ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile
ଚନ୍ଦ୍ର ଶେଖର ମିଶ୍ର

@chandra3333331

astrologer and bastuslip bedngya brahmin କାକଟପୁର ପୁରୀ ଓଡ଼ିଶା

ID: 852757636793614336

linkhttps://mishracs.blogspot.com/ calendar_today14-04-2017 05:37:18

2,2K Tweet

2,2K Followers

480 Following

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ମହାଶୟ ଆମ ପୁରୀ ଜିଲ୍ଲାର କାକଟପୁର ତହସିଲଦାର କିଛି ଜମି ମାଫିଆଙ୍କ ସହାୟତାରେ ହଜାର ହଜାର ହେକ୍ଟର ସରକାରୀ ଜମିକୁ ଚଳୁ କରିଦେଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ନେଇ ବହୁ ବିତ୍ତସାଳୀ ଲୋକଙ୍କୁ ଏ ଜମି ଦିଆଯାଇଛି। ପ୍ଳଟ ଗୁଡିକୁ ବେଆଇନ ଦଖଲକାରୀ ଦର୍ଶାଇ ଏକର ଏକର ସରକାରୀ ଜମିକୁ ଦିଆଯାଇଛି। ଏହାକୁ ଉଦ୍ଧାର କରାଯାଉ CMO Odisha

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ଆଜି ବାଙ୍ଗୁରୀଙ୍ଗା ମେଡିକାଲ ଯାଇଥିଲି ଝିଅ କୁ ଟିକେ ଥଣ୍ଡା ହେଇଥିଲା ବଟିକା ମାଗିବାରୁ କହିଲେ ବଟିକା ଆଉgovt ଦେଉନାହିଁ ତମେ ବାହାରୁ କିଣି ନିଅ। Iron ବଟିକା ମାଗିବାରୁ ଦେଲେ ଫଟାପାଣି ବାହାରୁଥିବା ନଷ୍ଟ ବଟିକା । ଏହାର ଫଟୋ ସଲଗ୍ନ କରିଛି। H & FW Dept Odisha CMO Odisha ସ୍କୁଲରେ ମଧ୍ୟ iron ବଟିକା ଦିଆ ହେଉନି। ଏହାର ବିଚାର ହେଉ ।

ଆଜି ବାଙ୍ଗୁରୀଙ୍ଗା ମେଡିକାଲ ଯାଇଥିଲି ଝିଅ କୁ ଟିକେ ଥଣ୍ଡା ହେଇଥିଲା ବଟିକା ମାଗିବାରୁ କହିଲେ ବଟିକା ଆଉgovt ଦେଉନାହିଁ ତମେ ବାହାରୁ କିଣି ନିଅ। Iron ବଟିକା ମାଗିବାରୁ ଦେଲେ ଫଟାପାଣି ବାହାରୁଥିବା ନଷ୍ଟ ବଟିକା । ଏହାର ଫଟୋ ସଲଗ୍ନ କରିଛି। <a href="/HFWOdisha/">H & FW Dept Odisha</a> <a href="/CMO_Odisha/">CMO Odisha</a> ସ୍କୁଲରେ ମଧ୍ୟ iron ବଟିକା ଦିଆ ହେଉନି। ଏହାର ବିଚାର ହେଉ ।
ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ତାର ଅଧା ଛଣ୍ଡି ଓହଳିଗଲାଣି କେତେବେଳେ କାହାର ଜୀବନ ଯିବ । କେବୁଲ ଲଗେଇବାକୁ Jeଙ୍କୁ କହିବାରୁ Je କହିଲେ ଲୋକେ ମଲେ ଦେଶର ଜନସଂଖ୍ୟା କମିଯିବ। କମ୍ପାନି ଆମକୁ କେବୁଲ ଦଉନି। ଟ୍ରାନ୍ସଫର୍ମର ପାଖରେ ଥିବା ବାକ୍ସ କୁ ଭାଙ୍ଗି ନେଇ ପଳେଇଲେଣି।

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ରେବତୀ କାନ୍ତ ରେବତୀ ରମଣ ହଳ ମୁଷଳ ଧାରଣ କାରୀ ପ୍ରଭୁ ଶ୍ରୀ ବଳଭଦ୍ର ବିଶ୍ଵ କୁ ରକ୍ଷା କରନ୍ତୁ।

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

Respected TP Central Odisha Distribution Ltd sir ଆପଣ ଦେଖିପାରୁଥିବେ ଅର୍ଦ୍ଧ ଛିଣ୍ଡା ତାର ୪ଟିphase ତାର ରୁ ଦୁଇଟି ତାର Joint ହେଇଯାଇଛି ଫଳରେ customer ର ବିଦ୍ୟୁତ ଉପକରଣ ପୋଡି ଯାଇଛି। ଏହାକୁ ତୁରନ୍ତ ମରାମତି କରାଯାଉ ଦୁଇଟି ଖୁଣ୍ଟର କେବୁଲ ତାର ଲଗାଯାଉ,ତୁମ ବିଦ୍ୟୁତକର୍ମଚାରୀ ଲୋକଙ୍କୁ ହୁକ ପକାଇ ପଇସା ନିଜେ ନେଉଛନ୍ତି ନିମ୍ନରେତଥ୍ୟ ଦିଆଗଲା

Respected <a href="/TPCentralOdisha/">TP Central Odisha Distribution Ltd</a> sir
ଆପଣ ଦେଖିପାରୁଥିବେ ଅର୍ଦ୍ଧ ଛିଣ୍ଡା ତାର ୪ଟିphase ତାର ରୁ ଦୁଇଟି ତାର Joint ହେଇଯାଇଛି ଫଳରେ customer ର ବିଦ୍ୟୁତ ଉପକରଣ ପୋଡି ଯାଇଛି। ଏହାକୁ ତୁରନ୍ତ ମରାମତି କରାଯାଉ ଦୁଇଟି ଖୁଣ୍ଟର କେବୁଲ ତାର ଲଗାଯାଉ,ତୁମ ବିଦ୍ୟୁତକର୍ମଚାରୀ ଲୋକଙ୍କୁ ହୁକ ପକାଇ ପଇସା ନିଜେ ନେଉଛନ୍ତି ନିମ୍ନରେତଥ୍ୟ ଦିଆଗଲା
ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ବିଶ୍ଵକର୍ମା ଯୋଜନା ରେ ସରପଞ୍ଚଙ୍କୁ ଦାୟିତ୍ଵମିଳିଛି ଯେ ହିତାଧିକାରୀଙ୍କ ଲିଷ୍ଟ forward କରିବାକୁ କିନ୍ତୁ ଜଳେଶ୍ଵରପଡ଼ାଗ୍ରାମପଞ୍ଚାୟତରସରପଞ୍ଚତାଙ୍କ ID କୁ ଜଣେ ଦଲାଲକୁ ୨୦ହଜାର ଟଙ୍କାରେ ବିକ୍ରିକରିଛନ୍ତି, ଦଲାଲକୁଯିଏ ୫୦୦ଟରୁ ୧୦୦୦ଟଦେଉଛି ତାକୁ select କରି ହିତାଧିକାରୀ ହିସାବରେ ପଠାଉଛି। ପ୍ରକୃତ ଲୋକ ବାଦ ପଡୁଛି, କାକଟପୁର ପୁରୀ

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ଜଳେଶ୍ଵରପଡ଼ା ଗ୍ରାମପଞ୍ଚାୟତ, କାକଟପୁର, ପୁରୀର ସରପଞ୍ଚ ତାଙ୍କର ବିଶ୍ଵକର୍ମା ଯୋଜନାର ID କୁ ୨୦ହଜାର ଟକାରେ ଏକ ଦଲାଲକୁ ବିକିଛନ୍ତି PMO India CMO Odisha Arabinda K Padhee ପ୍ରକୃତ ହିତାଧିକାରୀ ଯିଏ ଅନ୍ୟ କେଉଁଠି କରୁଛି ତାରselectionlistରୁବାଦ ପଡୁଛି ତାଙ୍କୁ ଯିଏ ୧୦୦୦ଟ ଦେଉଛି ତାକୁ select କରୁଛନ୍ତି । Ministry of MSME

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହେଲାନି କେତେ ଟଙ୍କା ନେଲେ ଦୋଷିମାନଙ୍କୁ କୋର୍ଟଚାଲାଣ କରିବେ କହିବେ ଆମେ ଦେବୁ

ଚନ୍ଦ୍ର ଶେଖର ମିଶ୍ର (@chandra3333331) 's Twitter Profile Photo

ପ୍ରତି ଗ୍ରାମରେ ମାଳମାଳ ଠାକୁର ଠାକୁରାଣୀପଜାପାଉଛନ୍ତି ମନ୍ଦିର ମାଳକୁମାଳ ଲୋକମାନଙ୍କ ମନରେ ଏତେ ହିଂସା ଦ୍ଵେଷ ହଣାକଟା ଚୋରୀ ନାରି ଧର୍ଷଣ ଆଦି ବହୁମାତ୍ରାରେ ବଢିଚାଲିଛି କଣ ପାଇଁ ବହୁମୁଲ୍ୟ ମତାମତ ଦେବେ