ହୃଦୟ ♥️🫀 (@debasmita_rtfs) 's Twitter Profile
ହୃଦୟ ♥️🫀

@debasmita_rtfs

ଦେବେନ୍ଦ୍ର ଦାସ 💙

DIE HARD FAN OF || @Samanthaprabhu2 || @RaviTeja_offl || @actorvijay ||❤@dulQuer || 😘 #Msdhoni , #Nani ,#PawanKalyan

ID: 1132121343904759808

calendar_today25-05-2019 03:08:56

25,25K Tweet

9,9K Followers

380 Following

🦋šrαdhα🦋 (@princess_sradha) 's Twitter Profile Photo

ତୋ କଳା ବଦନକୁ ସୁନ୍ଦର ଦିଶେ ଗୋଲ୍ ଗୋଲ୍ ଦୁଇ ଚକା ନୟନ, ସେ ନୟନେ ନୟନ ମିଶିଲେ ଥରେ ପ୍ରେମ ହୋଇଯାଏ ସବୁଦିନ....।। #ଜୟଜଗନ୍ନାଥ 🚩🙏

ତୋ କଳା ବଦନକୁ ସୁନ୍ଦର ଦିଶେ 
ଗୋଲ୍ ଗୋଲ୍ ଦୁଇ ଚକା ନୟନ,
ସେ ନୟନେ ନୟନ ମିଶିଲେ ଥରେ 
ପ୍ରେମ ହୋଇଯାଏ ସବୁଦିନ....।।

#ଜୟଜଗନ୍ନାଥ 🚩🙏
ହୃଦୟ ♥️🫀 (@debasmita_rtfs) 's Twitter Profile Photo

🙏 ମାଧବ କହନ୍ତି — ଯେତେବେଳେ କୌଣସି ନିଜର ଲୋକ ପ୍ରତ୍ୟେକ ପରିସ୍ଥିତିରେ ସହଯୋଗ ଦେଇଥାଏ, ତେବେ ଜୀବନର ପ୍ରତ୍ୟେକ ଭାର ହଳକା ହୋଇଯାଏ। 🌸 ସମ୍ପର୍କର ସତ୍ୟତା ସମ୍ପତ୍ତିରେ ନୁହେଁ, ସମର୍ପଣ ଓ ବିଶ୍ୱାସରେ ଥାଏ।💫 ଯେଉଁଠାରେ ଆପଣପଣ ଥାଏ, ସେଠାରେ ଥାଏ ଜୀବନର ଅସଲ ସୁଖ।

ହୃଦୟ ♥️🫀 (@debasmita_rtfs) 's Twitter Profile Photo

🌿 ଶ୍ରୀ କୃଷ୍ଣ କହନ୍ତି 🌿 ✨ "ଖରାପ ସମୟ ହିଁ ଶିଖାଇଥାଏ..!! ଯେ ଭଲ ସମୟ କାହାଙ୍କ ସହିତ ବିତାଇବା..!!" 🌸

Jyoti Prakash Mohapatra (@jp_mohapatra) 's Twitter Profile Photo

#କବିତା ଝରକା ବୋଧେ ମୁକୁଳା ରହି ଯାଇଛି, ପବନରେ ବାସ୍ନା ହାଲୁକା ହାଲୁକା ବୋଧେ ସାମ୍ନା ଗଛରେ ବଉଳ ଧରିଛି ନାକ ଫୁଟିକି ପରି କୁନି କୁନି ଦଲକାଏ ପବନରେ ଝରିଯିବେ ହୁଏତ କିଛି ବଉଳ ରହିଯିବେ ପତ୍ର ଉହାଡ଼ରେ, ଗଛର ବାହୁ ବନ୍ଧନୀରେ ଯେତିକି ଦିନ ରହିବେ ବାସ୍ନା ଲାଗି ରହିବ ବଡ଼ ହେଲେ ବି ସେଇ ବାସ୍ନା ହଳଦୀ ଗୁରୁଗୁରୁ କିଛି ଲୋକ

🦋šrαdhα🦋 (@princess_sradha) 's Twitter Profile Photo

ମୋହ ମାୟା ଛାଡ଼ି ପଶିଲେ ଶରଣ ପୂରାଇବେ ଭକ୍ତ ଆଶା...। ହଜାର କୋଶରୁ କୋଳେଇ ନେବେ ସେ ଜାଣନ୍ତି ହୃଦୟ ଭାଷା....।। #ଜୟଜଗନ୍ନାଥ

ମୋହ ମାୟା ଛାଡ଼ି ପଶିଲେ ଶରଣ
ପୂରାଇବେ ଭକ୍ତ ଆଶା...।
ହଜାର କୋଶରୁ କୋଳେଇ ନେବେ ସେ
ଜାଣନ୍ତି ହୃଦୟ ଭାଷା....।।
#ଜୟଜଗନ୍ନାଥ
🦋šrαdhα🦋 (@princess_sradha) 's Twitter Profile Photo

ଦୀପଟିଏ ମୋତେ କରିଦିଅ ପ୍ରଭୁ ଶ୍ରୀ ମନ୍ଦିରେ ଜଳୁଥିବି, ତୋହରି ସେବାରେ ତୋ ସିଂହ ଦୁଆରେ ଜଳି ଜଳି ସରିଯିବି...।। #ଜୟଜଗନ୍ନାଥ 🚩🙏

ଦୀପଟିଏ ମୋତେ କରିଦିଅ ପ୍ରଭୁ 
ଶ୍ରୀ ମନ୍ଦିରେ ଜଳୁଥିବି,
ତୋହରି ସେବାରେ ତୋ ସିଂହ ଦୁଆରେ 
ଜଳି ଜଳି ସରିଯିବି...।।
#ଜୟଜଗନ୍ନାଥ 🚩🙏
ହୃଦୟ ♥️🫀 (@debasmita_rtfs) 's Twitter Profile Photo

Didn't understand the meaning of miss you, until I lost you. A part of me is lost. Now everytime I say miss you to a person who is alive, it feels fake. Miss you very much . # Bou 😪

ହୃଦୟ ♥️🫀 (@debasmita_rtfs) 's Twitter Profile Photo

I had a dream about my Mam last night. It was so lovely to see her but it reminded me how much I bloody miss her. 129 days is too long not to see someone you saw or spoke to most days and now it’s a lifetime. 😔