
CMO Odisha
@cmo_odisha
Office of the Chief Minister, Odisha
ID: 4723068481
https://cm.odisha.gov.in/ 07-01-2016 10:39:52
17,17K Tweet
1,7M Followers
44 Following

ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବ୍ୟାଙ୍କସଖୀ ଭାବେ ନିଯୁକ୍ତି ସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ Mission Shakti ମା' ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। #Odisha
