
District Magistrate Khordha
@dmkhordha
Office Of The Collector and District Magistrate, Khordha
ID: 875692912306249728
https://khordha.odisha.gov.in 16-06-2017 12:33:54
3,3K Tweet
17,17K Followers
253 Following




ଭୁବନେଶ୍ବରର ସଫଳ ଗୋ ଚାଷୀ ଶ୍ରୀମତୀ କାଞ୍ଚନ ଦାସ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ବୀମାର ପ୍ରିମିୟମ ରାଶି ଉପରେ ଶତକଡା ୮୫ ଭାଗ ରିହାତି ନେଇଛନ୍ତି CMO Odisha GOKULANANDA MALLICK Directorate of AH&VS Odisha Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS I & PR Department, Odisha District Magistrate Khordha

ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଠାରେ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପସ୍ତୁତ ବିଭିନ୍ନ ସାମଗ୍ରୀର ପଦର୍ଶନ କରାଯାଇଥିଲା l CMO Odisha


ଓଡ଼ିଶା ଉଠାଜଳସେଚନ ନିଗମ ଦ୍ଵାରା ନିର୍ମାଣ କରାଯାଉଥିବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ତା ୦୧.୦୭.୨୦୨୫ ରୁ ୨୫.୦୭.୨୦୨୫ ରିଖ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ବିଭାଗର website: odishalift.com ମାଧ୍ୟମରେ ଆବେଦନ କରିବାକୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରାଯାଉଅଛି। #OLIC #OdishaWater CMO Odisha


ଭୁବନେଶ୍ବରର ଗୋପାଳକ ଶ୍ରୀ ବିପିନ ଦାସ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ବୀମା ଯୋଜନାରେ ତାଙ୍କ ପାଳିତ ଗାଈର ମୃତ୍ୟୁପରେ ବୀମା ସହାୟତା ରାଶି ଲାଭ କରି ଉପକୃତ ହୋଇପାରିଛନ୍ତି । CMO Odisha GOKULANANDA MALLICK Directorate of AH&VS Odisha Omfed Official olrdsahd Veterinary Officers Training Institute Suresh Kr. Vashishth Vijay IAS I & PR Department, Odisha



ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l CMO Odisha Jana Sunani I & PR Department, Odisha


Peer State Reviewers from J&K UT visited various AWCs under the Suposhit Gram Panchayat Abhiyaan of POSHAN Abhiyaan.They verified on-ground progress and interacted with beneficiaries in qualified GPs-boosting community engagement and nutritional awareness! CMO Odisha Department of WCD, Government of Odisha




ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ବାଲିପାଟଣା ବ୍ଲକ ଅନ୍ତର୍ଗତ ତୁରିନ୍ତିରା ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l CMO Odisha Jana Sunani I & PR Department, Odisha



ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା! କୃଷକ ରେଜିଷ୍ଟ୍ରି ପୋର୍ଟାଲ୍(odfr.agristack.gov.in)ରେ ପଞ୍ଜିକରଣ ନିମନ୍ତେ ବିଭାଗ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ସମୂହକୁ ଅନୁସରଣ କରନ୍ତୁ। Kanak Vardhan Singh Deo (Modiji Ka Parivar) Arabinda K Padhee


ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତିରୋଧ ଓ ନିରାକରଣ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । H & FW Dept Odisha


ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମ ପଞ୍ଚାୟତ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l CMO Odisha Jana Sunani I & PR Department, Odisha
