Satyapatha (@satyapathalive) 's Twitter Profile
Satyapatha

@satyapathalive

Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.

ID: 814393378439892992

linkhttp://www.satyapatha.com calendar_today29-12-2016 08:51:26

8,8K Tweet

976 Followers

5 Following

Satyapatha (@satyapathalive) 's Twitter Profile Photo

ପ୍ରାର୍ଥୀ ଘୋଷଣା ପରେ ପ୍ରଥମଥର ନୂଆପଡା ମୈଦାନରେ ସ୍ନେହାଙ୍ଗିନୀ ଛୁରିଆ | ବିଜୟ ନେଇ ଦେଖାଇଲେ ଦମ୍ଭୋକ୍ତି.. #Satyapatha #nuapadabyelection #snehanginichhuria #bjd

ପ୍ରାର୍ଥୀ ଘୋଷଣା ପରେ ପ୍ରଥମଥର ନୂଆପଡା ମୈଦାନରେ ସ୍ନେହାଙ୍ଗିନୀ ଛୁରିଆ | ବିଜୟ ନେଇ ଦେଖାଇଲେ ଦମ୍ଭୋକ୍ତି..
#Satyapatha #nuapadabyelection #snehanginichhuria #bjd
Satyapatha (@satyapathalive) 's Twitter Profile Photo

-ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା -କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ହେବେ -ଏନେଇ ଉଚ୍ଚ ଶିକ୍ଷା ଓ SC/ST ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି -ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ

-ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା
-କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ ହେବେ
-ଏନେଇ ଉଚ୍ଚ ଶିକ୍ଷା ଓ SC/ST ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି
-ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ
Satyapatha (@satyapathalive) 's Twitter Profile Photo

ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ, ବିଜେପି-କଂଗ୍ରେସକୁ ଦେବେ କି ଚେକ୍? #Satyapatha #bjd #snehanginichhuria #nuapadabyelection

ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ, ବିଜେପି-କଂଗ୍ରେସକୁ ଦେବେ କି ଚେକ୍?
#Satyapatha #bjd #snehanginichhuria #nuapadabyelection
Satyapatha (@satyapathalive) 's Twitter Profile Photo

-ଅଯୋଧ୍ୟାରେ ଦୀପୋତ୍ସବ ସମୟରେ ଦୁଇଟି ନୂତନ ଗିନିଜ୍‌ ବିଶ୍ୱ ରେକର୍ଡ -ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍‌ ବିଶ୍ୱ ରେକର୍ଡ -୨୬,୧୭,୨୧୫ ତୈଳ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ ରେକର୍ଡ -ଗିନିଜ୍‌ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ #Satyapatha #ayodhya #Diwali

-ଅଯୋଧ୍ୟାରେ ଦୀପୋତ୍ସବ ସମୟରେ ଦୁଇଟି ନୂତନ ଗିନିଜ୍‌ ବିଶ୍ୱ ରେକର୍ଡ
-ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍‌ ବିଶ୍ୱ ରେକର୍ଡ
-୨୬,୧୭,୨୧୫ ତୈଳ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ ରେକର୍ଡ
-ଗିନିଜ୍‌ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
#Satyapatha #ayodhya #Diwali
Satyapatha (@satyapathalive) 's Twitter Profile Photo

ମହରାଷ୍ଚ୍ରରେ ୯୬ ଲକ୍ଷ ଜାଲି ଭୋଟର: ରାହୁଲଙ୍କୁ ସମର୍ଥନ କଲେ ରାଜ୍ ଠାକରେ Read full Story: satyapatha.com/96-lakh-fake-v… #Satyapatha #RahulGandhi #RajThackeray

Satyapatha (@satyapathalive) 's Twitter Profile Photo

ନୂଆପଡା ଉପନିର୍ବାଚନ: କାହାର ପଲ୍ଲା ଭାରି? #Satyapatha #nuapadabypoll #bjd #BJPOdisha #Congress

ନୂଆପଡା ଉପନିର୍ବାଚନ: କାହାର ପଲ୍ଲା ଭାରି?

#Satyapatha #nuapadabypoll #bjd #BJPOdisha #Congress
Satyapatha (@satyapathalive) 's Twitter Profile Photo

ନାକଚ ହୋଇଯିବ କି ଘାସିରାମଙ୍କ ପ୍ରାର୍ଥୀ ପତ୍ର?; ବଡ଼ ଅଭିଯୋଗ ଆଣିଲା ବିଜେପି Read Full Story: satyapatha.com/will-ghazirams… #Satyapatha #nuapadabyelection #ghasirammajhinuapada #BJPOdisha #Congress

ନାକଚ ହୋଇଯିବ କି ଘାସିରାମଙ୍କ ପ୍ରାର୍ଥୀ ପତ୍ର?; ବଡ଼ ଅଭିଯୋଗ ଆଣିଲା ବିଜେପି
Read Full Story: satyapatha.com/will-ghazirams…
#Satyapatha #nuapadabyelection #ghasirammajhinuapada #BJPOdisha #Congress
Satyapatha (@satyapathalive) 's Twitter Profile Photo

-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା -ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ -ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ -ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ) ଗିରଫ -କର୍ପୋରେଟର୍ ମଳୟ ବିଷୋୟୀ ବି ଗିରଫ -ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଗିରଫ #Satyapatha #LatestNews

-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା
-ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ
-ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ
-ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ) ଗିରଫ
-କର୍ପୋରେଟର୍ ମଳୟ ବିଷୋୟୀ ବି ଗିରଫ
-ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଗିରଫ
#Satyapatha #LatestNews
Satyapatha (@satyapathalive) 's Twitter Profile Photo

ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେଡି | ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଥିବା କହିଲେ ପ୍ରମିଳା ମଲ୍ଲିକ | ସେ କହିଛନ୍ତି, 'ବିଜେଡିକୁ ବଦନାମ ପାଇଁ ଏସ୍‌ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି | ନୂଆପଡ଼ା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି | '

ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେଡି | ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଥିବା କହିଲେ ପ୍ରମିଳା ମଲ୍ଲିକ | ସେ କହିଛନ୍ତି, 'ବିଜେଡିକୁ ବଦନାମ ପାଇଁ ଏସ୍‌ପିଙ୍କ ଜରିଆରେ ଉଦ୍ୟମ କରାଯାଇଛି | ନୂଆପଡ଼ା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି | '
Satyapatha (@satyapathalive) 's Twitter Profile Photo

-ପୋଲିସ SI ସ୍କାମ୍‌; ତଦନ୍ତ ପାଇଁ CBIକୁ ହସ୍ତାନ୍ତର -CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି -ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ -ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର

-ପୋଲିସ SI ସ୍କାମ୍‌; ତଦନ୍ତ ପାଇଁ CBIକୁ ହସ୍ତାନ୍ତର
-CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
-ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ
-ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର
Satyapatha (@satyapathalive) 's Twitter Profile Photo

କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍‌ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ #Satyapatha #MohanCharanMajhi #ChhathPuja2025

କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍‌ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#Satyapatha #MohanCharanMajhi #ChhathPuja2025
Satyapatha (@satyapathalive) 's Twitter Profile Photo

-ରାଫେଲ୍‌ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -ଅମ୍ବାଲା ଏୟାରବେସରୁ ଉଡାଣ ଭରିଲେ ରାଷ୍ଟ୍ରପତି -ଅପରେସନ ସିନ୍ଦୂରରେ ବ୍ୟବହୃତ ରାଫେଲ୍‌ରେ ଉଡିଲେ -ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି -୨୦୨୩ରେ ତେଜପୁରରେ ସୁଖୋଇ-୩୦ରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି #Satyapatha #DroupadiMurmu #Rafale

-ରାଫେଲ୍‌ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
-ଅମ୍ବାଲା ଏୟାରବେସରୁ ଉଡାଣ ଭରିଲେ ରାଷ୍ଟ୍ରପତି
-ଅପରେସନ ସିନ୍ଦୂରରେ ବ୍ୟବହୃତ ରାଫେଲ୍‌ରେ ଉଡିଲେ
-ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି
-୨୦୨୩ରେ ତେଜପୁରରେ ସୁଖୋଇ-୩୦ରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି
#Satyapatha #DroupadiMurmu #Rafale
Satyapatha (@satyapathalive) 's Twitter Profile Photo

ପ୍ରଚାରରେ କମ୍ପୁଛି ନୂଆପଡା ମୈଦାନ; ହେଲେ ରେସ୍ ରେ କିଏ ଅଛି ଆଗରେ? #Satyapatha #nuapadabyelection #bjd #BJPOdisha #Congress

ପ୍ରଚାରରେ କମ୍ପୁଛି ନୂଆପଡା ମୈଦାନ; ହେଲେ ରେସ୍ ରେ କିଏ ଅଛି ଆଗରେ?

#Satyapatha #nuapadabyelection #bjd #BJPOdisha #Congress
Satyapatha (@satyapathalive) 's Twitter Profile Photo

ବିହାରରେ ଏଥର କାହାର ସରକାର? NDA ନା ମହାଗଠବନ୍ଧନ #Satyapatha #biharelection2025 #TejashwiYadav #NitishKumar #NarendraModi #RahulGandhi

ବିହାରରେ ଏଥର କାହାର ସରକାର? NDA ନା ମହାଗଠବନ୍ଧନ
#Satyapatha #biharelection2025 #TejashwiYadav #NitishKumar #NarendraModi #RahulGandhi
Satyapatha (@satyapathalive) 's Twitter Profile Photo

-ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ -ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ -ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ #Satyapatha #nuapadabyelection #bjd #OdishaPolitics

-ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ
-ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ
-ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ
#Satyapatha #nuapadabyelection #bjd #OdishaPolitics
Satyapatha (@satyapathalive) 's Twitter Profile Photo

-ବିହାର ପାଇଁ ବିଜେପିର 'ସଂକଳ୍ପ ପତ୍ର' -୫ ବର୍ଷରେ କୋଟିଏ ଚାକିରି ପ୍ରତିଶ୍ରୁତି -କୋଟିଏ ଲକ୍ଷପତି ଦିଦି ନେଇ ଘୋଷଣା -ମହିଳାଙ୍କ ପାଇଁ ଆରମ୍ଭ ହେବ ‘ମିଶନ୍ କୋଟିପତି’ -୪ଟି ନୂଆ ସହରରେ ମେଟ୍ରୋ ସେବା #biharelection2025 #LatestNews

-ବିହାର ପାଇଁ ବିଜେପିର 'ସଂକଳ୍ପ ପତ୍ର'
-୫ ବର୍ଷରେ କୋଟିଏ ଚାକିରି ପ୍ରତିଶ୍ରୁତି
-କୋଟିଏ ଲକ୍ଷପତି ଦିଦି ନେଇ ଘୋଷଣା
-ମହିଳାଙ୍କ ପାଇଁ ଆରମ୍ଭ ହେବ ‘ମିଶନ୍ କୋଟିପତି’
-୪ଟି ନୂଆ ସହରରେ ମେଟ୍ରୋ ସେବା
#biharelection2025 #LatestNews
Satyapatha (@satyapathalive) 's Twitter Profile Photo

ଡାନି ଘଡ଼ାଇଙ୍କ ଘରେ ରେଡ୍ ପରେ ପକ୍ଷପାତିତା ଅଭିଯୋଗରେ ନୂଆପଡ଼ାର ଜିଲ୍ଲାପାଳ-SP ଙ୍କ ବିରୋଧରେ ଗର୍ଜିଲେ ଯୁବ-ଛାତ୍ର ବିଜେଡି #Satyapatha #bjd #nuapadabyelection

ଡାନି ଘଡ଼ାଇଙ୍କ ଘରେ ରେଡ୍ ପରେ ପକ୍ଷପାତିତା ଅଭିଯୋଗରେ ନୂଆପଡ଼ାର ଜିଲ୍ଲାପାଳ-SP ଙ୍କ ବିରୋଧରେ ଗର୍ଜିଲେ ଯୁବ-ଛାତ୍ର ବିଜେଡି
#Satyapatha #bjd #nuapadabyelection
Satyapatha (@satyapathalive) 's Twitter Profile Photo

-ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା -ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ହୋଇଥିବା ସୂଚନା -ହତ୍ୟା ଘଟଣାର ପୂରା ପ୍ଲାନ ଉମା ବିଷୋୟୀ କରିଥିବା ସୂଚନା -ସାର୍ପସୁଟରଙ୍କ ସହ ଯୋଗାଯୋଗ କରିଥିବା ନେଇ ମଧ୍ୟ ସୂଚନା #Satyapatha #pitabaspandamurder

-ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
-ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଗିରଫ ହୋଇଥିବା ସୂଚନା
-ହତ୍ୟା ଘଟଣାର ପୂରା ପ୍ଲାନ ଉମା ବିଷୋୟୀ କରିଥିବା ସୂଚନା
-ସାର୍ପସୁଟରଙ୍କ ସହ ଯୋଗାଯୋଗ କରିଥିବା ନେଇ ମଧ୍ୟ ସୂଚନା
#Satyapatha #pitabaspandamurder
Satyapatha (@satyapathalive) 's Twitter Profile Photo

କାହା ରୋଡ୍ ସୋ'ରେ ଅଧିକ ଦମ୍? ମୋହନ ନା ନବୀନ? #Satyapatha #MohanMajhi #NaveenPatnaik #nuapadabyelection #bjd #bjpodisha

କାହା ରୋଡ୍ ସୋ'ରେ ଅଧିକ ଦମ୍?
ମୋହନ ନା ନବୀନ?
#Satyapatha #MohanMajhi #NaveenPatnaik #nuapadabyelection #bjd #bjpodisha
Satyapatha (@satyapathalive) 's Twitter Profile Photo

-ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ -ହାଇଆଲର୍ଟ ନେଇ ପୁରୀ ଏସ୍‌ପିଙ୍କ ସୂଚନା -ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି -ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ -ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ #Satyapatha #jagannathpuri

-ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ
-ହାଇଆଲର୍ଟ ନେଇ ପୁରୀ ଏସ୍‌ପିଙ୍କ ସୂଚନା
-ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି
-ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ
-ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
#Satyapatha #jagannathpuri