
DFO, Bhawanipatna Circle
@dfobpt_ofs
We serve to Save.
Official handle of DFO, Bhawanipatna Circle.
ID: 1272402095014985730
15-06-2020 05:34:47
55 Tweet
140 Followers
66 Following













ଆଜି ଭୁବନେଶ୍ୱର, ଜାଗମରାସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଅଡିଟୋରିୟମରେ ଘଟିଥିବା ଅଗ୍ନିକାଣ୍ଡରେ ୬୫ ଜଣ ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । CMO Odisha Home Department, Govt. of Odisha I & PR Department, Odisha #FireandemergencyService #SafeEvacuation #Bhubneswar




ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ତାଲିମ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଆଗାମୀ ଦିନରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଶିକ୍ଷା ଦେଇଥାଏ। ତେଣୁ ନିୟମିତ ତାଲିମ୍ ଏକ ଅଗ୍ନିଶମ ବାହିନୀର କର୍ମଚାରୀକୁ ଜରୁୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ କରିଥାଏ । CMO Odisha



We train hard every day, to save lives. Odisha Fire Services saved 78 lives in the past 7 days. CMO Odisha I & PR Department, Odisha Home Department, Govt. of Odisha NDRF India I राष्ट्रीय आपदा मोचन बल 🇮🇳 OSDMA Odisha #WeServeToSave #EveryLifePrecious

