
Collector Gajapati
@dm_gajapati
Office of the Collector,Gajapati,Odisha
ID: 876650230913040384
https://gajapati.odisha.gov.in 19-06-2017 03:57:57
4,4K Tweet
10,10K Followers
147 Following





A 2-day training programme for BLOs and BLO Supervisors from #AndhraPradesh, #Karnataka, #Maharashtra & #Odisha begins at IIIDEM Official, New Delhi. ☑️ Election Commissioner Dr. Vivek Joshi addresses the 11th batch of trainees, comprising 418 field-level functionaries #ECI



ଆପଣଙ୍କ ଭୋଟର ପରିଚୟପତ୍ର ଠାରୁ ଆରମ୍ଭ କରି ନିର୍ବାଚନୀ ସୂଚନା ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନ ପାଇଁ, ଆମ ଟୋଲ୍-ଫ୍ରି ଭୋଟର ହେଲ୍ପଲାଇନ୍ ନମ୍ବର 1950 ସଦା ଆପଣଙ୍କ ସହାୟତାରେ । Election Commission of India Spokesperson ECI PIB India Ministry of Information and Broadcasting I & PR Department, Odisha DD News Odia DD ODIA #ECI #CEOOdisha #1950 #Voterhelplinenumber

ମୋହନା ବ୍ଲକ ଅନ୍ତର୍ଗତ ଧାଡ଼ିଆମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ "ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର" ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗଜପତି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ। CMO Odisha I & PR Department, Odisha
