Dhenkanal Update (@dhenkanalupdate) 's Twitter Profile
Dhenkanal Update

@dhenkanalupdate

Official twitter feed of @DhenkanalUpdate

1st Digital Media of #Dhenkanal ll Any Kind of Story WhatsApp on: 7655032354

ID: 1109706673726189568

linkhttp://dhenkanalupdate.com calendar_today24-03-2019 06:41:03

21,21K Tweet

4,4K Followers

28 Following

Dhenkanal Update (@dhenkanalupdate) 's Twitter Profile Photo

ର୍ଵାବାଧା ପ୍ରଶମନଂ ତ୍ରୈଲୋକ୍ୟସ୍ୟାଖିଳେଶ୍ଵରୀ । ଏଵଂ ଏଵ ତ୍ଵୟା କାର୍ଯ୍ୟଂ ଅସ୍ମଦ୍ଵୈରୀ ଵିନାଶନମ୍ । #jaimatadiमाता #DhenkanalUpdate

ର୍ଵାବାଧା ପ୍ରଶମନଂ ତ୍ରୈଲୋକ୍ୟସ୍ୟାଖିଳେଶ୍ଵରୀ ।
ଏଵଂ ଏଵ ତ୍ଵୟା କାର୍ଯ୍ୟଂ ଅସ୍ମଦ୍ଵୈରୀ ଵିନାଶନମ୍ ।

#jaimatadiमाता #DhenkanalUpdate
Dhenkanal Update (@dhenkanalupdate) 's Twitter Profile Photo

#ଘସିପୁରା SBI ବ୍ୟାଙ୍କରେ ଅଗ୍ନିକାଣ୍ଡ, ଦୁଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ । ଗତକାଲି ରାତିରେ ସଟ ସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ସୂଚନା ।

Dhenkanal Update (@dhenkanalupdate) 's Twitter Profile Photo

#Maharashtra: Apple begins its #iPhone16 series sale in India; a large number of people throng the company's store in Mumbai's BKC. #Apple #iPhone #Mumbai

Dhenkanal Update (@dhenkanalupdate) 's Twitter Profile Photo

#ବାଲେଶ୍ୱରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍ । ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି । #Vigilance #Raid #Balasore #Odisha

Dhenkanal Update (@dhenkanalupdate) 's Twitter Profile Photo

ସ୍କୁଲରୁ ଚୋରିକୁ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ #dhenkanalupdate dhenkanalupdate.com/dhenkanalupdat…

Dhenkanal Update (@dhenkanalupdate) 's Twitter Profile Photo

ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା #dhenkanalupdate dhenkanalupdate.com/dhenkanalupdat…

Dhenkanal Update (@dhenkanalupdate) 's Twitter Profile Photo

ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡଃ Dr. Mukesh Mahaling ଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା କନ୍ଧପାଲି ପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ କରାଗଲା। H & FW Dept Odisha

Dhenkanal Update (@dhenkanalupdate) 's Twitter Profile Photo

ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା, ଗିରଫ ସମସ୍ତ ୭ ରୋଡ୍‌ ରୋମିଓଙ୍କୁ ମିଳିଲା ଜାମିନ୍ । #ଭୁବନେଶ୍ବର JMFC କୋର୍ଟରୁ ୭ ଜଣଙ୍କୁ ମିଳିଲା ଜାମିନ୍‌ । ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ଜାମିନ୍ । #Bhubaneswar #CommissioneratePolice

Dhenkanal Update (@dhenkanalupdate) 's Twitter Profile Photo

ସଡ଼କ ଦୁର୍ଘଟଣାରେ ମା ଆଗରେ ଆଖି ବୁଜିଲେ ଦୁଇ ଝିଅ #dhenkanalupdate dhenkanalupdate.com/dhenkanalupdat…

Dhenkanal Update (@dhenkanalupdate) 's Twitter Profile Photo

A Yellow warning has been issued for heavy rain in 12 districts of Odisha including Puri, and Khurdha today. #heavyrain #HeavyRainfall #Odisha

A Yellow warning has been issued for heavy rain in 12 districts of Odisha including Puri, and Khurdha today.

#heavyrain #HeavyRainfall #Odisha
Dhenkanal Update (@dhenkanalupdate) 's Twitter Profile Photo

ଫେରାର ବେପାରୁଆ ଗାଡି ଚାଳକଙ୍କ ଶେଷ ଠିକଣା, ଢେଙ୍କାନାଳ ! #Recklessdriving #Bhubaneswar #Dhenkanal #DhenkanalUpdate dhenkanalupdate.com/reckless-drivi…

Dhenkanal Update (@dhenkanalupdate) 's Twitter Profile Photo

#ଭରତପୁର ଘଟଣାନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ #ଭୁବନେଶ୍ୱର ବନ୍ଦ ଡାକରା ଦେଇଛି #ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦପାଳନ କରିବ ବୋଲି ସେ କହିଛନ୍ତି । #BharatpurAssaultCase #OdishaPolice

#ଭରତପୁର ଘଟଣାନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ #ଭୁବନେଶ୍ୱର ବନ୍ଦ ଡାକରା ଦେଇଛି #ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦପାଳନ କରିବ ବୋଲି ସେ କହିଛନ୍ତି  ।

#BharatpurAssaultCase #OdishaPolice
Dhenkanal Update (@dhenkanalupdate) 's Twitter Profile Photo

पूर्वी ईरान की एक कोयला खदान में हुए विस्फोट से कम से कम 51 लोगों की मौत हो गई है. सरकारी मीडिया ने इस घटना की पुष्टि की है । खदान के दो ब्लॉकों में मीथेन गैस के रिसाव की वजह से यह विस्फोट हुआ है। #iran

पूर्वी ईरान की एक कोयला खदान में हुए विस्फोट से कम से कम 51 लोगों की मौत हो गई है. सरकारी मीडिया ने इस घटना की पुष्टि की है । खदान के दो ब्लॉकों में मीथेन गैस के रिसाव की वजह से यह विस्फोट हुआ है।  

#iran
Dhenkanal Update (@dhenkanalupdate) 's Twitter Profile Photo

#କାମାକ୍ଷାନଗର ସ୍ଥିତ #ମୁକ୍ତାପଶି, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ଖଣ୍ଡା ବୁଲାଇଲା ଯୁବକ । ପୋଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଯୁବକ ଜଣଙ୍କ ଚମ୍ପଟ ମାରିଥିବା ବେଳେ, ଘଟଣାରେ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାଯାଇଛି । #Kamakhyanagar #Bank #DhenkanalUpdate

#କାମାକ୍ଷାନଗର ସ୍ଥିତ #ମୁକ୍ତାପଶି, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ଖଣ୍ଡା ବୁଲାଇଲା ଯୁବକ । ପୋଲିସ ଆସିବା ପୂର୍ବରୁ ଘଟଣାସ୍ଥଳରୁ ଯୁବକ ଜଣଙ୍କ ଚମ୍ପଟ ମାରିଥିବା ବେଳେ, ଘଟଣାରେ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାଯାଇଛି  ।
#Kamakhyanagar #Bank #DhenkanalUpdate
Dhenkanal Update (@dhenkanalupdate) 's Twitter Profile Photo

ବନମାଳୀ ପ୍ରସାଦ ଅଞ୍ଚଳରେ ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ #Banamaliprasad #Dhenkanal #DhenkanalUpdate dhenkanalupdate.com/banamaliprasad…

Dhenkanal Update (@dhenkanalupdate) 's Twitter Profile Photo

#Jharkhand : Union Minister Shivraj Singh Chouhan's car today got stuck in a muddy pothole amid rains today in #Baharagora where he was for a public rally.

#Jharkhand :  Union Minister Shivraj Singh Chouhan's car today got stuck in a muddy pothole amid rains today in #Baharagora where he was for a public rally.