Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 (@itzchampak) 's Twitter Profile
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳

@itzchampak

Geologist, Research Scholar
#travel #culture #photography #literature #optimist #odia

Live like there is no tomorrow.
Deserve then desire.
RPs ≠ endorsements.

ID: 2698587720

linkhttps://mystorieschampak.wordpress.com calendar_today01-08-2014 16:05:02

47,47K Tweet

4,4K Followers

448 Following

Sanjay Ubach | ସଞ୍ଜୟ ଉବାଚ (@sanjayubach) 's Twitter Profile Photo

Clicked by me. (Not) Drop yours👍 😍 ତୁମ ଛାୟା ଛବିର ସେ ଏକାଧିକ ଦିଗବଳୟ, ଅସ୍ତଗାମୀ ରବି କିରଣେ ଖୋଜେ ମୁଁ ପରିଚୟ: #କାନଝାରୀ #Kanjhari Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 Your NikonD3400 Vs My Cool1dual

Clicked by me.
(Not) Drop yours👍 😍
ତୁମ ଛାୟା ଛବିର ସେ ଏକାଧିକ ଦିଗବଳୟ,
ଅସ୍ତଗାମୀ ରବି କିରଣେ ଖୋଜେ ମୁଁ ପରିଚୟ:
#କାନଝାରୀ #Kanjhari <a href="/itzchampak/">Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳</a>
Your NikonD3400 Vs My Cool1dual
Kyunghoon Kim (@kyunghoon_kim_) 's Twitter Profile Photo

Big move for 🇰🇷Korea-🇮🇳India industrial ties: POSCO and JSW have agreed to jointly explore building a 6 MTPA integrated steel plant in India. A small step now, but with huge implications ahead.

Big move for 🇰🇷Korea-🇮🇳India industrial ties:

POSCO and JSW have agreed to jointly explore building a 6 MTPA integrated steel plant in India.

A small step now, but with huge implications ahead.
ଗାଁ ଡାକ୍ତର👨‍⚕️💉💊 (@drakshays) 's Twitter Profile Photo

ରାତି ୧ ରେ ଟ୍ରେନରୁ ଓହ୍ଲେଇଲୁ, ବାହାରକୁ ଆସିଲାରୁ ଅଟୋବାଲା ଜଣେ ଦେଖି ପଚାରିଲା, ସାର ଯିବେ କି ? ମୁଁ ହଁ କହିବାରୁ ସେ ଆଣି ରୁମ୍ ପାଖରେ ଛାଡ଼ିଦେଇଗଲା । This is my Real Treasure🥰 (ନା ମୁଁ ତାକୁ ବ୍ୟକ୍ତିଗତ ଭାବେ ନାଁ ଅନୁସାରେ ଜାଣିଛି, ନା ମୁଁ ତାକୁ କହିଲି ଏଇଠି ନେଇ ଛାଡ଼ିବୁ !) #KalahandiDiaries

Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 (@itzchampak) 's Twitter Profile Photo

ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ କଥାକାର ଗୋପୀନାଥ ମହାନ୍ତିଙ୍କ ତିରୋଧାନ ଦିବସ ଅବସରରେ ଆଜିକାଲି ଓଡ଼ିଶା ଭିଜିଲାନ୍ସର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଦାନାପାଣିର ଏଇ ଉଦ୍ଧୃତି... #ଗୋପୀନାଥମହାନ୍ତି #ଦାନାପାଣି

ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ କଥାକାର ଗୋପୀନାଥ ମହାନ୍ତିଙ୍କ ତିରୋଧାନ ଦିବସ ଅବସରରେ ଆଜିକାଲି ଓଡ଼ିଶା ଭିଜିଲାନ୍ସର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଦାନାପାଣିର ଏଇ ଉଦ୍ଧୃତି...

#ଗୋପୀନାଥମହାନ୍ତି #ଦାନାପାଣି
ପ୍ରତୀକ (@prateek_odisha) 's Twitter Profile Photo

Oh dear Eastern Ghats, your beauty doubles in monsoon♥️ . One of the most underrated railway routes of India, Koraput, Odisha to Visakhapatnam, A.P under ECoR. Ananth Rupanagudi #IndianRailways #Odisha #Koraput

Oh dear Eastern Ghats, your beauty doubles in monsoon♥️ . 
One of the most underrated railway routes of India, Koraput, Odisha to Visakhapatnam, A.P under ECoR. 
<a href="/Ananth_IRAS/">Ananth Rupanagudi</a>

#IndianRailways 
#Odisha #Koraput
Akshay Samal । ଅକ୍ଷୟ ସାମଲ (@akshayksamal) 's Twitter Profile Photo

ଓଡ଼ିଶା ସାରା ଲୋକଙ୍କର ଭୁବନେଶ୍ବର ମେଟ୍ରୋ ଚିନ୍ତା । ଏଠି ହେଲା ସେଠି ହେଲା ଆମର କାହିଁକି ହେଉନି ? ଦେଖା ଶିକ୍ଷା କଥା । ଏଇଭଳି ଯଦି ଆଗରୁ ପଚାରିଥାଆନ୍ତେ ଛତିଶଗଡ ରେ 500 ରୁ ଅଧିକ ଡ୍ୟାମ ହେଲା ଗତ 2 ଦଶନ୍ଧିରେ, ଆନ୍ଧ୍ର ଓ ତେଲେଙ୍ଗାନା ରେ ବି ହେଲା ଆମର କାହିଁକି କରୁନାହାଁନ୍ତି । ଓଡିଶା ଛଡା ସବୁଠି ଭଲ ଓ ବେଶି

DumbOrator (@de_moaned) 's Twitter Profile Photo

ଧଉଳି ସ୍ତୁପରୁ ବାବା ଲିଙ୍ଗରାଜଙ୍କ ମନ୍ଦିର। ଉଚ୍ଚକୁ ଗଲେ ଦୂରତା କେତେ କମ୍ ଲାଗେ - ପ୍ରଛଦରେ Heads of the Departmental building & Rajiv Bhavan.

ଧଉଳି ସ୍ତୁପରୁ ବାବା ଲିଙ୍ଗରାଜଙ୍କ ମନ୍ଦିର।
ଉଚ୍ଚକୁ ଗଲେ ଦୂରତା କେତେ କମ୍ ଲାଗେ - ପ୍ରଛଦରେ Heads of the Departmental building &amp; Rajiv Bhavan.