HARISANKAR BEHERA (@harisankar52196) 's Twitter Profile
HARISANKAR BEHERA

@harisankar52196

ID: 1699032288535957504

calendar_today05-09-2023 12:10:49

1,1K Tweet

19 Followers

30 Following

CMO Odisha (@cmo_odisha) 's Twitter Profile Photo

ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ସୁରକ୍ଷା ଦେଉଛନ୍ତି ଲୋକଙ୍କ ସରକାର। ଓଡ଼ିଆ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ମିଳୁଛି ସ୍ୱତନ୍ତ୍ର ଅନୁଦାନ ରାଶି। ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପରମ୍ପରା ଓ ସଂସ୍କୃତିକୁ ମିଳୁଛି ସୁରକ୍ଷା ଏବଂ ସମ୍ମାନ ।

Dharmendra Pradhan (@dpradhanbjp) 's Twitter Profile Photo

ସମ୍ବଲପୁରକୁ ସବୁଜ ସହରରେ ପରିଣତ କରିବା ଦିଗରେ ବିଶାଳ ବୃକ୍ଷରୋପଣ ଅଭିଯାନ । ସମ୍ବଲପୁରରୁ ଲାଇଭ୍ x.com/i/broadcasts/1…

Dharmendra Pradhan (@dpradhanbjp) 's Twitter Profile Photo

ଜୁହାର୍ ସମ୍ବଲପୁର 🙏 ସମ୍ବଲପୁର ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କଲି । ସମ୍ବଲପୁର ମହାନଗର ନିଗମକୁ ଅଧିକ ସୁନ୍ଦର କରିବାରେ ଏହି ପଦକ୍ଷେପ ପ୍ରଶଂସନୀୟ । ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହୁ, ଏହା ମା' ସମଲେଶ୍ୱରୀଙ୍କ ପାଖରେ କାମନା ।

ଜୁହାର୍ ସମ୍ବଲପୁର 🙏

ସମ୍ବଲପୁର ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କଲି ।  ସମ୍ବଲପୁର ମହାନଗର ନିଗମକୁ ଅଧିକ ସୁନ୍ଦର କରିବାରେ ଏହି ପଦକ୍ଷେପ ପ୍ରଶଂସନୀୟ । ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହୁ, ଏହା ମା' ସମଲେଶ୍ୱରୀଙ୍କ ପାଖରେ କାମନା ।
CMO Odisha (@cmo_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓଡ଼ିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡ଼ିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି

Mohan Charan Majhi (@mohanmodisha) 's Twitter Profile Photo

ଆମେ କଥା ଦେଇଥିଲୁ, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ରୋଜଗାର ଓ ବିକାଶର ପଥକୁ ଆହୁରି ପ୍ରଶସ୍ତ କରିବୁ । ଏକ ଉତ୍ତରଦାୟୀ ସରକାର ଭାବେ ଏ ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି। ଆମ ସରକାରଙ୍କ ପ୍ରୟାସରେ ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଆଜି ନଂ୧ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର

ଆମେ କଥା ଦେଇଥିଲୁ, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ରୋଜଗାର ଓ ବିକାଶର ପଥକୁ ଆହୁରି ପ୍ରଶସ୍ତ କରିବୁ । ଏକ ଉତ୍ତରଦାୟୀ ସରକାର ଭାବେ ଏ ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି। ଆମ ସରକାରଙ୍କ ପ୍ରୟାସରେ ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଆଜି ନଂ୧ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର
CMO Odisha (@cmo_odisha) 's Twitter Profile Photo

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ରାଜ ଭବନଠାରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। Governor Odisha

Manmohan Samal (@samalmanmohan7) 's Twitter Profile Photo

ଭାରତୀୟ ମଜଦୂର୍ ସଂଘର ପ୍ରତିଷ୍ଠା ଦିବସରେ ରାଷ୍ଟ୍ର ନିର୍ମାଣରେ ନିଜର ଭୂମିକା ନିର୍ବାହ କରୁଥିବା ସମସ୍ତ ଶ୍ରମିକ ବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭକାମନା ।

ଭାରତୀୟ ମଜଦୂର୍ ସଂଘର ପ୍ରତିଷ୍ଠା ଦିବସରେ ରାଷ୍ଟ୍ର ନିର୍ମାଣରେ ନିଜର ଭୂମିକା ନିର୍ବାହ କରୁଥିବା ସମସ୍ତ ଶ୍ରମିକ ବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭକାମନା ।
CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ବୁଣାକାରଙ୍କ ଜୀବନ ହେଉଛି ଉନ୍ନତ ଓ ମିଳୁଛି ସମ୍ମାନ । ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ବୁଣାକାରଙ୍କ ମଜୁରୀ ରିହାତି ୧୦୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ମହିଳା କର୍ମଚାରୀଙ୍କୁ ମାସିକ ୬ ହଜାର ଟଙ୍କା ବଦଳରେ ୭ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କୁ ମାସିକ ୫ ହଜାର ଟଙ୍କା ବଦଳରେ ୬ ହଜାର ଟଙ୍କା ମିଳିବ।

Prithiviraj Harichandan (@prithivirajbjp) 's Twitter Profile Photo

ଭ୍ରଷ୍ଟାଚାରମୁକ୍ତ ଶାସନ ବ୍ୟବସ୍ଥା ଦେବାକୁ ଲୋକଙ୍କ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। #OdishaGovt #PeoplesGovt

Prithiviraj Harichandan (@prithivirajbjp) 's Twitter Profile Photo

ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ

ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ।

ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ
Dharmendra Pradhan (@dpradhanbjp) 's Twitter Profile Photo

ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ବନ୍ଧୁ, ଲେଖକ, ସ୍ତମ୍ଭକାର ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ପର୍ବପର୍ବାଣୀ, ଇତିହାସ, ପର୍ଯ୍ୟଟନ ସହ ଏଠାରେ ଥିବା ସମ୍ଭାବନା ଉପରେ ଆଲୋଚନା କଲି । ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ

ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ବନ୍ଧୁ, ଲେଖକ, ସ୍ତମ୍ଭକାର ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ପର୍ବପର୍ବାଣୀ, ଇତିହାସ, ପର୍ଯ୍ୟଟନ ସହ ଏଠାରେ ଥିବା ସମ୍ଭାବନା ଉପରେ ଆଲୋଚନା କଲି ।

ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ
Dharmendra Pradhan (@dpradhanbjp) 's Twitter Profile Photo

ଓଡ଼ିଶାର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଓଡ଼ିଶାରେ ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲୁ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଓଡ଼ିଶାରେ ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲୁ ।
CMO Odisha (@cmo_odisha) 's Twitter Profile Photo

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି। H & UD Dept

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକଙ୍କ ସୁବିଧା ପାଇଁ  ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଉଛନ୍ତି। H & UD Dept
Mohan Charan Majhi (@mohanmodisha) 's Twitter Profile Photo

ଆଜି ସମ୍ବଲପୁର ଗସ୍ତ ସମୟରେ ଜମାଦାରପାଲିଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ। ଆପଣମାନଙ୍କ ଭଲପାଇବା ଓ ସ୍ନେହ ପାଖରେ ମୁଁ କୃତଜ୍ଞ । ଜୁହାର୍🙏

ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜକଲ୍ୟାଣରେ ଉପଯୋଗ କରିବା ଉପରେ ଆମେ ପ୍ରାଧାନ୍ୟ ଦେଉଛୁ । ଆମ ସରକାର ଆସିବା ଦିନଠାରୁ ସରକାରୀ ସ୍ତରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଇ ୨୮୦୦୦+ ଜଣଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି ।

Premananda Reddy (@premananda63297) 's Twitter Profile Photo

ସମ୍ବଲପୁର ଜିଲ୍ଲା ନାକଟିଦେଉଲ ରେଞ୍ଜର ବନ ବିଭାଗ ରେ ଜଗୁଆଳି ଭାବେ କାର୍ଯ୍ୟରତ ଦିବାକର ପ୍ରଧାନ ବୟସ ୫୦ ଡ୍ୟୁଟି ସମୟ ରେ ପେଟ୍ରୋଲିଙ୍ଗ କରିବା ସମୟ ରେ ହାତୀ ଆକ୍ରମଣରେ ଗୁରୁତ୍ଵ ହେଇଥିବାରୁ vimsar ବୁର୍ଲା ଠାରେ ମୃତ୍ୟୁବରଣ କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ମହୋଦୟ ଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁନିବେଦନ