DM KALAHANDI (@dmkalahandi) 's Twitter Profile
DM KALAHANDI

@dmkalahandi

Office of the Collector and District Magistrate, Kalahandi

ID: 876460712259866624

linkhttps://kalahandi.odisha.gov.in calendar_today18-06-2017 15:24:52

2,2K Tweet

14,14K Followers

196 Following

DM KALAHANDI (@dmkalahandi) 's Twitter Profile Photo

କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ-୨୦୨୫ ପାଳନ ଅବସରରେ ସଚେତନତା ରଥ, ମିନି ମାରାଥନ୍ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । exciseodisha CMO Odisha #InternationalDayAgainstDrugAbuse

କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ-୨୦୨୫ ପାଳନ ଅବସରରେ ସଚେତନତା ରଥ, ମିନି ମାରାଥନ୍ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
exciseodisha
CMO Odisha
#InternationalDayAgainstDrugAbuse
DM KALAHANDI (@dmkalahandi) 's Twitter Profile Photo

Steering Committee Meeting on Elimination of Malaria along with prevention and Control of Malaria, Dengue, Diarrhoea in Kalahandi District along with unavailing of Flash Cards for Dengue control was held under the Chairmanship of Collector & DM in Res office Conf Hall today.

Steering Committee Meeting on Elimination of Malaria along with prevention and Control of Malaria, Dengue, Diarrhoea in Kalahandi District along with unavailing of Flash Cards for Dengue control was held under the Chairmanship of Collector & DM in Res office Conf Hall today.
CEO Odisha (@odishaceo) 's Twitter Profile Photo

ଭକ୍ତିର ବନ୍ଧନ, ଏକତାର ସ୍ପନ୍ଦନ, ଚତୁର୍ଧା ମୂର୍ତ୍ତିଙ୍କ ଦିବ୍ୟ ରଥ-ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହୃଦୟପୁର୍ଣ୍ଣ ଶୁଭେଚ୍ଛା ଜଣାଉଛୁ ଓ ମଙ୍ଗଳମୟ କାମନା କରୁଛୁ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #ECI #CEOOdisha #Rathayatra2025 #Puri #Odisha

କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା! କୃଷକ ରେଜିଷ୍ଟ୍ରି ପୋର୍ଟାଲ୍(odfr.agristack.gov.in)ରେ ପଞ୍ଜିକରଣ ନିମନ୍ତେ ବିଭାଗ ଦ୍ଵାରା ପ୍ରଦତ୍ତ ପରାମର୍ଶ ସମୂହ ଅନୁସରଣ କରନ୍ତୁ। Kanak Vardhan Singh Deo (Modiji Ka Parivar) Arabinda K Padhee

DM KALAHANDI (@dmkalahandi) 's Twitter Profile Photo

ବ୍ଲକ ଅଧ୍ୟକ୍ଷ, ଜୁନାଗଡ଼, ଜିଲ୍ଲାପାଳ, କଳାହାଣ୍ଡି, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ମୁଖ୍ୟାଳୟ, ଜୁନାଗଡ଼ରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୪୩ଟି ଅଭିଯୋଗ ଶୁଣାଯାଇଥିଲା, ଯାହାରେ ୬ଟି ଅଭିଯୋଗର ସମାଧାନ ସ୍ଥଳରେ ତୁରନ୍ତ କରାଯାଇଅଛି। CMO Odisha I & PR Department, Odisha

ବ୍ଲକ ଅଧ୍ୟକ୍ଷ, ଜୁନାଗଡ଼, ଜିଲ୍ଲାପାଳ, କଳାହାଣ୍ଡି, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ମୁଖ୍ୟାଳୟ, ଜୁନାଗଡ଼ରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି।
ମୋଟ ୪୩ଟି ଅଭିଯୋଗ ଶୁଣାଯାଇଥିଲା, ଯାହାରେ ୬ଟି ଅଭିଯୋଗର ସମାଧାନ ସ୍ଥଳରେ ତୁରନ୍ତ କରାଯାଇଅଛି।

CMO Odisha
I & PR Department, Odisha
DM KALAHANDI (@dmkalahandi) 's Twitter Profile Photo

The District Agricultural Strategy Committee Meeting for Kharif 2025 was convened on 14. 07. 2025 under the chairmanship of the Collector, Kalahandi. The meeting was attended by relevant district officials, along with farmers' representatives. CMO Odisha କୃଷି ବିଭାଗ, ଓଡ଼ିଶା

The District Agricultural Strategy Committee Meeting for Kharif 2025 was convened on 14. 07. 2025 under the chairmanship of the Collector, Kalahandi. The meeting was attended by relevant district officials, along with farmers' representatives.
CMO Odisha
କୃଷି ବିଭାଗ, ଓଡ଼ିଶା
DM KALAHANDI (@dmkalahandi) 's Twitter Profile Photo

Suraj Nag, a bright student from Bandhpari who had to migrate for work, is now pursuing +2 Arts at Maa Manikeswari Univ with support from DM, Kalahandi — including hostel, books & ₹56,720 grant. CMO Odisha EducationOdisha

Suraj Nag, a bright student from Bandhpari who had to migrate for work, is now pursuing +2 Arts at Maa Manikeswari Univ with support from DM, Kalahandi — including hostel, books & ₹56,720 grant.
CMO Odisha
EducationOdisha
CEO Odisha (@odishaceo) 's Twitter Profile Photo

ଭୋଟର ଭାବେ ଆପଣଙ୍କ ପରିଚୟପତ୍ରକୁ ବଜାୟ ରଖିବାପାଇଁ ଏବଂ ବିଭିନ୍ନ ଅନ୍ୟ ଫର୍ମ ବିଷୟରେ ଜାଣିବା ପାଇଁ, ଟୋଲ୍ ଫ୍ରି ନମ୍ୱର 1950 ରେ କଲ୍ କରନ୍ତୁ । ସମସ୍ତ ଫର୍ମ ଅନˎ-ଲାଇନˎରେ ପାଇବା ପାଇଁ ଆମ ୱେବସାଇଟ୍ voters.eci.gov.in ପରିଦର୍ଶନ କରନ୍ତୁ। #ECI #CEOOdisha #1950 #Voterhelpline #Form6 #Form8

ଭୋଟର ଭାବେ ଆପଣଙ୍କ ପରିଚୟପତ୍ରକୁ ବଜାୟ ରଖିବାପାଇଁ ଏବଂ ବିଭିନ୍ନ ଅନ୍ୟ ଫର୍ମ ବିଷୟରେ ଜାଣିବା ପାଇଁ, ଟୋଲ୍ ଫ୍ରି ନମ୍ୱର 1950 ରେ କଲ୍ କରନ୍ତୁ ।
ସମସ୍ତ ଫର୍ମ ଅନˎ-ଲାଇନˎରେ ପାଇବା ପାଇଁ ଆମ ୱେବସାଇଟ୍ voters.eci.gov.in ପରିଦର୍ଶନ କରନ୍ତୁ।

#ECI #CEOOdisha #1950 #Voterhelpline #Form6 #Form8
DM KALAHANDI (@dmkalahandi) 's Twitter Profile Photo

Under DM Kalahandi’s leadership, district-wide workshops on sexual assault prevention, ICC mechanisms, and grievance redressal have begun in all institutions. Today, DM Kalahandi addressed students at Maa Manikeswari Univ & Kesinga Mahavidyalaya, reinforcing commitment to safety.

Under DM Kalahandi’s leadership, district-wide workshops on sexual assault prevention, ICC mechanisms, and grievance redressal have begun in all institutions. Today, DM Kalahandi addressed students at Maa Manikeswari Univ & Kesinga Mahavidyalaya, reinforcing commitment to safety.
DM KALAHANDI (@dmkalahandi) 's Twitter Profile Photo

The Orientation Programme on Urban Initiatives was organised by DUDA Kalahandi for the Chairpersons, Vice Chairpersons and Councillors of Urban Local Bodies on 18th July 2025 at the DPMU Conferences Hall, Bhawanipatna H & UD Dept

The Orientation Programme on Urban Initiatives was organised by DUDA Kalahandi for the Chairpersons, Vice Chairpersons and Councillors of Urban Local Bodies on 18th July 2025 at the DPMU Conferences Hall, Bhawanipatna
H & UD Dept
DM KALAHANDI (@dmkalahandi) 's Twitter Profile Photo

ବ୍ଲକ ଅଧ୍ୟକ୍ଷ, ଲାଞ୍ଜିଗଡ଼, ଜିଲ୍ଲାପାଳ, କଳାହାଣ୍ଡି ଓ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ମୁଖ୍ୟାଳୟ, ଲାଞ୍ଜିଗଡ଼ରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୬୩ଟି ଅଭିଯୋଗ ଶୁଣାଯାଇଥିଲା, ଯାହାରୁ ୧୩ଟି ଅଭିଯୋଗର ସମାଧାନ ସ୍ଥଳରେ ତୁରନ୍ତ କରାଯାଇଅଛି। CMO Odisha I & PR Department, Odisha

ବ୍ଲକ ଅଧ୍ୟକ୍ଷ, ଲାଞ୍ଜିଗଡ଼, ଜିଲ୍ଲାପାଳ, କଳାହାଣ୍ଡି ଓ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ମୁଖ୍ୟାଳୟ, ଲାଞ୍ଜିଗଡ଼ରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି।
ମୋଟ ୬୩ଟି ଅଭିଯୋଗ ଶୁଣାଯାଇଥିଲା, ଯାହାରୁ ୧୩ଟି ଅଭିଯୋଗର ସମାଧାନ ସ୍ଥଳରେ ତୁରନ୍ତ କରାଯାଇଅଛି।

CMO Odisha
I & PR Department, Odisha
Labour Commissioner, Odisha (@labourodisha) 's Twitter Profile Photo

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଜାଣି ରଖନ୍ତୁ - ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ) ଆଇନ, ୧୯୭୯ ଅନୁସାରେ - ⦁ଶ୍ରମିକଙ୍କୁ ନେବା ନିମନ୍ତେ ଠିକାଦାରଙ୍କର ଗୋଟିଏ ବୈଧ ଅନୁମତି ପତ୍ର ବା ଲାଇସେନ୍ସ ଥିବା ଆବଶ୍ୟକ । ⦁ପ୍ରତ୍ୟେକ ଶ୍ରମିକଙ୍କୁ ଠିକାଦାର ଗୋଟିଏ ପରିଚୟ ପତ୍ର ଦେବେ ଯେଉଁଥିରେ

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଜାଣି ରଖନ୍ତୁ -
ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ) ଆଇନ, ୧୯୭୯ ଅନୁସାରେ -
⦁ଶ୍ରମିକଙ୍କୁ ନେବା ନିମନ୍ତେ ଠିକାଦାରଙ୍କର ଗୋଟିଏ ବୈଧ ଅନୁମତି ପତ୍ର ବା ଲାଇସେନ୍ସ ଥିବା ଆବଶ୍ୟକ ।
⦁ପ୍ରତ୍ୟେକ ଶ୍ରମିକଙ୍କୁ ଠିକାଦାର ଗୋଟିଏ ପରିଚୟ ପତ୍ର ଦେବେ ଯେଉଁଥିରେ
CEO Odisha (@odishaceo) 's Twitter Profile Photo

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ! ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ। #ECI #CEOOdisha #SIR2025 #Voterlist #Form6

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ!
ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ।

#ECI #CEOOdisha #SIR2025 #Voterlist #Form6
DM KALAHANDI (@dmkalahandi) 's Twitter Profile Photo

DM Kalahandi led the Mega Plantation Drive under ‘Ek Ped Maa Ke Naam 2.0’ at Gopabandhu Govt. High School, Biswanathpur, joined by Sub-Collector Bhawanipatna, DEO& officials. Citizens are urged to plant a tree as a tribute to their mothers. #ekpedmaakenaam Odisha Forest, Env. and Climate Change Department

DM Kalahandi led the Mega Plantation Drive under ‘Ek Ped Maa Ke Naam 2.0’ at Gopabandhu Govt. High School, Biswanathpur, joined by Sub-Collector Bhawanipatna, DEO& officials.
Citizens are urged to plant a tree as a tribute to their mothers.
#ekpedmaakenaam
Odisha Forest, Env. and Climate Change Department
CEO Odisha (@odishaceo) 's Twitter Profile Photo

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.
CDM & PHO, KALAHANDI (@healthkalahandi) 's Twitter Profile Photo

District Level Health Review meeting was held on 22nd July 2025 under the Chairmanship of Collector & DM Kalahandi in presence of CDM & PHO, all district & block level health staff and all line department. DM KALAHANDI NHM Odisha H & FW Dept Odisha

District Level Health Review meeting was  held on 22nd July 2025 under the Chairmanship of Collector & DM Kalahandi in presence of CDM & PHO,  all district & block level health staff and all line department.
DM KALAHANDI
NHM Odisha
H & FW Dept Odisha
CEO Odisha (@odishaceo) 's Twitter Profile Photo

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ। #ECI #CEOOdisha #RUPP

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ।
#ECI #CEOOdisha #RUPP
CEO Odisha (@odishaceo) 's Twitter Profile Photo

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା! #ECI #CEOOdisha #Kargilvijaydiwas2025 #largestdemocracy

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ
ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା!

#ECI #CEOOdisha #Kargilvijaydiwas2025 #largestdemocracy