Digambara Patra (@digpatra) 's Twitter Profile
Digambara Patra

@digpatra

Professor of Chemistry, American University of Beirut @AUB_Lebanon Alumnus @IITMadras Worked @UniBasel_en @fz_juelich @waseda_univ Fellow @AvHStiftung #JSPS

ID: 52345015

linkhttp://myprofile.aub.edu.lb/dp03 calendar_today30-06-2009 08:37:28

9,9K Tweet

3,3K Followers

45 Following

Digambara Patra (@digpatra) 's Twitter Profile Photo

A great loss for the Indian scientific and education community. Beside his contribution to science and Indian space program, he played a very important role in creating and advancing the National Education Policy 2020.😢 Om Shanti. 🙏

Digambara Patra (@digpatra) 's Twitter Profile Photo

ବାହାଘର ନିମନ୍ତ୍ରଣ ବୁଝିହୁଏ ! ହେଲେ ମୃତ୍ୟୁ ପରେ ଏକାଦଶାକୁ ଆସିବାକୁ ଶୋକ ସଂତପ ପରିବାର ଅନ୍ୟ/ନେତାଙ୍କ ଘରକୁ ଯାଇ ଆସିବାକୁ ନିମନ୍ତ୍ରଣ କରନ୍ତି କି? ଆମ ରାଜନୀତି କେଉଁ ଦିଗକୁ ଯାଉଛି?

Digambara Patra (@digpatra) 's Twitter Profile Photo

Despite severe air/water/soil pollution, poor waste management, inadequate sanitation, extreme heat waves, particularly last year, there is some good news: India has warmed significantly LESS (half the global average over past century) than most countries on an annual basis.🇮🇳🤞

Digambara Patra (@digpatra) 's Twitter Profile Photo

The AI chatbot Grok has shared some interesting data! 👇🏻 However, Odisha Govt should tightened the belt further, especially at the local level, to counter recently growing public perception on corruption. Narendra Modi CMO Odisha Dharmendra Pradhan

The AI chatbot <a href="/grok/">Grok</a> has shared some interesting data! 👇🏻

However, Odisha Govt should tightened the belt further, especially at the local level, to counter recently growing public perception on corruption. <a href="/narendramodi/">Narendra Modi</a> <a href="/CMO_Odisha/">CMO Odisha</a> <a href="/dpradhanbjp/">Dharmendra Pradhan</a>
Digambara Patra (@digpatra) 's Twitter Profile Photo

ପଶ୍ଚିମବଙ୍ଗ ଦିଘାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଖୁସି ଖବର ! ପୁରୀ ମନ୍ଦିରର ରେପ୍ଳିକା ପାଇଁ ଅସହଜ ଅନୁଭବ କରିବା ଅନୁଚିତ ! ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ସବୁ ଅଂଚଳରେ ହେଉ, ଏଥିରେ ଓଡିଶାର ସଂକୃତିର ପ୍ରସାର ହେବ ! ବରଂ ଓଡିଶାର ଅନ୍ୟଅଞ୍ଚଳରେ ରେପ୍ଳିକା ପାଇଁ ଚେଷ୍ଟା ହେବା ଉଚିତ ! ପୁରୀରେ ମୂଳ, ମୂଳ ହିଁ ରହିବ !

ପଶ୍ଚିମବଙ୍ଗ ଦିଘାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଖୁସି ଖବର ! ପୁରୀ ମନ୍ଦିରର ରେପ୍ଳିକା ପାଇଁ ଅସହଜ ଅନୁଭବ କରିବା  ଅନୁଚିତ ! ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ସବୁ ଅଂଚଳରେ ହେଉ, ଏଥିରେ ଓଡିଶାର ସଂକୃତିର ପ୍ରସାର ହେବ ! ବରଂ ଓଡିଶାର ଅନ୍ୟଅଞ୍ଚଳରେ ରେପ୍ଳିକା ପାଇଁ ଚେଷ୍ଟା ହେବା ଉଚିତ !
ପୁରୀରେ ମୂଳ, ମୂଳ ହିଁ ରହିବ !
Digambara Patra (@digpatra) 's Twitter Profile Photo

Why are some of us worried about the caste census? Let it be. It will not change the future, as the developed world will continue to pursue knowledge and technology to maintain its global leadership.

Digambara Patra (@digpatra) 's Twitter Profile Photo

Conducting a census will not directly lead to development, innovation, knowledge creation, technological advancement, or economic growth. Despite 75 years of reservation, many SC/ST doctor and professor positions remain vacant due to a shortage of suitably qualified candidates.

Digambara Patra (@digpatra) 's Twitter Profile Photo

While reservation is essential for social upliftment, it also presents challenges in fields like science, technology, medicine, and administration—potentially hindering national development and aspirations.

Digambara Patra (@digpatra) 's Twitter Profile Photo

ସେବାୟତ ମହାପାତ୍ର ଶ୍ରୀମନ୍ଦିର କମିଟିର ପରାମର୍ଶ ନେଇ ଥିଲେ କି? ସରକାର ଉଚିତ ପଦକ୍ଷେପ ନେଇଛନ୍ତି !

Digambara Patra (@digpatra) 's Twitter Profile Photo

କିଛି ଟଙ୍କା ପାଇଁ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ହଇରାଣ କରୁଥିବା, ଆଉ ବେଳେ ବେଳେ ଭକ୍ତଙ୍କୁ ଟଙ୍କା ଲୋଭରେ ଠିକରେ ଦର୍ଶନ କରେଇ ନ ଦେଉଥିବା ସେବାୟତ ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ବିକ୍ରି ନ ହୋଇ ପାରିବେ ବୋଲି କହି ହେବ କି?

Digambara Patra (@digpatra) 's Twitter Profile Photo

ଆମେ ଯଦି ଓଡ଼ିଶାରେ ବଦ୍ରୀନାଥ, ରାମେଶ୍ୱରମ ଓ ଦ୍ୱାରିକାନାଥ ଭଳି ତିନିଟି ରେପ୍ଳିକା ମନ୍ଦିର କଲେ, ଚାରିଧାମ ପାଇଁ ଆଉ ଓଡିଶା ବାହାରକୁ ଯିବାକୁ ପଡିବ ନାହିଁ? ପଶ୍ଚିମବଙ୍ଗ ସରକାରଙ୍କ ଧାର୍ମିକ ପିଲାଳିଆମି ବୁଝିହେଉ ନାହିଁ ! ସେଥିରେ ଆମ କିଛି ସେବାୟତଙ୍କ ପାଣ୍ଡିତ୍ବ !

Digambara Patra (@digpatra) 's Twitter Profile Photo

ଯୁକ୍ତି ଯୁକ୍ତ ! ପଶ୍ଚିମବଙ୍ଗ ସରକାର ହିନ୍ଦୁ ଧର୍ମ ଓ ଜଗନ୍ନାଥ ଧାମକୁ ଏମିତି ବିଦ୍ରୁପ କରିବା ଠିକ ହେଲା ନାହିଁ !

Digambara Patra (@digpatra) 's Twitter Profile Photo

ଗୋଟିଏ ଆଞ୍ଚଳିକ ଦଳରେ ଗଦା ଗଦା ଉପ-ସଭାପତି ଏବଂ ସାଧାରଣ ସମ୍ପାଦକ, ଗଣିଲେ ରାଜ୍ୟସ୍ତର କଣ ଦଳରେ ତାରି ଅଧା ବି ଜିଲ୍ଲା ସଭାପତି ନ ଥିବେ ! 😂

Digambara Patra (@digpatra) 's Twitter Profile Photo

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦରକୁ କେନ୍ଦ୍ରସରକାର ମଂଜୁର ଦେବାରୁ ବିଶେଷ ଧନ୍ୟବାଦ ! Narendra Modi🙏 କାମ ଠିକରେ ହେଉ, ଚଞ୍ଚଳତା ନାହିଁ, ବିଶେଷକରି ଭୁବନେଶ୍ୱର ବିମାନବନ୍ଦର ବହୁ ଦୂରରେ ନାହିଁ, ଲୋକେ ପୁରୀ ସହ ଭୁବନେଶ୍ୱରକୁ ବୁଲିବାକୁ ଆସନ୍ତି, ଏଣୁ ଏହାର ଟ୍ରାଫିକକୁ ବି ପ୍ରଭାବ ପକେଇବ, ହେଲେ ଭବିଷ୍ୟତର ଆବଶ୍ୟକତା ପାଇଁ ଜରୁରୀ !

Digambara Patra (@digpatra) 's Twitter Profile Photo

ପଶ୍ଚିମବଙ୍ଗ ଜଗନ୍ନାଥ ଧାମ ଲେଖା ଉଠେଇ ନେବା ଠିକ ହେଲା ! ଜଗନ୍ନାଥ ଧାମ ଲେଖିଲେ ବି ସ୍ଥାନୀୟ କିଛି ବଙ୍ଗାଳି ଲୋକଙ୍କୁ ଛାଡି ଅନ୍ୟ ଧାର୍ମିକ ହିନ୍ଦୁ ପୁରୀ ପରିବର୍ତ୍ତେ ଦିଘାକୁ ଯିବେ ନାହିଁ ! ଯାହା ଶାସ୍ତ୍ରରେ ଅଛି ଲୋକେ ତାକୁ ଗ୍ରହଣ କରିବେ, ଏଣୁ ପ୍ରତିବାଦ ଠିକ, ହେଲେ ମାତ୍ରାଧିକ ଗୁରୁତ୍ୱ ନାହିଁ !

Digambara Patra (@digpatra) 's Twitter Profile Photo

Now officially India overtakes Japan with a GDP of $4.187 trillion to become fourth largest economy of the world. 👍🇮🇳 At no. 3 is Germany with a GDP of $4.744 trillion

Digambara Patra (@digpatra) 's Twitter Profile Photo

If not for remittances, India's currency value, inflation and external debt could have been at risk. In last 25 years India's trade deficit remains a major concern among major Asian nations. Popularizing electric vehicles may reduce oil import, a major share in India's import.

If not for remittances, India's currency value, inflation and external debt could have been at risk. In last 25 years India's trade deficit remains a major concern among major Asian nations.
Popularizing electric vehicles may reduce oil import, a major share in India's import.
Digambara Patra (@digpatra) 's Twitter Profile Photo

This solidifies India’s 🇮🇳 claim and embarrasses Pakistan 🇵🇰. ପାକିସ୍ତାନର ଘଣ୍ଟ ଘୋଡାଇବା ପଦାରେ ପଡିଲା !

Digambara Patra (@digpatra) 's Twitter Profile Photo

Yesterday watched the full show: youtu.be/LEKjCeHr0NU barkha dutt was outstanding,🙏🏻 she articulated India’s position very effectively. Ranveer Ranveer Allahbadia was equally precise 😊 too. The Pakistani guests, however, tended to get personal and often diverted from the main issue.

Digambara Patra (@digpatra) 's Twitter Profile Photo

Beirut Arab University has a beautiful and spacious campus in Debbieh, #Lebanon. Had the opportunity to visit it first time today along with other committee members for the PhD thesis defense of a student under Prof. El-Dakdouki and Prof. Hijaji.