Collector & DM, Jajpur (@dm_jajpur) 's Twitter Profile
Collector & DM, Jajpur

@dm_jajpur

Official Twitter Handle of District Administration, Jajpur

ID: 875962741827133440

linkhttps://jajpur.odisha.gov.in/ calendar_today17-06-2017 06:26:07

3,3K Tweet

27,27K Takipçi

44 Takip Edilen

Collector & DM, Jajpur (@dm_jajpur) 's Twitter Profile Photo

ଡାଇରିଆର ସଂକ୍ରମଣକୁ ଦୃଷ୍ଟିରେ ରଖି, ଯାଜପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ତା ୨୪.୦୬.୨୦୨୫ରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ୨୫.୦୬.୨୦୨୫ ତାରିଖରେ ଖୋଲାହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଡାଇରିଆର ସଂକ୍ରମଣକୁ ଦୃଷ୍ଟିରେ ରଖି, ଯାଜପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ତା ୨୪.୦୬.୨୦୨୫ରିଖ ପର୍ଯ୍ୟନ୍ତ ବନ୍ଦ ରହିବ। 

୨୫.୦୬.୨୦୨୫ ତାରିଖରେ ଖୋଲାହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
CMO Odisha (@cmo_odisha) 's Twitter Profile Photo

ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାବେଶର ସିଧାପ୍ରସାରଣ :- youtube.com/live/jWz54XGjT…

Collector & DM, Jajpur (@dm_jajpur) 's Twitter Profile Photo

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #YogaDay2025 #InternationalYogaDay2025

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#YogaDay2025 #InternationalYogaDay2025
Dr. Mukesh Mahaling (@mahalingmukesh) 's Twitter Profile Photo

ଲୋକସେବା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡାଇରିଆର ସ୍ଥିତି ସମୀକ୍ଷା ସମ୍ପର୍କିତ ବୈଠକରେ ଯୋଗଦେଲି। ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଜ୍ଯର ଡାଇରିଆ ସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସ୍ଥିତି

ଲୋକସେବା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଡାଇରିଆର ସ୍ଥିତି ସମୀକ୍ଷା ସମ୍ପର୍କିତ ବୈଠକରେ ଯୋଗଦେଲି।  ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଜ୍ଯର ଡାଇରିଆ ସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସ୍ଥିତି
Collector & DM, Jajpur (@dm_jajpur) 's Twitter Profile Photo

ଆଜି ବରୀ ବ୍ଲକରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପବିତ୍ର #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।#JaiJagannatha🙏 #RathaJatra2025

ପବିତ୍ର #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।#JaiJagannatha🙏
#RathaJatra2025
I & PR Department, Odisha (@ipr_odisha) 's Twitter Profile Photo

ଚଳିତ ବର୍ଷାୠତୁରେ ବିଭିନ୍ନ ନଦୀ, ନାଳ ଓ କେନାଲ ଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏହିସବୁ ସ୍ଥାନକୁ ଯିବା ସମୟରେ ନିମ୍ନଲିଖିତ ସତର୍କତା ଅବଲମ୍ବନ କରନ୍ତୁ:

ଚଳିତ ବର୍ଷାୠତୁରେ ବିଭିନ୍ନ ନଦୀ, ନାଳ ଓ କେନାଲ ଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏହିସବୁ ସ୍ଥାନକୁ ଯିବା ସମୟରେ ନିମ୍ନଲିଖିତ ସତର୍କତା ଅବଲମ୍ବନ କରନ୍ତୁ:
Collector & DM, Jajpur (@dm_jajpur) 's Twitter Profile Photo

ଆଜି ଦଶରଥପୁର ବ୍ଲକରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ଜୟ_ଜଗନ୍ନାଥ🙏 #BahudaJatra #ବାହୁଡ଼ାଯାତ୍ରା

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ଜୟ_ଜଗନ୍ନାଥ🙏
#BahudaJatra 
#ବାହୁଡ଼ାଯାତ୍ରା
Collector & DM, Jajpur (@dm_jajpur) 's Twitter Profile Photo

ମହାପ୍ରଭୁଙ୍କ ପବିତ୍ର #ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ଜୟ_ଜଗନ୍ନାଥ🙏

ମହାପ୍ରଭୁଙ୍କ ପବିତ୍ର #ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ  ଶୁଭେଚ୍ଛା ଓ ଅଭିନନ୍ଦନ। #ଜୟ_ଜଗନ୍ନାଥ🙏
Collector & DM, Jajpur (@dm_jajpur) 's Twitter Profile Photo

ଆଜି ଯାଜପୁରରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।