debasish mohanty (@debasishmo1966) 's Twitter Profile
debasish mohanty

@debasishmo1966

ID: 1707483620108328960

calendar_today28-09-2023 19:53:51

694 Tweet

28 Followers

390 Following

debasish mohanty (@debasishmo1966) 's Twitter Profile Photo

ଆମ ମାଟିର ବରେଣ୍ୟ ସାରସ୍ୱତ ପୁରୁଷ ପଦ୍ମଶ୍ରୀ ମନୋଜ ଦାସଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି 🙏

ଆମ ମାଟିର ବରେଣ୍ୟ ସାରସ୍ୱତ ପୁରୁଷ ପଦ୍ମଶ୍ରୀ ମନୋଜ ଦାସଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି 🙏
debasish mohanty (@debasishmo1966) 's Twitter Profile Photo

Remembering Netaji Subash chandra Bose at his birth place ,Cuttack,Odisha Netaji Subhas Chandra Bose is a symbol of unparalleled valour, courage and determination. He infused new strength into India's freedom movement and his ideals continue to inspire generations. On his jayanti

Remembering Netaji Subash chandra Bose at his birth place ,Cuttack,Odisha
Netaji Subhas Chandra Bose is a symbol of unparalleled valour, courage and determination. He infused new strength into India's freedom movement and his ideals continue to inspire generations. On his jayanti
debasish mohanty (@debasishmo1966) 's Twitter Profile Photo

କଟକ ବାଦାମବାଡି,ରକ୍ସିଲେନ୍ ରେ ଆଜି ରାତି ବର୍ଷାରେ ଘରେଘରେ ବର୍ଷା ପାଣି ପଶିଲା, ସିଏମସି କମିସନର୍ ଫୋନ୍ ଉଠାଉନାହାନ୍ତି ,ଡ୍ରେନ୍ ସଫା ହେଉନାହିଁ, ଭୟଙ୍କର ଜଳବନ୍ଦୀ ସମସ୍ୟା ବୁଝିବ କିଏ କହିବୁ କାହାକୁ,ନଗରଉନ୍ନୟନ ମନ୍ତ୍ରୀ ବିଚାର କରନ୍ତୁ

debasish mohanty (@debasishmo1966) 's Twitter Profile Photo

ମହା-କାଳ-ପାରାବାର ଅନନ୍ତ ଗରଭେ ମିଶଇ ସମୟ-ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ ବିଶ୍ୱ ନିଗୂଢ଼ ଶକତି । (ରଚନା: ଉତ୍କଳମଣି ଗୋପବନ୍ଧୁ ଦାସ) ଦୀନହୀନ ପାଇଁ ଅସମୟ ବନ୍ଧୁ ଭାରତ ମାତାର ଅମୃତ ସନ୍ତାନ ସେ ଯେ ଉତ୍କଳମଣୀ ଯୋଗୀ ଗୋପବନ୍ଧୁ ଉତ୍କଳମଣୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶତକୋଟି ପ୍ରଣାମ🙏

ମହା-କାଳ-ପାରାବାର ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଖିଳ ବିଶ୍ୱ ନିଗୂଢ଼ ଶକତି ।
(ରଚନା: ଉତ୍କଳମଣି ଗୋପବନ୍ଧୁ ଦାସ)

ଦୀନହୀନ ପାଇଁ  ଅସମୟ ବନ୍ଧୁ
ଭାରତ ମାତାର ଅମୃତ ସନ୍ତାନ 
ସେ ଯେ ଉତ୍କଳମଣୀ
ଯୋଗୀ ଗୋପବନ୍ଧୁ 

ଉତ୍କଳମଣୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶତକୋଟି ପ୍ରଣାମ🙏
debasish mohanty (@debasishmo1966) 's Twitter Profile Photo

@saamTVnewsTrue marathis should show Sanjay Raut vdos of Pehelgaon victims where they are saying DHARM PUCH KAR HATYA KIYA THA PAKISTANI TERRORISTS... COME ON PROPLE OF MAHARASTRA ,SHOW THIS MAN YOU R WITH VICTIMS OF PEHELGAON,He is denying that terrorists hadn't asked religion