Dr. Krushna Chandra Mahapatra (@dr_kcmahapatra) 's Twitter Profile
Dr. Krushna Chandra Mahapatra

@dr_kcmahapatra

Cabinet Minister
(Govt. of Odisha)
H&UD , Public Enterprises

ID: 1806577802176872449

calendar_today28-06-2024 06:38:39

1,1K Tweet

1,1K Followers

34 Following

Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ନୂଆପଡ଼ା ଜିଲ୍ଲା ଜୟଜଙ୍ଘା ମଣ୍ଡଳ ଅନ୍ତର୍ଗତ ବେଲଟୁକୁରି ପଞ୍ଚାୟତରେ ଆମ ଦଳର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିଭିନ୍ନ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ବିଧାନସଭା କ୍ଷେତ୍ରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଲି l ଏହାସହ, ଡବଲ୍ ଇଞ୍ଜିନ୍ ସରକାରଙ୍କର

ନୂଆପଡ଼ା ଜିଲ୍ଲା ଜୟଜଙ୍ଘା ମଣ୍ଡଳ ଅନ୍ତର୍ଗତ ବେଲଟୁକୁରି ପଞ୍ଚାୟତରେ ଆମ ଦଳର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିଭିନ୍ନ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ବିଧାନସଭା କ୍ଷେତ୍ରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଲି l

ଏହାସହ, ଡବଲ୍ ଇଞ୍ଜିନ୍ ସରକାରଙ୍କର
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକା ସରଳା ଦେବୀଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି l ମହିଳା ସଶକ୍ତିକରଣ, ନିଶା ନିବାରଣ ତଥା ସାହିତ୍ୟ ସାଧନା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ପ୍ରେରଣାଦାୟୀ l

ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l

ପବିତ୍ର ଦଶହରାର ଶୁଭ ଅବସରରେ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରଡ଼ା ହଳଦୀପାଳ ପଞ୍ଚାୟତର ରାଜାବନ୍ଧ ଠାରେ ମା' ଭଗବତୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 'ରାବଣ ପୋଡ଼ି ମହୋତ୍ସବ'ରେ ଯୋଗଦେଲି l ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ହେଉଛି ରାବଣ ପୋଡ଼ି ମହୋତ୍ସବ l

ପବିତ୍ର ଦଶହରାର ଶୁଭ ଅବସରରେ ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରଡ଼ା ହଳଦୀପାଳ ପଞ୍ଚାୟତର ରାଜାବନ୍ଧ ଠାରେ ମା' ଭଗବତୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 'ରାବଣ ପୋଡ଼ି ମହୋତ୍ସବ'ରେ ଯୋଗଦେଲି l

ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ହେଉଛି ରାବଣ ପୋଡ଼ି ମହୋତ୍ସବ l
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ବାରିପଦା କଲେଜ ପଡିଆ ଠାରେ ଆୟୋଜିତ "ବାରିପଦା ପ୍ରିମିୟର୍ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସିଜନ୍ -୨"କୁ ଉଦଘାଟନ କରିବା ସହ 'ଇମର୍ଜିଙ୍ଗ୍ ଟାଇଟନ୍' ଏବଂ 'କମାଣ୍ଡ ଇଲେଭେନ୍' ମଧ୍ୟରେ ଖେଳ ଯାଉଥିବା ଲିଗ୍ ମ୍ୟାଚରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କଲି l ଉଭୟ ଟିମ୍ ଉତ୍ତମ ଖେଳ ପ୍ରଦର୍ଶନ କରୁଥିଲେ l ଉଭୟ ଟିମକୁ ମୋର ଶୁଭେଚ୍ଛା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଖଣ୍ଡ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ମୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ପ୍ରାରମ୍ଭିକ ବର୍ଗରେ ଯୋଗଦେବା ମୋ ପାଇଁ ସୌଭାଗ୍ୟର ବିଷୟ l ମାତୃଭୂମିର ସେବା ପାଇଁ ସଦୈବ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପନାକୁ ୧୦୦ ବର୍ଷ ପୂରଣ ହୋଇଛି l ସେବା, ସମର୍ପଣ ଓ ଅନୁଶାସନର ମୂଲ୍ୟବୋଧକୁ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଖଣ୍ଡ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ମୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ପ୍ରାରମ୍ଭିକ ବର୍ଗରେ ଯୋଗଦେବା ମୋ ପାଇଁ ସୌଭାଗ୍ୟର ବିଷୟ l

ମାତୃଭୂମିର ସେବା ପାଇଁ ସଦୈବ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପନାକୁ ୧୦୦ ବର୍ଷ ପୂରଣ ହୋଇଛି l ସେବା, ସମର୍ପଣ ଓ ଅନୁଶାସନର ମୂଲ୍ୟବୋଧକୁ
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ବାରିପଦା ରଘୁନାଥପୁର ସ୍ଥିତ ଭଞ୍ଜ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଭଞ୍ଜ ସମିତି (ପୁରାଣ ସମାଜ)ର ୫୪ତମ ବାର୍ଷିକ ସାଧାରଣ ଅଧିବେଶନରେ ଯୋଗଦେଇ ମୁଁ ଆନନ୍ଦିତ l ଏହି ସଂଗଠନ, ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଶାନ୍ତି, ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିବା ସହ ରାଜ୍ୟର ବିକାଶ ପାଇଁ ଏକ ପ୍ରଗତିଶୀଳ ମନୋଭାବ ନେଇ ସମସ୍ତେ

ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ମା' ଭଦ୍ରକାଳୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିଥାଉ l ଆପଣଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରୁଛି l

ରାଜ୍ୟବାସୀଙ୍କୁ ପବିତ୍ର 'ଗଜଲକ୍ଷ୍ମୀ ପୂଜା'ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ, ଏତିକି କାମନା l

ପବିତ୍ର 'କୁମାର ପୂର୍ଣ୍ଣିମା' ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଧାର୍ମିକ ସାମାଜିକ ଭାବଧାରାର ଏହି ଅନନ୍ୟ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ l

ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ପାଲାଗାୟକ ତଥା ସମାଜ ସଂସ୍କାରକ 'ଗଣକବି' ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି l ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ଏବଂ ନିଶା ନିବାରଣ ଉପରେ ଗୀତିନାଟ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଭଳି ତାଙ୍କର

ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଘର କାନ୍ଥ ଭୁଶୁଡ଼ି ମୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁରେଇଡ଼ିହି ପଞ୍ଚାୟତର ଜାମଶୋଳ ଗ୍ରାମର ଶ୍ରୀମତୀ ବାସନ୍ତୀ ମହାନ୍ତଙ୍କ ମୃତ୍ୟୁବରଣ ଘଟିଥିବା ଖବର ଅତ୍ୟନ୍ତ ଦୁଃଖଦାୟକ l ଘଟଣାସ୍ଥଳରେ ପହଁଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି l ଏଭଳି ଦୁଃଖଦ

ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଘର କାନ୍ଥ ଭୁଶୁଡ଼ି ମୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁରେଇଡ଼ିହି ପଞ୍ଚାୟତର ଜାମଶୋଳ ଗ୍ରାମର ଶ୍ରୀମତୀ ବାସନ୍ତୀ ମହାନ୍ତଙ୍କ ମୃତ୍ୟୁବରଣ ଘଟିଥିବା ଖବର ଅତ୍ୟନ୍ତ ଦୁଃଖଦାୟକ l 

ଘଟଣାସ୍ଥଳରେ ପହଁଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି l ଏଭଳି ଦୁଃଖଦ
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ଭାରତୀୟ ଜନତା ପାର୍ଟି, ଦେଉଳି ମଣ୍ଡଳର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଦେଉଳି ଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗଦେଲି l ଏହି ଅବସରରେ, ଦଳୀୟ ସଙ୍ଗଠନକୁ ତୃଣମୂଳସ୍ତରରେ ସୁଦୃଢ କରିବା ତଥା ଆମ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସୁଫଳକୁ ସମାଜର ଶେଷ ସୋପାନରେ ଥିବା ବ୍ୟକ୍ତିଟି ନିକଟରେ

ଭାରତୀୟ ଜନତା ପାର୍ଟି, ଶୁଳିଆପଦା ମଣ୍ଡଳର ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶୁଳିଆପଦା ଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିଭିନ୍ନ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ମଣ୍ଡଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଲି l ଏହାସହ, ଡବଲ୍ ଇଞ୍ଜିନ୍ ସରକାରଙ୍କର ବିଭିନ୍ନ

ଭାରତୀୟ ଜନତା ପାର୍ଟି, ଶୁଳିଆପଦା ମଣ୍ଡଳର ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଶୁଳିଆପଦା ଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିଭିନ୍ନ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ମଣ୍ଡଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଲି l

ଏହାସହ, ଡବଲ୍ ଇଞ୍ଜିନ୍ ସରକାରଙ୍କର ବିଭିନ୍ନ
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମଲାବନ୍ଧ ଠାରେ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହେଉଥିବା "ଢାବୁଲ ତାମସା" କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଆନନ୍ଦିତ l ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ଵାରା ଆମ ଐତିହ୍ୟ, ସଂସ୍କୃତି ଓ ଲୋକକଳାର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ଅଞ୍ଚଳରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ଏବଂ

ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମଲାବନ୍ଧ ଠାରେ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହେଉଥିବା "ଢାବୁଲ ତାମସା" କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଆନନ୍ଦିତ l

ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ଵାରା ଆମ ଐତିହ୍ୟ, ସଂସ୍କୃତି ଓ ଲୋକକଳାର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ଅଞ୍ଚଳରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ ଏବଂ
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ମହାକାବ୍ୟ ରାମାୟଣର ରଚୟିତା ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ l

ବାରିପଦା କଲେଜ ପଡିଆ ଠାରେ ଆୟୋଜିତ "ବାରିପଦା ପ୍ରିମିୟର୍ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସିଜନ୍ -୨"କୁ ଉଦଘାଟନ କରିବା ସହ 'ଇମର୍ଜିଙ୍ଗ୍ ଟାଇଟନ୍' ଏବଂ 'କମାଣ୍ଡ ଇଲେଭେନ୍' ମଧ୍ୟରେ ଖେଳ ଯାଉଥିବା ଲିଗ୍ ମ୍ୟାଚରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କଲି l

Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ସାମିଲ ହେବା ସହ ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି l ମା’ ଗଜଲକ୍ଷ୍ମୀଙ୍କ ପୂଜା ସମାଜରେ ଭାଇଚାରା ତଥା ସମସ୍ତଙ୍କର ସମୃଦ୍ଧି ପାଇଁ ସମର୍ପିତ ହେବାର ବାର୍ତ୍ତା ଦେଇଥାଏ l କରୁଣାମୟୀ ମା' ଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ,

ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ସାମିଲ ହେବା ସହ ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି l

ମା’ ଗଜଲକ୍ଷ୍ମୀଙ୍କ ପୂଜା ସମାଜରେ ଭାଇଚାରା ତଥା ସମସ୍ତଙ୍କର ସମୃଦ୍ଧି ପାଇଁ ସମର୍ପିତ ହେବାର ବାର୍ତ୍ତା ଦେଇଥାଏ l

କରୁଣାମୟୀ ମା' ଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ,
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ଭୂଷକୁଣ୍ଡା ସ୍ଥିତ ମା' ଲକ୍ଷ୍ମୀଙ୍କ ମନ୍ଦିରରେ ମା'ଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା l ମା' ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ l ସେ ହେଉଛନ୍ତି ବୈଭବ, ଐଶ୍ୱର୍ଯ୍ୟ ଏବଂ ମଙ୍ଗଳମୟୀ l କରୁଣାମୟୀ ମା' ଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆଣି ଦିଅନ୍ତୁ, ଏହା ହିଁ କାମନା l ଏହି

ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ଭୂଷକୁଣ୍ଡା ସ୍ଥିତ ମା' ଲକ୍ଷ୍ମୀଙ୍କ ମନ୍ଦିରରେ ମା'ଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା l

ମା' ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ l ସେ ହେଉଛନ୍ତି ବୈଭବ, ଐଶ୍ୱର୍ଯ୍ୟ ଏବଂ ମଙ୍ଗଳମୟୀ l କରୁଣାମୟୀ ମା' ଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆଣି ଦିଅନ୍ତୁ, ଏହା ହିଁ କାମନା l

ଏହି
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ବାରିପଦା ଠାରେ ଅନୁଷ୍ଠିତ ହେଉଥିବା "କୁମାର ଉତ୍ସବ - ୨୦୨୫" ଯୋଗଦେଇ ମୁଁ ଆନନ୍ଦିତ l ଧାର୍ମିକ ଏବଂ ସାମାଜିକ ଭାବଧାରାର ଏହି ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିପାରିଛି l ଏଭଳି ଭବ୍ୟ ଆୟୋଜନ ପାଇଁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ l