Dy.FIRE OFFICER BHUBANESWAR CIRCLE (@dfobbsr_ofs) 's Twitter Profile
Dy.FIRE OFFICER BHUBANESWAR CIRCLE

@dfobbsr_ofs

We serve to Save.
Official handle of DFO, Bhubaneswar Circle.

ID: 1271435674860679173

calendar_today12-06-2020 13:34:41

544 Tweet

658 Followers

134 Following

Odisha Fire & Emergency Services (@odishaf_es) 's Twitter Profile Photo

As part of celebration of Fire Service week-2024, mock drills and awareness programs are being organised by our Fire Stations at different Govt. institutions, hospitals & malls. #EnsureFireSafetyContributeToNationBuilding

Odisha Fire & Emergency Services (@odishaf_es) 's Twitter Profile Photo

A fire incident in Trisha Nursing Home, Cuttack was dealt efficiently by our staff with supervision of our senior officers. Fire was controlled, smoke extracted & 45 patients evacuated safely. No casualty reported. The cause of fire is under investigation. #EveryLifePrecious

Odisha Fire & Emergency Services (@odishaf_es) 's Twitter Profile Photo

Relentless efforts for rescue & restoration work during this post cyclone effects of #Dana have been made by rescue teams of @OdishaF_ES & still continuing to bring normalcy in the situation #CycloneDanaAftermath #CycloneDana I & PR Department, Odisha CMO Odisha SRC, Govt of Odisha OSDMA Odisha

CMO Odisha (@cmo_odisha) 's Twitter Profile Photo

ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ପଦକ୍ଷେପ। ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।

ରାଜ୍ୟ ସରକାର ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି। ସେମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭେଟି କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ସରକାର ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି। ସେମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a>ଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭେଟି କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି।
BJP Odisha (@bjp4odisha) 's Twitter Profile Photo

ରାଜ୍ୟ ସରକାର ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଥିବାରୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ।