DGP, Odisha (@dgpodisha) 's Twitter Profile
DGP, Odisha

@dgpodisha

Official handle of Director General of Police, Odisha

ID: 941291398489190405

calendar_today14-12-2017 12:58:52

5,5K Tweet

293,293K Takipçi

67 Takip Edilen

DGP, Odisha (@dgpodisha) 's Twitter Profile Photo

ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ।

ସତ୍ୟ ଓ ଶାନ୍ତିର ପ୍ରତୀକ, ଅହିଂସାର ପୂଜାରୀ, ମହାନତାର ମାର୍ଗଦର୍ଶକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ସର୍ବ ମଙ୍ଗଳ ମାଙ୍ଗଲ୍ୟେ.. ଶିବେ ସର୍ବାର୍ଥ ସାଧିକେ, ଶରଣ୍ୟେ ତ୍ରୟମ୍ବକେ ଗୌରୀ..! ନାରାୟଣୀ ନମସ୍ତୁତେ..!! ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ । କରୁଣାମୟୀ ଆଦିଶକ୍ତି ଜଗତଜନନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ଓ ସୁଖମୟ ହେଉ ।

ସର୍ବ ମଙ୍ଗଳ ମାଙ୍ଗଲ୍ୟେ..
ଶିବେ ସର୍ବାର୍ଥ ସାଧିକେ,
ଶରଣ୍ୟେ ତ୍ରୟମ୍ବକେ ଗୌରୀ..!
ନାରାୟଣୀ ନମସ୍ତୁତେ..!!

ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ । କରୁଣାମୟୀ ଆଦିଶକ୍ତି ଜଗତଜନନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ଓ ସୁଖମୟ ହେଉ ।
DGP, Odisha (@dgpodisha) 's Twitter Profile Photo

ସମସ୍ତ ରାଜ୍ୟବାସୀଙ୍କୁ ପବିତ୍ର ବିଜୟା ଦଶମୀ ତଥା ଦଶହରା ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ ମା' ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ଉଲ୍ଲସିତ ହେଉ ।

ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଦେଶ ତଥା ଜାତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଶହୀଦ ପୋଲିସମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। ଦେଶ ପାଇଁ ସେମାନଙ୍କର ତ୍ୟାଗ, ସାହସ ଏବଂ ନିଷ୍ଠା ସଦା ସର୍ବଦା ଚିରସ୍ମରଣୀୟ ରହିବ।

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଯାଉ। #Diwali 🪔

It is a matter of great pride that three police officers of Odisha have been awarded with the "Kendriya Grihmantri Dakshata Padak", 2024 for excellence in crime investigation. Odisha Police SAMEER SHALLA to professionalism to the core!

It is a matter of great pride that three police officers of Odisha have been awarded with the "Kendriya Grihmantri Dakshata Padak", 2024 for excellence in crime investigation.
Odisha Police <a href="/committment/">SAMEER SHALLA</a> to professionalism to the core!
DGP, Odisha (@dgpodisha) 's Twitter Profile Photo

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । #HappyMakarSankranti

Warm wishes to all personnel and families of #IndianArmy on the occasion of Indian Army Raising Day. On this special day, we express our honour to the warriors who render their daring & dedicated service to the nation. #ArmyDay

Warm wishes to all personnel and families of #IndianArmy on the occasion of Indian Army Raising Day. On this special day, we express our honour to the warriors who render their daring &amp; dedicated service to the nation. #ArmyDay
DGP, Odisha (@dgpodisha) 's Twitter Profile Photo

ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ସମସ୍ତଙ୍କର ଧ୍ୟେୟ ହେଉ। #HappyRepublicDay

Warm wishes to all personnel of Indian Coast Guard on their Raising Day. Their relentless service on our maritime frontiers is exemplary. #IndianCoastGuardDay

Warm wishes to all personnel of <a href="/IndiaCoastGuard/">Indian Coast Guard</a> on their Raising Day. Their relentless service on our maritime frontiers is exemplary. #IndianCoastGuardDay
DGP, Odisha (@dgpodisha) 's Twitter Profile Photo

ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ଦେଉଥିବା ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ।

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ ।

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।  
ବନ୍ଦେ ଉତ୍କଳ ଜନନୀ ।
DGP, Odisha (@dgpodisha) 's Twitter Profile Photo

୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ମୁଁ ସାଧୁବାଦ ଜଣାଉଛି । ଆସନ୍ତୁ, ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବା । #ବନ୍ଦେଉତ୍କଳଜନନୀ

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଈଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଶୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

DGP, Odisha (@dgpodisha) 's Twitter Profile Photo

ଓଡ଼ିଶାର ମହାମହିମ ରାଜ୍ୟପାଳ Dr. Hari Babu Kambhampatiଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

ଓଡ଼ିଶାର ମହାମହିମ ରାଜ୍ୟପାଳ <a href="/DrHariBabuK/">Dr. Hari Babu Kambhampati</a>ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।