Dharitri Live (@dharitrilive1) 's Twitter Profile
Dharitri Live

@dharitrilive1

News feed from Dharitri dharitri.com | YouTube- youtube.com/DharitriLive | Facebook- fb.com/DharitriNews | Instagram- instagram.com/dharitrilive

ID: 869166918120419328

linkhttp://www.dharitri.com calendar_today29-05-2017 12:21:56

35,35K Tweet

10,10K Takipçi

3 Takip Edilen

Dharitri Live (@dharitrilive1) 's Twitter Profile Photo

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ -ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ -ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା -ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ -ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ #HirakudDam #Sambalpur #Odisha

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍
-ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ 
-ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା
-ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
-ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ

#HirakudDam #Sambalpur #Odisha
Dharitri Live (@dharitrilive1) 's Twitter Profile Photo

ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ସମ୍ପର୍କୀୟ ଦାଦାଙ୍କ ଜୀବନ -ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀ ଗ୍ରାମରେ ଅଭାବନୀୟ ଘଟଣା -ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ -ଦଶପଲ୍ଲା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି #Daspalla #Odisha

ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ସମ୍ପର୍କୀୟ ଦାଦାଙ୍କ ଜୀବନ
-ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀ ଗ୍ରାମରେ ଅଭାବନୀୟ ଘଟଣା 
-ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ 
-ଦଶପଲ୍ଲା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି  

#Daspalla #Odisha
Dharitri Live (@dharitrilive1) 's Twitter Profile Photo

ଆଜି ସୁନାବେଶ: ସୁନାରେ ଛାଉଣି ହେବେ ଦାରୁଦିଅଁ -ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ -ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁଁ ସତର୍କ କରାଇଲା ଓଡ଼ିଶା ପୋଲିସ -ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ #Sunabesha2025 #Puri #Odisha

ଆଜି ସୁନାବେଶ: ସୁନାରେ ଛାଉଣି ହେବେ ଦାରୁଦିଅଁ
-ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ
-ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁଁ ସତର୍କ କରାଇଲା ଓଡ଼ିଶା ପୋଲିସ
-ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ 

#Sunabesha2025 #Puri #Odisha
Dharitri Live (@dharitrilive1) 's Twitter Profile Photo

ଆଜି ଅପରାହ୍ନ ସୁଦ୍ଧା ଏସବୁ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସୂଚନା -ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ -ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି -ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି #HeavyRainFall #MeteorologicalDepartment #Odisha

ଆଜି ଅପରାହ୍ନ ସୁଦ୍ଧା ଏସବୁ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସୂଚନା
-ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
-ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି
-ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି

#HeavyRainFall #MeteorologicalDepartment #Odisha
Dharitri Live (@dharitrilive1) 's Twitter Profile Photo

ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼ -କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ବାସଭବନ ଖାଲି କରିବାକୁ ଅନୁରୋଧ କରାଯାଇଛି -ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ #SupremeCourt #DYChandrachud #India

ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼
-କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ବାସଭବନ ଖାଲି କରିବାକୁ ଅନୁରୋଧ କରାଯାଇଛି 
-ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ 

#SupremeCourt #DYChandrachud #India
Dharitri Live (@dharitrilive1) 's Twitter Profile Photo

ଉଛୁଳୁଛି ଇବ ଓ ଭେଡେନ ନଦୀ -ଗାଁରୁ ସହର ସବୁଠି ପଶିଲା ପାଣି -ଘର, ଦ୍ୱାର, ରାସ୍ତା ଓ ଦୋକାନରେ ଚାଲିଛି ପାଣି -ଘରେ ପାଣି ପଶିବା ଯୋଗୁଁ ଲୋକେ ହନ୍ତସନ୍ତ #Flood #Jharsuguda #Odisha

ଉଛୁଳୁଛି ଇବ ଓ ଭେଡେନ ନଦୀ
-ଗାଁରୁ ସହର ସବୁଠି ପଶିଲା ପାଣି
-ଘର, ଦ୍ୱାର, ରାସ୍ତା ଓ ଦୋକାନରେ ଚାଲିଛି ପାଣି
-ଘରେ ପାଣି ପଶିବା ଯୋଗୁଁ ଲୋକେ ହନ୍ତସନ୍ତ  

#Flood #Jharsuguda #Odisha
Dharitri Live (@dharitrilive1) 's Twitter Profile Photo

ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ -କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତର ଟିକରାପଡ଼ା ଗାଁର ଘଟଣା -୧୧ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ୬ ଜଣ ଟିକିରି ଓଷାପଡ଼ା ମେଡିକାଲରେ ଭର୍ତ୍ତି -ଅବସ୍ଥାରେ ସୁଧାର ନଆସିବାରୁ ଶନିବାର ରାତିରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି #Mushroom #Rayagada

ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ
-କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତର ଟିକରାପଡ଼ା ଗାଁର ଘଟଣା 
-୧୧ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ୬ ଜଣ ଟିକିରି ଓଷାପଡ଼ା ମେଡିକାଲରେ ଭର୍ତ୍ତି 
-ଅବସ୍ଥାରେ ସୁଧାର ନଆସିବାରୁ ଶନିବାର ରାତିରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି

#Mushroom #Rayagada
Dharitri Live (@dharitrilive1) 's Twitter Profile Photo

ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ଲାଗି ପ୍ରକାଶ ପାଇଛି ଭୋଟର ତାଲିକା -ଏଥିରେ ମୋଟ ୨୭୩ ଜଣ ଜିଲ୍ଲା ସଭାପତି ଅଛନ୍ତି -ରାଜ୍ୟ ପରିଷଦ ସଦସ୍ୟ, ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି -ଆସନ୍ତାକାଲି ନାମାଙ୍କନ ହେବ #BJP #Election #Odisha

ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ଲାଗି ପ୍ରକାଶ ପାଇଛି ଭୋଟର ତାଲିକା
-ଏଥିରେ ମୋଟ ୨୭୩ ଜଣ ଜିଲ୍ଲା ସଭାପତି ଅଛନ୍ତି 
-ରାଜ୍ୟ ପରିଷଦ ସଦସ୍ୟ, ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି 
-ଆସନ୍ତାକାଲି ନାମାଙ୍କନ ହେବ

#BJP #Election #Odisha
Dharitri Live (@dharitrilive1) 's Twitter Profile Photo

ଗଞ୍ଜାମ ଜିଲା ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ -ଆକ୍ରାନ୍ତମାନଙ୍କୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି -୪ ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି -ଦୂଷିତ ପାଣି ଯୋଗୁ ହଇଜା ବ୍ୟାପୁଥିବା ସୂଚନା ମିଳିଛି #Diarrhea #Digapahandi #Ganjam #Odisha

ଗଞ୍ଜାମ ଜିଲା ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
-ଆକ୍ରାନ୍ତମାନଙ୍କୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି
-୪ ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି
-ଦୂଷିତ ପାଣି ଯୋଗୁ ହଇଜା ବ୍ୟାପୁଥିବା ସୂଚନା ମିଳିଛି

#Diarrhea #Digapahandi #Ganjam #Odisha
Dharitri Live (@dharitrilive1) 's Twitter Profile Photo

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ସୁନାରେ ଆଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି #SunaBesha #Puri #Odisha

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ସୁନାରେ ଆଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

#SunaBesha #Puri #Odisha
Dharitri Live (@dharitrilive1) 's Twitter Profile Photo

-ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମଧ୍ୟ ପ୍ରସୂତି ଛୁଟି ପାଇବାକୁ ହକଦାର -ନିଯୁକ୍ତିର ପ୍ରକାର ଆଧାରରେ ଏହି ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପୁନରାବୃତ୍ତି କରିଛନ୍ତି -ଏହି ରାୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା

-ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମଧ୍ୟ ପ୍ରସୂତି ଛୁଟି ପାଇବାକୁ ହକଦାର
-ନିଯୁକ୍ତିର ପ୍ରକାର ଆଧାରରେ ଏହି ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପୁନରାବୃତ୍ତି କରିଛନ୍ତି
-ଏହି ରାୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା
Dharitri Live (@dharitrilive1) 's Twitter Profile Photo

ସିଂହଦ୍ୱାର ସାମନାରେ ସୁନାରେ ଛାଉଣୀ ହୋଇଛନ୍ତି ମହାପ୍ରଭୁ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତୀ #SunaBesa #Puri #Odisha

Dharitri Live (@dharitrilive1) 's Twitter Profile Photo

ଯାଜପୁର: NH -୧୬ରେ ଓଲଟିଲା ବସ୍‌; ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ -କୁଆଖିଆ ଥାନା ଅଧୀନ ମୂଳାପାଳ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । -ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । -ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମଧୁବନ ଏବଂ ଧର୍ମଶାଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି

ଯାଜପୁର: NH -୧୬ରେ ଓଲଟିଲା ବସ୍‌; ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

-କୁଆଖିଆ ଥାନା ଅଧୀନ ମୂଳାପାଳ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ।
-ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
-ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମଧୁବନ ଏବଂ ଧର୍ମଶାଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି
Dharitri Live (@dharitrilive1) 's Twitter Profile Photo

ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର -ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି -ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି -୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ -ଏନେଇ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଛି #Sunabesha2025 #Puri #Odisha

ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର

-ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି
-ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
-୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ 
-ଏନେଇ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଛି

#Sunabesha2025 #Puri #Odisha
Dharitri Live (@dharitrilive1) 's Twitter Profile Photo

ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ -ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରିଛି - ଭାରତ ୫୮ ବର୍ଷ ପରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଐତିହାସିକ ବିଜୟ ହାସଲ କରିଛି -ଟିମ୍‌ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି #IndiavsEngland #2ndTest #TeamIndia #Cricket

ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

-ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରିଛି
- ଭାରତ ୫୮ ବର୍ଷ ପରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଐତିହାସିକ ବିଜୟ ହାସଲ କରିଛି
-ଟିମ୍‌ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି

#IndiavsEngland #2ndTest #TeamIndia #Cricket
Dharitri Live (@dharitrilive1) 's Twitter Profile Photo

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୭. ଜୁଲାଇ. ୨୦୨୫) ଅଧିକ ଖବର ପାଇଁ ଲଗ ଅନ କରନ୍ତୁ dharitriepaper.in #Dharitri #DharitriNews #Newspaper #ଧରିତ୍ରୀ

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୭. ଜୁଲାଇ. ୨୦୨୫)    

ଅଧିକ ଖବର ପାଇଁ ଲଗ ଅନ କରନ୍ତୁ dharitriepaper.in
  
#Dharitri #DharitriNews  #Newspaper #ଧରିତ୍ରୀ
Dharitri Live (@dharitrilive1) 's Twitter Profile Photo

‘ସରକାରୀ’, ‘ବେସରକାରୀ’ ତଥ୍ୟ #Editorial #Dharitri #DharitriEditorial dharitri.com/public-private…