ମୂଲ୍ୟବୋଧ କୁ ସଠିକ ଭାବରେ ପାଳନ କରିବା l
ଜୟ ହିନ୍ଦ! ଜୟ ଗଣତନ୍ତ୍ର!🙏🏻🇮🇳
Jayadev Jena (@jayadevjenainc) 's Twitter Profile Photo

ସୋସ ଗ୍ରାମପଞ୍ଚାୟତ, କାନପୁର ଠାରେ ଏକ ମହତ୍ଵପୂର୍ଣ୍ଣ ଉଦେଶ୍ୟ ନେଇ ପାଳିତ ହେଉଥିବା ସାଳନ୍ଦୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସାଳନ୍ଦୀ ନଦୀ ତଥା ଏହା ସହ ଯୋଡି ହୋଇଥିବା ଲୋକଙ୍କ ଜୀବନ, ସଂସ୍କୃତି, ଅର୍ଥନୈତିକ ରୂପ ଏବଂ ଇତିହାସ ବିଷୟରେ ଉଦବୋଧନ ଦେଲି।

ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଓଡ଼ିଶାବାସୀ ଙ୍କୁ ଆଦରସହ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ମା ସରସ୍ବତୀ ମୁଦିଆ ଅନ୍ଧକାରକୁ ଜ୍ଞାନର ଆଲୋକେ ମେଟାଇ, ଶିକ୍ଷା, ବୁଦ୍ଧି, ଶାନ୍ତି, ସମୃଦ୍ଧି, ଅଖଣ୍ଡ ଜ୍ଞାନ ଲାଭ ଏବଂ ସଫଳତା ଦେଇ ଆଶୀର୍ବାଦ କରନ୍ତୁ । 🙏🏻

ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଓଡ଼ିଶାବାସୀ ଙ୍କୁ ଆଦରସହ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।
ମା ସରସ୍ବତୀ ମୁଦିଆ ଅନ୍ଧକାରକୁ ଜ୍ଞାନର ଆଲୋକେ ମେଟାଇ, ଶିକ୍ଷା, ବୁଦ୍ଧି, ଶାନ୍ତି, ସମୃଦ୍ଧି, ଅଖଣ୍ଡ ଜ୍ଞାନ ଲାଭ ଏବଂ ସଫଳତା ଦେଇ ଆଶୀର୍ବାଦ କରନ୍ତୁ । 🙏🏻
Jayadev Jena (@jayadevjenainc) 's Twitter Profile Photo

ରଙ୍ଗ ଓ ଭାଇଚାରାର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା l ଏହି ହୋଲି ଆମ ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଓ ପ୍ରେମର ଅନେକ ରଙ୍ଗ ଆଣୁ। ଚତୁର୍ଦିଗରେ ସମ୍ମାନ, ସମନ୍ୱୟ ଓ ଭାଇଚାରାର ରଙ୍ଗ ପ୍ରଚାରିତ ହେଉ। ପ୍ରଭୁ ରାଧାକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ଆନନ୍ଦ, ଉଲ୍ଲାସ ଓ ସନ୍ତୋଷରେ ଭରିଯାଉ।

ରଙ୍ଗ ଓ ଭାଇଚାରାର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା l
ଏହି ହୋଲି ଆମ ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଓ ପ୍ରେମର ଅନେକ ରଙ୍ଗ ଆଣୁ। ଚତୁର୍ଦିଗରେ ସମ୍ମାନ, ସମନ୍ୱୟ ଓ ଭାଇଚାରାର ରଙ୍ଗ ପ୍ରଚାରିତ ହେଉ।
ପ୍ରଭୁ ରାଧାକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ଆନନ୍ଦ, ଉଲ୍ଲାସ ଓ ସନ୍ତୋଷରେ ଭରିଯାଉ।
Jayadev Jena (@jayadevjenainc) 's Twitter Profile Photo

ଭାରତର ପୂର୍ବତନ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀଜଗନ୍ନାଥ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି । Dharmendra Pradhan

Jayadev Jena (@jayadevjenainc) 's Twitter Profile Photo

ଭାରତର ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ତାଙ୍କ ଭୁବନେଶ୍ୱର ବାସଭବନରେ ପହଁଞ୍ଚି ତାଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ଅଶ୍ରୁପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲି। ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଓ ସମବେଦନା ଜଣାଇଲି। ଓଁ ଶାନ୍ତି🙏🏻 Dharmendra Pradhan

ଭାରତର ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ତାଙ୍କ ଭୁବନେଶ୍ୱର ବାସଭବନରେ ପହଁଞ୍ଚି ତାଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ଅଶ୍ରୁପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲି। ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଓ ସମବେଦନା ଜଣାଇଲି।
ଓଁ ଶାନ୍ତି🙏🏻
Dharmendra Pradhan
Jayadev Jena (@jayadevjenainc) 's Twitter Profile Photo

Odisha Pradesh Congress committee rises in unity against injustice — Protest in front of ED office Bhubaneswar against the fabricated ED charges on Sonia ji and Rahul ji . Truth will prevail !

Odisha Pradesh Congress committee rises in unity against injustice — Protest in front of ED office Bhubaneswar against the fabricated ED charges on Sonia ji and Rahul ji .
Truth will prevail !
Jayadev Jena (@jayadevjenainc) 's Twitter Profile Photo

Deeply saddened by the passing of Pope Francis — a global symbol of compassion and justice. His voice uplifted the marginalized and inspired millions. My thoughts are with the Catholic community worldwide.

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଓ ଆହତ ଘଟଣା ନିନ୍ଦନୀୟ। ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଓ ଆହତଙ୍କୁ ଶୀଘ୍ର ଆରୋଗ୍ୟ କାମନା। ସରକାର କଡ଼ା ପଦକ୍ଷେପ ନିଅନ୍ତୁ, ଯାହା ଏଭଳି ଘଟଣା ଆଉ ନ ଘଟେ। #ଆତଙ୍କବାଦ_ବିରୋଧ

Jayadev Jena (@jayadevjenainc) 's Twitter Profile Photo

ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡରେ ୧୨ଟି ପରିବାର ଘରହୀନ। ଆସବାହପାତ୍ର ସମସ୍ତ ଜଳିଗଲା। ସରକାର ତତ୍କାଳ ଆଶ୍ରୟ ବ୍ୟବସ୍ଥା କରି ଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ସ୍ଥାୟୀ ସମାଧାନ ଦିଅ। ବିପଦ ପରିଚାଳନା ବିଭାଗ ତ୍ୱରିତ କାର୍ଯ୍ୟନିଷ୍ଠ ହେଉ। CMO Odisha SRC, Govt of Odisha @DRDOdisha PMO India District Administration,Keonjhar

Jayadev Jena (@jayadevjenainc) 's Twitter Profile Photo

ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ଦେଶର ବିକାଶ କେବଳ ଶ୍ରମିକ ଏବଂ କୃଷକ ମାନଙ୍କ ଉପରେ ନିର୍ଭର କରେ ଏବଂ ସଭ୍ୟତା ଓ ସମୃଦ୍ଧି ଯେଉଁ ମାନଙ୍କର ନିସ୍ବାର୍ଥ ଶ୍ରମ ଦାନରେ ଗଢି ଉଠେ ସେ ହିଁ ଶ୍ରମିକ ସେ ହିଁ ଆମ ଜାତିର କର୍ଣ୍ଣଧାର ଏଥିରେ ଦ୍ବିମତ ନାହିଁ ।

ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l
ଦେଶର ବିକାଶ କେବଳ ଶ୍ରମିକ ଏବଂ କୃଷକ ମାନଙ୍କ ଉପରେ ନିର୍ଭର କରେ ଏବଂ ସଭ୍ୟତା ଓ ସମୃଦ୍ଧି ଯେଉଁ ମାନଙ୍କର ନିସ୍ବାର୍ଥ ଶ୍ରମ ଦାନରେ ଗଢି ଉଠେ ସେ ହିଁ ଶ୍ରମିକ ସେ ହିଁ ଆମ ଜାତିର କର୍ଣ୍ଣଧାର ଏଥିରେ ଦ୍ବିମତ ନାହିଁ ।
Jayadev Jena (@jayadevjenainc) 's Twitter Profile Photo

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ମଣି ଜେନାଙ୍କ ବିଦ୍ୟୁତ ସ୍ପର୍ଶରେ ଦୁଃଖଦ ମୃତ୍ୟୁ। @TPCODL_Official ଙ୍କ ଅବହେଳା ଦ୍ୱାରା ଜଣେ ନିରୀହ ଲୋକ ଜୀବନ ହାରାଇଲେ। CMO Odisha Energy Odisha ଙ୍କୁ ଅନୁରୋଧ – କ୍ଷତିପୂରଣ, ଚାକିରି ଓ ସୁରକ୍ଷା ନିଶ୍ଚିତ କରନ୍ତୁ। #JusticeForManiJena

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ମଣି ଜେନାଙ୍କ ବିଦ୍ୟୁତ ସ୍ପର୍ଶରେ ଦୁଃଖଦ ମୃତ୍ୟୁ। @TPCODL_Official ଙ୍କ ଅବହେଳା ଦ୍ୱାରା ଜଣେ ନିରୀହ ଲୋକ ଜୀବନ ହାରାଇଲେ। CMO Odisha Energy Odisha ଙ୍କୁ ଅନୁରୋଧ – କ୍ଷତିପୂରଣ, ଚାକିରି ଓ ସୁରକ୍ଷା ନିଶ୍ଚିତ କରନ୍ତୁ।
#JusticeForManiJena
Jayadev Jena (@jayadevjenainc) 's Twitter Profile Photo

On the birthday of our beloved leader Rahul Gandhi Ji — the voice of the poor & oppressed — I pray to Lord Jagannath for his good health & long life. May he be blessed with strength to continue his fight for justice, unity & the soul of our nation.🙏🎉🇮🇳 #HappyBirthdayRahulGandhi

Wishing a very Happy Birthday to Shri Mallikarjun Kharge ji 🙏🇮🇳 A tireless voice for the marginalized and an inspiration to millions—from Block Congress Chief to INC President. May Lord Jagannatha bless you with health, strength & long life. 💐 Mallikarjun Kharge

Wishing a very Happy Birthday to Shri Mallikarjun Kharge ji 🙏🇮🇳
A tireless voice for the marginalized and an inspiration to millions—from Block Congress Chief to INC President.
May Lord Jagannatha bless you with health, strength & long life. 💐
Mallikarjun Kharge
Jayadev Jena (@jayadevjenainc) 's Twitter Profile Photo

ଧରଣୀଧର କଲେଜର ଛାତ୍ରୀ, ବଡରମ୍ପାସ GP-ର ନୂଆରମ୍ପାସର ଶିବାନୀ ଜେନାଙ୍କର ହୋଷ୍ଟେଲ୍‌ରେ ସନ୍ଦେହଜନକ ମୃତ୍ୟୁ। CMO Odishaଙ୍କୁ ଅନୁରୋଧ କ୍ରାଇମ ବ୍ରାଞ୍ଚ ମାଧ୍ୟମରେ ନିଷ୍ପକ୍ଷ ତଦନ୍ତ କରାଯାଉ। sandeep pattnaik @CollectorKendujhar @WomenDevOdisha DGP, Odisha ତ୍ୱରିତ କାର୍ଯ୍ୟକଳାପ ଗ୍ରହଣ କରନ୍ତୁ।

ଧରଣୀଧର କଲେଜର ଛାତ୍ରୀ, ବଡରମ୍ପାସ GP-ର ନୂଆରମ୍ପାସର ଶିବାନୀ ଜେନାଙ୍କର ହୋଷ୍ଟେଲ୍‌ରେ ସନ୍ଦେହଜନକ ମୃତ୍ୟୁ।
CMO Odishaଙ୍କୁ ଅନୁରୋଧ  କ୍ରାଇମ ବ୍ରାଞ୍ଚ ମାଧ୍ୟମରେ ନିଷ୍ପକ୍ଷ ତଦନ୍ତ କରାଯାଉ।
sandeep pattnaik @CollectorKendujhar @WomenDevOdisha DGP, Odisha ତ୍ୱରିତ କାର୍ଯ୍ୟକଳାପ ଗ୍ରହଣ କରନ୍ତୁ।
Jayadev Jena (@jayadevjenainc) 's Twitter Profile Photo

ଓଡିଶାରେ 10,000+ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 3ର୍ଥ ଦିନକୁ ପ୍ରବେଶ। ଦାବୀ ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ। ସରକାର ଧମକ ଛାଡ଼ି, ଶାନ୍ତିପୂର୍ଣ୍ଣ ଆଲୋଚନା କରି ଜନତାଙ୍କୁ ନ୍ୟାୟ ଦେଉ। CMO Odisha @MohanMajhi_BJP @SureshPujariBJP