District Administration,Keonjhar (@distadmkeonjhar) 's Twitter Profile
District Administration,Keonjhar

@distadmkeonjhar

Official account of District Administration Keonjhar

ID: 873898425862938624

linkhttp://www.kendujhar.nic.in calendar_today11-06-2017 13:43:15

4,4K Tweet

21,21K Followers

182 Following

District Administration,Keonjhar (@distadmkeonjhar) 's Twitter Profile Photo

"ସୁଭଦ୍ରା ଯୋଜନା" ଫର୍ମ ପୂରଣ କରିବା ପରେ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର(CSC) କିମ୍ବା ମୋ ସେବା କେନ୍ଦ୍ର(MSK)ରେ ଦାଖଲ କରନ୍ତୁ ଏବଂ ଆବେଦନର ପ୍ରାପ୍ତି ସ୍ୱୀକାର ପତ୍ର ଗ୍ରହଣ କରନ୍ତୁ। #ଘରେଘରେସୁଭଦ୍ରା #SubhadraYojana

"ସୁଭଦ୍ରା ଯୋଜନା" ଫର୍ମ ପୂରଣ କରିବା ପରେ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର(CSC) କିମ୍ବା ମୋ ସେବା କେନ୍ଦ୍ର(MSK)ରେ ଦାଖଲ କରନ୍ତୁ ଏବଂ ଆବେଦନର ପ୍ରାପ୍ତି ସ୍ୱୀକାର ପତ୍ର ଗ୍ରହଣ କରନ୍ତୁ।

#ଘରେଘରେସୁଭଦ୍ରା #SubhadraYojana
SUBHADRA OFFICIAL (@official8109) 's Twitter Profile Photo

ପ୍ରାମାଣିକ ତଥ୍ୟ ସହ #ସୁଭଦ୍ରା ଫର୍ମ ଆବେଦନ କରନ୍ତୁ ଏବଂ ସୁଭଦ୍ରା ଆର୍ଥିକ ସହାୟତା ମାଧ୍ୟମରେ ଆପଣଙ୍କର ସ୍ବପ୍ନକୁ ସତ୍ୟତା ରେ ପରିଣତ କରନ୍ତୁ। . . Apply #SUBHADRA forms with authenticity and get the financial support to turn your vision into action. #GhareGhareSUBHADRA

ପ୍ରାମାଣିକ ତଥ୍ୟ ସହ #ସୁଭଦ୍ରା ଫର୍ମ ଆବେଦନ କରନ୍ତୁ ଏବଂ ସୁଭଦ୍ରା ଆର୍ଥିକ ସହାୟତା ମାଧ୍ୟମରେ ଆପଣଙ୍କର ସ୍ବପ୍ନକୁ ସତ୍ୟତା ରେ ପରିଣତ କରନ୍ତୁ।

Apply #SUBHADRA forms with authenticity and get the financial support to turn your vision into action.

#GhareGhareSUBHADRA
District Administration,Keonjhar (@distadmkeonjhar) 's Twitter Profile Photo

ସୁଭଦ୍ରା ଯୋଜନା ସମ୍ପର୍କରେ ସମସ୍ତ ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟନେଇ କେନ୍ଦୁଝର ଜିଲ୍ଲାରେ "ସୁଭଦ୍ରା ସଚେତନତା ରଥ" ବିଭିନ୍ନ ଗାଁକୁ ଗାଁ ଏବଂ ସହରାଞ୍ଚଳରେ ବୁଲି ସଚେତନତା ଜାରି ରଖିଛି। #GhareGhareSUBHADRA CMO Odisha Department of WCD, Government of Odisha SUBHADRA OFFICIAL

ସୁଭଦ୍ରା ଯୋଜନା ସମ୍ପର୍କରେ ସମସ୍ତ ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟନେଇ କେନ୍ଦୁଝର ଜିଲ୍ଲାରେ "ସୁଭଦ୍ରା ସଚେତନତା ରଥ" ବିଭିନ୍ନ ଗାଁକୁ ଗାଁ ଏବଂ ସହରାଞ୍ଚଳରେ ବୁଲି ସଚେତନତା ଜାରି ରଖିଛି।

#GhareGhareSUBHADRA

CMO Odisha Department of WCD, Government of Odisha SUBHADRA OFFICIAL
District Administration,Keonjhar (@distadmkeonjhar) 's Twitter Profile Photo

ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପରେ ବେଶ୍ ଖୁସି ଅଛନ୍ତି କେନ୍ଦୁଝର ଜିଲ୍ଲା ଶିରିଶପାଳ ଗ୍ରାମର ଝରଣା ନାୟକ। ଏହି ଯୋଜନାରେ ମିଳିବାକୁ ଥିବା ସହାୟତା ରାଶିକୁ ସେ କେଉଁ କାର୍ଯ୍ୟରେ ଲଗାଇବେ ତାହା ଏବେଠୁ ସ୍ଥିର କରିସାରିଛନ୍ତି। ଝରଣାଙ୍କୁ ଶୁଣନ୍ତୁ... #GhareGhareSUBHADRA CMO Odisha Department of WCD, Government of Odisha SUBHADRA OFFICIAL I & PR Department, Odisha

District Administration,Keonjhar (@distadmkeonjhar) 's Twitter Profile Photo

"ସୁଭଦ୍ରା ଯୋଜନା" ନାରୀମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସରକାରଙ୍କର ଏକ ଭଲ ପଦକ୍ଷେପ। ଏହା ମହିଳାଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି। ଏହି ସହାୟତା ରାଶିଦ୍ୱାରା କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରି ନାରୀମାନେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ" କେନ୍ଦୁଝର ଜିଲ୍ଲା ଭଦ୍ରାସାହିର ଜୟଶ୍ରୀ ପରିଡ଼ାଙ୍କୁ ଶୁଣନ୍ତୁ... #GhareGhareSUBHADRA

District Administration,Keonjhar (@distadmkeonjhar) 's Twitter Profile Photo

"ସୁଭଦ୍ରା ଯୋଜନା"ର ହିତାଧିକାରୀ ହେବାପାଇଁ ବିଭିନ୍ନ ବର୍ଗର ମହିଳାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ସମାନଭାବେ କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଞ୍ଚଳରେ ବସବାସ କରୁଥିବା ଜୁଆଙ୍ଗ ଜନଜାତି ବା ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ (PVTG)ର ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି। #GhareGhareSubhadra

"ସୁଭଦ୍ରା ଯୋଜନା"ର ହିତାଧିକାରୀ ହେବାପାଇଁ ବିଭିନ୍ନ ବର୍ଗର ମହିଳାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ସମାନଭାବେ କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଞ୍ଚଳରେ ବସବାସ କରୁଥିବା ଜୁଆଙ୍ଗ ଜନଜାତି ବା ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ (PVTG)ର ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି।

#GhareGhareSubhadra
District Administration,Keonjhar (@distadmkeonjhar) 's Twitter Profile Photo

ରାଜ୍ୟ ସରକାରଙ୍କ "ସୁଭଦ୍ରା ଯୋଜନା" ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। କେନ୍ଦୁଝର ଜିଲ୍ଲାବ୍ୟାପୀ ଏହି ଯୋଜନା ପାଇଁ ମହିଳାମାନେ ଆଗ୍ରହର ସହ ଆବେଦନ କରୁଥିବା ବେଳେ ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିଶେଷ ଉତ୍ସାହ। #GhareGhareSUBHADRA SUBHADRA OFFICIAL Department of WCD, Government of Odisha CMO Odisha I & PR Department, Odisha

ରାଜ୍ୟ ସରକାରଙ୍କ "ସୁଭଦ୍ରା ଯୋଜନା" ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। କେନ୍ଦୁଝର ଜିଲ୍ଲାବ୍ୟାପୀ ଏହି ଯୋଜନା ପାଇଁ ମହିଳାମାନେ ଆଗ୍ରହର ସହ ଆବେଦନ କରୁଥିବା ବେଳେ ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିଶେଷ ଉତ୍ସାହ।

#GhareGhareSUBHADRA

SUBHADRA OFFICIAL Department of WCD, Government of Odisha CMO Odisha I & PR Department, Odisha
District Administration,Keonjhar (@distadmkeonjhar) 's Twitter Profile Photo

ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କ ଆଭାସୀ ବୈଠକ ଡକାଇବା ସହ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ ସମସ୍ତଙ୍କୁ କହିଛନ୍ତି।

Today, the first Vidyalaya Management Committee (VMC) meeting of PM Shri KV Keonjhar was held under the chairmanship of the District Collector. Agenda points, proposals & recent achievements of the Vidyalaya were discussed. The Principal & all committee members were present.

During his visit to PM Shri KV Keonjhar, the District Collector inspected various facilities, including the IT lab, language lab, physics lab, library, TLM Corner, playground, CCA ground, and Assembly ground. He offered valuable suggestions for improvement wherever required.

ମହିଳା ସଶକ୍ତିକରଣ ଦିଗରେ ନୂଆ ବିପ୍ଲବ ଆଣିଛି ରାଜ୍ୟ ସରକାରଙ୍କ "ସୁଭଦ୍ରା ଯୋଜନା"। ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରାଇବା ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ନୂଆ ସୁଯୋଗ ଦେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। #GhareGhareSUBHADRA SUBHADRA OFFICIAL Department of WCD, Government of Odisha I & PR Department, Odisha CMO Odisha