Collector & DM, Malkangiri (@dm_malkangiri) 's Twitter Profile
Collector & DM, Malkangiri

@dm_malkangiri

Office of the District Magistrate, Malkangiri

ID: 1140504899718766592

linkhttps://malkangiri.nic.in/ calendar_today17-06-2019 06:22:12

6,6K Tweet

12,12K Followers

128 Following

CEO Odisha (@odishaceo) 's Twitter Profile Photo

ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଓଡ଼ିଶାର ବୁଥ-ସ୍ତରୀୟ ଅଧିକାରୀ (BLO) ଏବଂ BLO ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ IIIDEM,ନୂଆଦିଲ୍ଲୀରେ ଆରମ୍ଭ ହୋଇଛି । #IIIDEM #BLO

ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଓଡ଼ିଶାର ବୁଥ-ସ୍ତରୀୟ ଅଧିକାରୀ (BLO) ଏବଂ BLO ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ IIIDEM,ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ।
#IIIDEM #BLO
Collector & DM, Malkangiri (@dm_malkangiri) 's Twitter Profile Photo

ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। CMO Odisha

'ବିକାଶ ମେଳା - ୨୦୨୫' ର ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha #BikashitaOdisha #BarshaEkUpalabdhiAnek #bikashitaodishabikashitabharat

'ବିକାଶ ମେଳା - ୨୦୨୫' ର  ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha #BikashitaOdisha #BarshaEkUpalabdhiAnek #bikashitaodishabikashitabharat
CEO Odisha (@odishaceo) 's Twitter Profile Photo

ଆପଣଙ୍କ ଭୋଟର ପରିଚୟପତ୍ର ଠାରୁ ଆରମ୍ଭ କରି ନିର୍ବାଚନୀ ସୂଚନା ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନ ପାଇଁ, ଆମ ଟୋଲ୍-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର 1950 ସଦା ଆପଣଙ୍କ ସହାୟତାରେ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #ECI #CEOOdisha #1950 #Voterhelplinenumber

Collector & DM, Malkangiri (@dm_malkangiri) 's Twitter Profile Photo

A district-level preparatory meeting for the Tabletop Exercise on Disaster Preparedness was held at the Zilla Parishad Conference Hall, Malkangiri in the presence of ADM and other officials. CMO Odisha Revenue & DM Department, Government of Odisha Odisha State Disaster Management Authority I & PR Department, Odisha #DisasterPreparedness #DisasterManagement

A district-level preparatory meeting for the Tabletop Exercise on  Disaster Preparedness was held at the Zilla Parishad Conference Hall, Malkangiri in the presence of ADM and other officials. CMO Odisha Revenue & DM Department, Government of Odisha Odisha State Disaster Management Authority I & PR Department, Odisha
#DisasterPreparedness #DisasterManagement
Collector & DM, Malkangiri (@dm_malkangiri) 's Twitter Profile Photo

'ବିକାଶ ମେଳା - ୨୦୨୫' ର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha #bikashitaodishabikashitabharat #bikashitaodisha #barshaekuplabdhianek

ଆଜି ସପ୍ତମ ଦିନରେ ‘ବିକାଶ ବାହନ’ ରଥ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକ ବୁଲି ସରକାରୀ ଯୋଜନା ଓ ସୁବିଧା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। CMO Odisha I & PR Department, Odisha #BarshaEkUpalabdhiAnek #1YearOfDoubleEngine #BikashBahanYatra #OneYearOfSushasan #BikashBahana

ଆଜି ସପ୍ତମ ଦିନରେ ‘ବିକାଶ ବାହନ’ ରଥ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକ ବୁଲି ସରକାରୀ ଯୋଜନା ଓ ସୁବିଧା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି।
CMO Odisha I & PR Department, Odisha
#BarshaEkUpalabdhiAnek
#1YearOfDoubleEngine
#BikashBahanYatra #OneYearOfSushasan
#BikashBahana
Collector & DM, Malkangiri (@dm_malkangiri) 's Twitter Profile Photo

ଆଜି ମାଥିଲି ପଞ୍ଚାୟତ ସମିତି କାର୍ଯ୍ଯାଳୟଠାରେ 'ମିଳିତ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I CMO Odisha Ga&Pg_Dept I & PR Department, Odisha

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ-୨୦୨୫ ଉତ୍ସବ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇ ଯାଇଅଛି I Planning & Convergence Department, Govt. of Odisha I & PR Department, Odisha

ଜୟପୁର-ମାଲକାନଗିରି ନୂତନ ରେଳପଥ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି Iଏହି ପ୍ରକଳ୍ପ ବାବଦକୁ ପ୍ରଥମ ପର୍ଯ୍ୟାୟରେ ମାଥିଲି ଓ ଖଇରପୁଟ ତହସିଲର ୪୦ ଜଣଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ସାଂସଦ ନବରଙ୍ଗପୁର,ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମାନ୍ୟବର ସାଂସଦ ନବରଙ୍ଗପୁର ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ଠାରେ ସେତୁ ପ୍ରକଳ୍ପ ଅଧୀନରେ କରାଯାଇଥିବା ଡ୍ରାଗନ ଫଳ ବଗିଚାର ଉଦ୍ଘାଟନ କରିଛନ୍ତି। CMO Odisha I & PR Department, Odisha କୃଷି ବିଭାଗ, ଓଡ଼ିଶା Horticulture Odisha

ମାନ୍ୟବର ସାଂସଦ ନବରଙ୍ଗପୁର ଙ୍କ ଉପସ୍ଥିତିରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। CMO Odisha ST & SC Development Department Revenue & DM Department, Government of Odisha I & PR Department, Odisha

ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ 'ମିଳିତ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I CMO Odisha Ga&Pg_Dept I & PR Department, Odisha