Anand Kumar (@anand_ku9779046) 's Twitter Profile
Anand Kumar

@anand_ku9779046

ID: 1662365171640315904

calendar_today27-05-2023 07:48:52

5,5K Tweet

1,1K Followers

2,2K Following

Amit Mohapatra (@amitmohapatra14) 's Twitter Profile Photo

ଧାନ ବିକ୍ରି ପରେ ଚାଷୀମାନେ ଅପେକ୍ଷିତ ଟଙ୍କା ନ ପାଇ ଆନ୍ଦୋଳନରେ, ଆପ୍ ଓଡ଼ିଶା ତାଙ୍କ ପ୍ରତି ସମର୍ଥନ ଦେଉଛି। #BJP_ra_Dhoka

Aditya Narayan Rath (@adityar50567390) 's Twitter Profile Photo

ବିଜେପି ଚାଷୀ ଆୟ ବଢିଥିବା କାହାଣୀ ଗାଉଛି କିନ୍ତୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଚାଷୀମାନେ ପ୍ରାପ୍ୟ ନପାଇ ଓ ଘର ଛାଡ଼ି ଆନ୍ଦୋଳନ କରୁଛନ୍ତି ଭୁବନେଶ୍ଵରର ରାଜରାସ୍ତାରେ। #BJP_ra_Dhoka

Basukishor Das (@basukishor38609) 's Twitter Profile Photo

ଗୋଟିଏ ପଟେ ବିଜେପି ଆୟ ଦୁଇ ଗୁଣ ବଢିଛି କୁହୁଛି, ଅନ୍ୟପଟେ ଚାଷୀ ତାଙ୍କ ପାଇଁ ନ୍ୟାୟ ଦାବି କରି ଭୁବନେଶ୍ଵର ରାଜପଥ ଉପରେ ଆନ୍ଦୋଳନ କରୁଛନ୍ତି। #BJP_ra_Dhoka

Sandipta Das (@d_sandiptaa) 's Twitter Profile Photo

ବିଜେପିର ମନ୍ତ୍ରୀମାନେ ଚାଷୀ ଆୟ ଦୁଇ ଗୁଣ ବଢିବା ଦାବି କରୁଛନ୍ତି, କିନ୍ତୁ ଚାଷୀମାନେ ତାଙ୍କ ପ୍ରାପ୍ୟ ନପାଇ ଭୁବନେଶ୍ଵର ରାଜପଥରେ ଖରାବର୍ଷାର ଭୟକୁ ଭ୍ରୁକ୍ଷେପ ନ କରି ଆନ୍ଦୋଳନ କରୁଛନ୍ତି। #BJP_ra_Dhoka

Prakash Kumar (@prakashk30772) 's Twitter Profile Photo

ରାଇଘର ଚାଷୀମାନେ ୪.୪୧ କୋଟି ଟଙ୍କା ପାଇଁ ରାଜପଥରେ ଧାରଣାରେ ବସିଛନ୍ତି, ଆପ୍ ଓଡ଼ିଶା ତାଙ୍କ ନ୍ୟାୟ ପାଇଁ ଲଢ଼ୁଛି। #BJP_ra_Dhoka

Santosh Khuntia (@santosh50335308) 's Twitter Profile Photo

ଧାନ ବିକ୍ରି ପରେ ବକେୟା ଟଙ୍କା ନ ମିଳିବାରେ ରାଇଘର ବ୍ଲକର ୩୪୪ ଚାଷୀ ଭୁବନେଶ୍ୱରରେ ଧାରଣା ଦେଉଛନ୍ତି, ଆପ୍ ଓଡ଼ିଶା ବିଜେପିର ଏହି ଅନ୍ୟାୟକୁ ବିରୋଧ କରୁଛି। #BJP_ra_Dhoka

Jitendra Behera (@g10dra_behera) 's Twitter Profile Photo

ଗୋଟିଏ ପଟେ ବିଜେପି ଆୟ ଦୁଇ ଗୁଣ ବଢିଛି କୁହୁଛି, ଅନ୍ୟପଟେ ଚାଷୀ ତାଙ୍କ ପାଇଁ ନ୍ୟାୟ ଦାବି କରି ଭୁବନେଶ୍ଵର ରାଜପଥ ଉପରେ ଆନ୍ଦୋଳନ କରୁଛନ୍ତି। #BJP_ra_Dhoka

Bishnu Prasad Panda (@papaaadishree) 's Twitter Profile Photo

ବିଜେପି ଓଡ଼ିଶା ମିଛରେ କୁହାଟ ମାରୁଛି ଚାଷୀ ଆୟ ଦୁଇ ଗୁଣ, କିନ୍ତୁ ସତ୍ୟ ହେଲା ଏହା ଯେ, ଚାଷୀ ତାର ପ୍ରାପ୍ୟ ନ ପାଇ ଖରାବର୍ଷାକୁ ଖାତିର ନ କରି ଆନ୍ଦୋଳନ କରୁଛି ଭୁବନେଶ୍ଵରର ରାଜରାସ୍ତାରେ। #BJP_ra_Dhoka

Pankaj Kumar Nayak (@pankajdkl) 's Twitter Profile Photo

ବକେୟା ଧାନ ଟଙ୍କା ମିଳିବା ଦାବିରେ ଚାଷୀ ରାସ୍ତାକୁ ଓହ୍ଲଇଛନ୍ତି, ଆପ୍ ଓଡ଼ିଶା ସରକାରଙ୍କ ଚାଷୀ ମାରଣା ନୀତି ବିରୁଦ୍ଧର। #BJP_ra_Dhoka

Balmiki Naik (@naikbalmiki) 's Twitter Profile Photo

ଧାନ ବିକ୍ରି ପରେ ଚାଷୀମାନେ ଅପେକ୍ଷିତ ଟଙ୍କା ନ ପାଇ ଆନ୍ଦୋଳନରେ, ଆପ୍ ଓଡ଼ିଶା ତାଙ୍କ ପ୍ରତି ସମର୍ଥନ ଦେଉଛି। #BJP_ra_Dhoka

AAP Odisha 🇮🇳 (@aapodisha) 's Twitter Profile Photo

କେହି କେତେବି ବଡ ଲୋକ କିମ୍ବା ନେତା ହୁଅନ୍ତୁ ନା କାହିଁକି, ପଞ୍ଜାବରେ ନିଶା ବିରୁଦ୍ଧରେ ଯୁଦ୍ଧରେ କାହାରିକୁ ଛଡା ଯିବନାହିଁ🔥

AAP Odisha 🇮🇳 (@aapodisha) 's Twitter Profile Photo

ପଞ୍ଜାବକୁ ନିଶାର ଦଳ ଭିତରକୁ ପଠେଇ ଥିବା କୌଣସି ବ୍ୟକ୍ତିଙ୍କୁ ଛାଡିବ ନାହିଁ AAP ସରକାର, ସେ କେତେବି ଶକ୍ତିଶାଳୀ ହେଇଥାଉ ନା କାହିଁକି‼️

AAP Odisha 🇮🇳 (@aapodisha) 's Twitter Profile Photo

✋ ନିଶା ନୁହେଁ, ଜୀବନକୁ ବାଛିବା!✅ ସଚେତନ ହେବା, ଅନ୍ୟଙ୍କୁ ସଚେତନ କରିବା। ନିଶା ବିନା ସୁସ୍ଥ, ସୁନ୍ଦର ଓ ସୁନିଶ୍ଚିତ ଭବିଷ୍ୟତ ଗଠନ କରିବା।🤝 #drugfreesociety #StopDrugAbuse #SayNoToDrugs #26June

✋ ନିଶା ନୁହେଁ, ଜୀବନକୁ ବାଛିବା!✅
ସଚେତନ ହେବା, ଅନ୍ୟଙ୍କୁ ସଚେତନ କରିବା। 
ନିଶା ବିନା ସୁସ୍ଥ, ସୁନ୍ଦର ଓ ସୁନିଶ୍ଚିତ ଭବିଷ୍ୟତ ଗଠନ କରିବା।🤝
#drugfreesociety #StopDrugAbuse #SayNoToDrugs #26June
AAP Odisha 🇮🇳 (@aapodisha) 's Twitter Profile Photo

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କର ଦୁଇ ଦିନିଆ ଗଞ୍ଜାମ ଗସ୍ତ। 👉ଯୋଗ ଦେବେ ଦୁଇ ଦିନିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରିରେ । Nishikanta Mohapatra AAP Virender Singh Kadian

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କର ଦୁଇ ଦିନିଆ ଗଞ୍ଜାମ ଗସ୍ତ।   👉ଯୋଗ ଦେବେ ଦୁଇ ଦିନିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରିରେ ।
<a href="/nishimohapatra/">Nishikanta Mohapatra</a>
<a href="/AamAadmiParty/">AAP</a>
<a href="/virenderrkadian/">Virender Singh Kadian</a>
AAP Odisha 🇮🇳 (@aapodisha) 's Twitter Profile Photo

ବରଗଡରେ ଧାନ ସଂଗ୍ରହ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ହଜାର ଚାଷୀଙ୍କର ୫ ଲକ୍ଷ କୁଇଣ୍ଟାଲ ଧାନ ଏବେ ବି କିଣା ହୋଇନାହିଁ, ଜୁନ 30 ତାରିଖ ସୁଦ୍ଧା ରବି ଧାନ ସଂଗ୍ରହ ଶେଷ ତାରିଖ ଥିବାରୁ ଚାଷୀମାନଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି, ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦିଆଯାଇଛି।

ପଞ୍ଜାବକୁ ନିଶାମୁକ୍ତ ରାଜ୍ୟ ବନେଇବା ପାଇଁ ଯୁଦ୍ଧ ସ୍ତରରେ କାମ କରୁଛି AAP ସରକାର 🔥💯