Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile
Amaresh Biswal I ଅମରେଶ ବିଶ୍ୱାଳ

@amareshbiswal72

Journalist & Writer, Deputy Editor, OTV
FB:facebook.com/amaresh.biswal1
YT:youtube.com/@amareshbiswal
Ins:instagram.co/amaresh_is_a_f…

ID: 4178802260

calendar_today09-11-2015 11:42:24

6,6K Tweet

2,2K Followers

999 Following

ଓଟିଭି (@otvkhabar) 's Twitter Profile Photo

‘#ପାକିସ୍ତାନକୁ_ମିଳିବ_ମୁହଁତୋଡ଼_ଜବାବ୍’ 'ଭାରତ ଓ କୁଏତ୍‌ର ହଜାର ବର୍ଷର ସମ୍ପର୍କ। ହମଲା କଲେ ପାକିସ୍ତାନକୁ ମିଳିବ ମୁହଁତୋଡ଼ ଜବାବ । ଆତଙ୍କବାଦ ବିପକ୍ଷରେ ଭାରତର ଏ ଆଭିମୁଖ୍ୟକୁ ସମସ୍ତେ ଗ୍ରହଣ କରୁଛନ୍ତି।' -ବୈଜୟନ୍ତ ପଣ୍ଡା, ବିଜେପି ସାଂସଦ #BaijayantPanda #IndiaKuwaitRelations #AntiTerrorismIndia #OperationSindoor

ଓଟିଭି (@otvkhabar) 's Twitter Profile Photo

#BreakingNews #ପୁଞ୍ଜିଲାଲ_ମେହେରକୁ_ଆଜୀବନ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । #PunjilalMeher #PatnagarhParcelBomb #Balangir #Odisha #OTV

ଓଟିଭି (@otvkhabar) 's Twitter Profile Photo

#୫_କୋଭିଡ୍‌_ପଜିଟିଭ୍‌_ଚିହ୍ନଟ ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ । ୪ ଜଣ ପୁରୁଷ ଓ ଜଣେ ମହିଳା ପଜିଟିଭ୍‌ ଚିହ୍ନଟ । #COVID19 #OTV

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

ପୁଣି ଏକ ନାମ ପରିବର୍ତ୍ତନ ପ୍ରହସନ। ରାଜଧାନୀ ଭୁବନେଶ୍ୱରର ଷ୍ଟେସନ ଛକ 'ମାଷ୍ଟର କ୍ୟାଣ୍ଟିନ'ର ନାମ ପରିବର୍ତ୍ତନ ପାଇଁ ସୁପାରିଶ ହୋଇଛି। ଏଥିରେ ଆପଣ ରାଜି କି? #MasterCanteen #Bhubaneswar

ଏଇ ଆମ ସଂସ୍କାର। ଯାତ୍ରାକମିଟି କହିଥିଲା, ନିଶା ଆଇଟମ୍ ନାଚିବେ। ଦର୍ଶକେ ୪୦୦ ଟଙ୍କିଆ ଟିକଟ କାଟି ଆସିଲେ। ନିଶା ମଧ୍ୟ ଭିଡିଓ ଛାଡି ଦର୍ଶକଙ୍କୁ ଡାକିଲେ, କାଲିକି ବ୍ରହ୍ମପୁର ପାଖ ଅଙ୍କୁଶପୁର ଆସ, ରାତି ରଙ୍ଗୀନ କରିବା। ନିଶା ଆସିଲେ, କିନ୍ତୁ ଗାଡ଼ିରୁ ଓହ୍ଲାଇଲେ ନାହିଁ। ତେଣୁ ସଂସ୍କୃତିପ୍ରେମୀ ଦର୍ଶକ ଏମିତି କାନ୍ଦିଲେ। ଛି ଛି !

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

କ୍ରିକେଟ୍ ପାଗଳ ଏ ଦେଶରେ ଏଇଆ ହିଁ ହେବ। ବାଙ୍ଗାଲୋରର IPL ବିଜୟ ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବାକୁ ଥିବା ବିଜୟ ଉତ୍ସବ ପୂର୍ବରୁ ପ୍ରଶଂସକଙ୍କ ମଧ୍ୟରେ ଦଳଚକଟା। #Stampede #Bengaluru #ChinnaswamyStadium #BengaluruStampede #IPL

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ପୂର୍ବତନ ପୁରୀ ସାଂସଦ ଓ ତୃଣମୂଳ କଂଗ୍ରେସର ମହିଳା ସାଂସଦ ମୋହୁଆ ମୋଇତ୍ର ବାହା ହେଇଗଲେ। ଏହି ଘଟଣା ସଂପର୍କରେ କ'ଣ ଆପଣ ନିଜର ମନ୍ତବ୍ୟ ଦେବାକୁ ଚାହିଁବେ?

ପିନାକୀ-ମୋହୁଆ ହାତଗଣ୍ଠି ପରେ ଏଇ ତିନିଟି ପ୍ରସଙ୍ଗ ନିଶ୍ଚୟ ଉଠିପାରେ... ୧. ଓଡ଼ିଶା ପଶ୍ଚିମବଙ୍ଗ ଆଳୁ ବିବାଦର ସ୍ଥାୟୀ ସମାଧାନ ହୋଇଯାଇ ପାରେ ୨. ଓଡ଼ିଶା ଓ ପଶ୍ଚିମବଙ୍ଗ ରସଗୋଲା ବିବାଦକୁ ନେଇ ମତାନ୍ତର ହୋଇପାରେ ୩. ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିବା 'ଧାମ' ବିବାଦ ପ୍ରଶମିତ ହୋଇପାରେ

BOOK INN (@bookinnodisha) 's Twitter Profile Photo

ସେତେବେଳେ ଛଅ ପଇସା ଥିଲା ଏ ବହିର ଦାମ ଲେଖକ ଓ ପ୍ରକାଶକ : ମାଗୁଣୀ ମହାପାତ୍ର #odiabooks #odiasahitya

ସେତେବେଳେ ଛଅ ପଇସା ଥିଲା ଏ ବହିର ଦାମ
ଲେଖକ ଓ ପ୍ରକାଶକ : ମାଗୁଣୀ ମହାପାତ୍ର
#odiabooks #odiasahitya
Bikash_Palai (@bikashpalai07) 's Twitter Profile Photo

ଆମେ କେଉଁଠି ଅଛନ୍ତି, ହେଲେ ନିଜକୁ ଜାଣିପାରୁନାହାନ୍ତି

ଆମେ କେଉଁଠି ଅଛନ୍ତି, ହେଲେ ନିଜକୁ ଜାଣିପାରୁନାହାନ୍ତି
Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରଦତ୍ତ ଓଡ଼ିଆ ଭାଷା ପାଇଁ ୨୦୨୫ ବର୍ଷର 'ବାଲ୍ ସାହିତ୍ୟ ପୁରସ୍କାର' ପାଇବେ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ। ସେ ତାଙ୍କ ଶିଶୁ ପୁସ୍ତକ 'କେତେ ଫୁଲ ଫୁଟିଚି' ପାଇଁ ଏହି ପୁରସ୍କାର ପାଇବେ। ସେହପରି ଗଳ୍ପ ପୁସ୍ତକ 'କଦମ୍ବବନ' ପାଇଁ 'ଯୁବ ପୁରସ୍କାର' ପାଇବେ ସୁବ୍ରତ ସେନାପତି।

ଏକବିଂଶ ଶତାବ୍ଦୀରେ ଆମେ ପୁଣି କଲେରା ସହ ଲଢ଼ୁଚନ୍ତି, ତାହା ପୁଣି ଓଡ଼ିଶାର କୌଣସି ଉପାନ୍ତ ଜିଲ୍ଲା ନୁହେଁ, ବିକଶିତ ଉପକୂଳ ଜିଲ୍ଲାରେ। ଏହାଠାରୁ ଲଜ୍ଜକର କଥା ଆଉ କଣ ଥାଇପାରେ। ଏଥିପାଇଁ ଆପଣ କାହାକୁ ଦାୟୀ କରିବେ? ଅସହାୟ ସରକାରଙ୍କୁ ନା ବିକୃତ ଜୀବନଶୈଳୀ ବଞ୍ଚୁଥିବା ଜନତାଙ୍କୁ?

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

#କିଏ_ଦାୟୀ? କଲେରା ବ୍ୟାପୀବା ପାଇଁ କିଏ ଦାୟୀ? ---------------------------- (ଏକବିଂଶ ଶତାବ୍ଦୀରେ ମଧ୍ୟ ଆମକୁ କଲେରା ସହ ଲଢ଼ିବାକୁ ପଡୁଛି, ପୁଣି ଓଡ଼ିଶାର ବିକଶିତ ଉପକୂଳ ଜିଲ୍ଲାରେ। ଲଜ୍ଜାକର କଥା। ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?) #SocialMediaSurvey

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

ଯିଏ ନିଜେ ଯୁଦ୍ଧର ଗୋଟେ ଅଂଶୀଦାର, ଯୁଦ୍ଧର ଗୋଟେ ପକ୍ଷ, ସେ କେମିତି ମଧ୍ୟସ୍ଥି ସାଜି ଯୁଦ୍ଧ ବିରତି ଘୋଷଣା କରୁଚି? ତଥାପି ନୋବେଲ ଶାନ୍ତି ପୁରସ୍କାର ମିଳିବନି ! 🤣

Amaresh Biswal I ଅମରେଶ ବିଶ୍ୱାଳ (@amareshbiswal72) 's Twitter Profile Photo

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ OAS ଅଫିସର ତଥା ଅତିରିକ୍ତ କମିଶନରଙ୍କୁ ତାଙ୍କରି ଅଫିସ୍ ଭିତରେ ପଶି ଘୋଷାରି ଘୋଷାରି ବିଧା ଗୋଇଠା ମାରିଲେ। ଭିଡିଓ ଦେଖି ନିଜର ମତାମତ ଦିଅନ୍ତୁ। #Bhubaneswar

ଓଟିଭି (@otvkhabar) 's Twitter Profile Photo

ପ୍ରଶ୍ନ:- BMCର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ OAS ସଂଘ ଦାବି କରିଛି। ସଂଘର ଏହି ଦାବି ଯୁକ୍ତିଯୁକ୍ତ କି? #OTVJanamata #OTV #Janamata #PublicOpinion #SocialMediaSurvey