𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧

@jajpuriajadav

Politician | Committed to serving and connecting through policy.🙏

ID: 1210041972951437312

calendar_today26-12-2019 03:38:02

6,6K Tweet

1,1K Followers

667 Following

Titu panda (@titupanda2) 's Twitter Profile Photo

Binay jena ସାଂସଦ ମାନେ ଭାଇ ମୋଦିଙ୍କୁ ମୁଣ୍ଡ ବିକିଦେଇଛନ୍ତି। ହଁ ମୁଁ BJP ବିରୋଧି, local ରେ BJD ନେତାଙ୍କ ସହଯୋଗୀ, ତାଙ୍କୁ କେବେ ବି ଛାଡିପାରିବି ନାହିଁ। କାରଣ ମୋର ଅସମୟରେ ସେ ଠିଆ ହେଇଥିଲେ। କିନ୍ତୁ BJD ବାରମ୍ବାର ଏଭଳି ନିଷ୍ପତି ନେଲେ social media ରେ BJD ସକାଶେ ଲେଖିବା ଛାଡି ରାହୁଲ ଗାନ୍ଧୀଙ୍କ ସକାଶେ ଲେଖିବି।

𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

Big news! ଗୋଟେ ଦିନେ ଦୁଇ ଦୁଇଟି ଦୁଷ୍କର୍ମ। ଭଦ୍ରକ ସିମୁଳିଆରେ ନବନ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍ ସାରି ଫେରୁଥିଲା ବେଳେ ଦୁଷ୍କର୍ମ ସେଇପରି କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀକୁ ଟେକି ନେଇ ଗଣଦୁଷ୍କର୍ମ। Le - ପରିବର୍ତ୍ତନର ମଜା

Naveen Patnaik (@naveen_odisha) 's Twitter Profile Photo

ଅଙ୍ଗଦାନ ଦ୍ୱାରା ଅନେକ ନୂଆ ଜୀବନ ପାଉଛନ୍ତି। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ 'ସୂରଜ ସମ୍ମାନ' ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଆସନ୍ତୁ ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ 'ବିଶ୍ୱ ଅଙ୍ଗଦାନ ଦିବସ'ରେ ସଙ୍କଳ୍ପ ନେବା, ବହୁମୂଲ୍ୟ ଜୀବନ ବଞ୍ଚାଇବା। #SurajSamman #WorldOrganDonationDay

ଅଙ୍ଗଦାନ ଦ୍ୱାରା ଅନେକ ନୂଆ ଜୀବନ ପାଉଛନ୍ତି। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ 'ସୂରଜ ସମ୍ମାନ' ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଆସନ୍ତୁ ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ 'ବିଶ୍ୱ ଅଙ୍ଗଦାନ ଦିବସ'ରେ ସଙ୍କଳ୍ପ ନେବା, ବହୁମୂଲ୍ୟ ଜୀବନ ବଞ୍ଚାଇବା। #SurajSamman #WorldOrganDonationDay
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ପାଟି କରନି... ସରକାର ପରା ଶୋଇଛି। ଭାଙ୍ଗିଯାଉ ମନ୍ଦିର ବୁଡିଯାଉ ଅସ୍ମିତା, ପଦବୀର ସୁରକ୍ଷା ହେଉଛି ପ୍ରଥମ। #BJPAntiOdisha #FakeBJP #FraudBJP #OdiaAsmita

ପାଟି କରନି... ସରକାର ପରା ଶୋଇଛି। ଭାଙ୍ଗିଯାଉ ମନ୍ଦିର ବୁଡିଯାଉ ଅସ୍ମିତା, ପଦବୀର ସୁରକ୍ଷା ହେଉଛି ପ୍ରଥମ। 
#BJPAntiOdisha #FakeBJP #FraudBJP #OdiaAsmita
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ବିକଶିତ ଓଡ଼ିଶା ପାଇଁ ରଙ୍ଗ ପରିବର୍ତ୍ତନ ଆବଶ୍ୟକ। ମୁଁ ଏହାକୁ ଗ୍ରହଣ କରୁଛି। ଆପଣମାନେ ଏହାକୁ କିଭଳି ଗ୍ରହଣ କରୁଛନ୍ତି କମେଣ୍ଟ କରିପାରିବେ।

ବିକଶିତ ଓଡ଼ିଶା ପାଇଁ ରଙ୍ଗ ପରିବର୍ତ୍ତନ ଆବଶ୍ୟକ। ମୁଁ ଏହାକୁ ଗ୍ରହଣ କରୁଛି। ଆପଣମାନେ ଏହାକୁ କିଭଳି ଗ୍ରହଣ କରୁଛନ୍ତି କମେଣ୍ଟ କରିପାରିବେ।
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ପବିତ୍ର ଜନ୍ମାଷ୍ଟମୀ ଏବଂ ୭୯ ତମ ସ୍ବାଧିନତା ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🇮🇳🙏🙏🇮🇳 ପରିଚୟ ମାଧ୍ୟମରେ ଅର୍ଜିତ କାର୍ଯ୍ୟ କ୍ଷଣିକ ପାଇଁ ରହିଥାଏ, କିନ୍ତୁ କାର୍ଯ୍ୟ ମାଧ୍ୟମରେ ଅର୍ଜିତ ପରିଚୟ ଜୀବନବ୍ୟାପୀ ରହିଥାଏ। 🚩ଜୟ ଶ୍ରୀ ରାଧେ କୃଷ୍ଣ 🚩 🇮🇳ଭାରତ ମାତା କି ଜୟ🇮🇳 #79thIndependenceDay #janmashtami 🙏

ପବିତ୍ର ଜନ୍ମାଷ୍ଟମୀ ଏବଂ ୭୯ ତମ ସ୍ବାଧିନତା ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🇮🇳🙏🙏🇮🇳
ପରିଚୟ ମାଧ୍ୟମରେ ଅର୍ଜିତ କାର୍ଯ୍ୟ କ୍ଷଣିକ ପାଇଁ ରହିଥାଏ, କିନ୍ତୁ କାର୍ଯ୍ୟ ମାଧ୍ୟମରେ ଅର୍ଜିତ ପରିଚୟ ଜୀବନବ୍ୟାପୀ ରହିଥାଏ।
🚩ଜୟ ଶ୍ରୀ ରାଧେ କୃଷ୍ଣ 🚩
🇮🇳ଭାରତ ମାତା କି ଜୟ🇮🇳
#79thIndependenceDay
#janmashtami 🙏
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ଆମର ତ ନଭେମ୍ବର 26 ରେ ସ୍ଵାଧୀନତା ଦିବସ ଆଉ... ଗୁରୁଜୀ ଙ୍କ ମାଗଣା ଜ୍ଞାନ 😁😁 #MohanMajhi #IndependenceDay #BJPAntiOdisha #viralvideochallenge #fbyシvideo #fbpost #trendingreelsvideo #NaveenPatnaik #everyoneシ゚ #followersreels #highlight #shortsvideos #likecommentshare

Amiya_Pandav ଅମିୟ ପାଣ୍ଡଵ Write n Fight (@amiyapandav) 's Twitter Profile Photo

ତ୍ରିରଙ୍ଗା ବିରୋଧରେ ହିନ୍ଦୁବାଦୀଙ୍କ ବର୍ଜନ ଆହ୍ବାନ !! ଗୋଟିଏ ପଟେ ଗେରୁଆ ଗୁହାଳ ତ୍ରିରଙ୍ଗା ଯାତ୍ରା କରି ଫମ୍ପା ଦେଶପ୍ରେମର ଜ୍ଞାନ ବାଣ୍ଟୁଛନ୍ତି, ଅନ୍ୟପଟେ ସେଇ ଗୁହାଳର ଆଉ ଦଳେ ତ୍ରିରଙ୍ଗା ବିରୋଧରେ ବର୍ଷୁଛନ୍ତି ! DNA 🧬 ହିଁ Defective @ତର୍କର ତାଣ୍ଡବ

ବାସୀ ପଖାଳ (@bashipakhala) 's Twitter Profile Photo

ବିଶ୍ୱାସ କର.. ବିଜେପି + ମିଡ଼ିଆ + ଏଜେନସି + ଇସି = 78 ବିଜେପି + ମିଡ଼ିଆ + ଏଜେନସି = 48 ବିଜେପି + ମିଡ଼ିଆ = 30 ବିଜେପି ଏକୁଟିଆ = 10

𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ମୋ ନେତା ନବୀନ ବାବୁ ସାମାନ୍ୟ ଅସୁସ୍ଥ ଅଛନ୍ତି ଏଵଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ଅଛି। ମହା ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶୀର୍ବାଦ , ରୁ ନବୀନ ବାବୁ ସୁସ୍ଥ ହୋଇ ଫେରିବେ। ଜୟ ଜଗନ୍ନାଥ🔘‼️🔘

ମୋ ନେତା ନବୀନ ବାବୁ ସାମାନ୍ୟ ଅସୁସ୍ଥ ଅଛନ୍ତି ଏଵଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ଅଛି।
ମହା ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶୀର୍ବାଦ ,  ରୁ ନବୀନ ବାବୁ ସୁସ୍ଥ ହୋଇ ଫେରିବେ।
ଜୟ ଜଗନ୍ନାଥ🔘‼️🔘
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ଜନତାଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ଭେଟିଦେବା ହେଉ କି ଏକ ସ୍ୱଚ୍ଛ ଏବଂ ସୁଶାସନ ଦ୍ୱାରା ରାଜ୍ୟକୁ ଆଗକୁ ନେବା, ପ୍ରତ୍ୟେକ କ୍ଷେତ୍ରରେ ଆମ ଜନନେତା ନବୀନଙ୍କ ଅବଦାନ ଅତୁଳନୀୟ। #Naveenpattnaik #NaveenPatnaikForOdisha #BijuJanataDalOdisha #BJDForOdisha #Odisha

ଜନତାଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ଭେଟିଦେବା ହେଉ କି ଏକ ସ୍ୱଚ୍ଛ ଏବଂ ସୁଶାସନ ଦ୍ୱାରା ରାଜ୍ୟକୁ ଆଗକୁ ନେବା, ପ୍ରତ୍ୟେକ କ୍ଷେତ୍ରରେ ଆମ ଜନନେତା ନବୀନଙ୍କ ଅବଦାନ ଅତୁଳନୀୟ। 

#Naveenpattnaik #NaveenPatnaikForOdisha #BijuJanataDalOdisha #BJDForOdisha #Odisha
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ବଳଙ୍ଗା ପୀଡ଼ିତାଙ୍କ ବୟାନକୁ ଲୁଚାଇ କାହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିଲା ପୋଲିସ? ଦେଖନ୍ତୁ ଓଡ଼ିଶାବାସୀ ଶେଷରେ ପୋଲିସକୁ ବି ଏ ଗେରୁଆ ଦଳ, ସ୍ୱାର୍ଥପାଇଁ କିଣିଦେଲା। #BJPAntiOdisha #FakeBJP

Naveen Patnaik (@naveen_odisha) 's Twitter Profile Photo

Thank the people of #Odisha for the good wishes. I would like to thank the doctors and medical staff for taking wonderful care of me. I am recovering well and will meet the people soon. #JaiJagannatha 🙏🏻

𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ମହାପ୍ରଭୁଙ୍କ ଆଶୀର୍ବାଦରୁ ସମ୍ପୂର୍ଣ୍ଣ ଫିଟ ଏବଂ ଫାଇନ ଆମ ପ୍ରିୟ ନବୀନ ❤️ #Naveenpattnaik

𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧 (@jajpuriajadav) 's Twitter Profile Photo

ବିଜେଡିର ରଣହୁଙ୍କାର ଦେଖିବା ପରେ ପାଗଳ ପ୍ରାୟ ବିଜେପିର ଅତାବିରା ବିଧାୟକ 🤣 #BJPAntiOdisha #FakeBJP

BJD IT Cell (@bjditcell) 's Twitter Profile Photo

ନବୀନ ବାବୁଙ୍କୁ ନିଜର ସବୁକିଛି ମାନିନେଇଥିବା ପାଣ୍ଡିଆନ ବାବୁଙ୍କ ନିଷ୍ଠା ଏବଂ ସେବାକୁ ସମାଲୋଚନା ନୁହେଁ ସାଲ୍ୟୁଟ କରିବା ଅପରିହାର୍ଯ୍ୟ। #NaveenPatnaik