RTO CUTTACK (@rtocuttack) 's Twitter Profile
RTO CUTTACK

@rtocuttack

ID: 972022058807906304

calendar_today09-03-2018 08:11:32

14 Tweet

187 Followers

15 Following

RTO CUTTACK (@rtocuttack) 's Twitter Profile Photo

Notice :- Please be informed that the Sarathi Portal will be unavailable until 10:00 AM on 18/05/24 (Saturday) due to urgent database maintenance. Hence, online services relating to Driving Licences will not be accessible. We regret any inconvenience this may cause. Thank you.

State Transport Authority, Odisha (@staodisha) 's Twitter Profile Photo

ଭାରିଯାନ ଚାଳନା ପ୍ରଶିକ୍ଷଣର ସୁବର୍ଣ୍ଣ ସୁଯୋଗ, ରହିବା-ଖାଇବା-ଶିଖିବା ସଂପୂର୍ଣ୍ଣ ବିନା ମୂଲ୍ୟରେ । କେବଳ ସେତିକି ନୁହେଁ ଲାଇସେନ୍ସ ପ୍ରସ୍ତୁତି ମଧ୍ୟ ବିନା ମୂଲ୍ୟରେ ଏବଂ ସଫଳତାର ସହ 30 ଦିନିଆ କୋର୍ସ କରିବା ପରେ 3000 ଟଙ୍କାର ଭତ୍ତା ବ୍ୟବସ୍ଥା ରହିଛି ।

ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ପଥ ସଦା ସୁଗମ ହେଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଅଭିନନ୍ଦନ । #ଜୟଜଗନ୍ନାଥ #JaiJagannath

ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ପଥ ସଦା ସୁଗମ ହେଉ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଅଭିନନ୍ଦନ ।
#ଜୟଜଗନ୍ନାଥ #JaiJagannath
State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣ ସମ୍ପର୍କରେ କୌଣସି ବାର୍ତ୍ତା ପାଇଲେ ତାହା ଅସଲି କି ନକଲି ପ୍ରଥମେ ପରଖି ନିଅନ୍ତୁ । ଆପଣଙ୍କ ସେବାରେ ଆମର ୨୪ ଘଣ୍ଟିଆ କଲ୍ ସେଣ୍ଟର - 18003451073 #EChallan #Fraudalert #ScamAlert #RoadSafetyOdisha

RTO CUTTACK (@rtocuttack) 's Twitter Profile Photo

ସ୍ୱଛତା ହିଁ ସେବା. ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଛତା. (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ.) State Transport Authority, Odisha

ସ୍ୱଛତା ହିଁ ସେବା.
ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଛତା.
(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ.)
<a href="/STAOdisha/">State Transport Authority, Odisha</a>
RTO CUTTACK (@rtocuttack) 's Twitter Profile Photo

TENDER FOR THE WORK " DEPLOYMENT OF 6 NOS. OF BATTERY OPERATED E RICKSHAWS AT THE NEW PARKING SPACE OF HON'BLE HIGH COURT OF ORISSA FOR TO & FRO JOURNEY OF HON'BLE JUDGES AND ADVOCATES FROM PARKING SPACE TO HIGHCOURT VIS-A-VIS FOR 2 YEARS , 2025-2026 AND 2026-2027

TENDER FOR THE WORK " DEPLOYMENT OF 6 NOS. OF BATTERY OPERATED E RICKSHAWS AT THE NEW PARKING SPACE OF HON'BLE HIGH COURT OF ORISSA FOR TO &amp; FRO JOURNEY OF HON'BLE JUDGES AND ADVOCATES FROM PARKING SPACE TO HIGHCOURT  VIS-A-VIS FOR 2 YEARS , 2025-2026 AND 2026-2027
State Transport Authority, Odisha (@staodisha) 's Twitter Profile Photo

ଶୂନରୁ ହିଁ ସୃଷ୍ଟି, ଶୂନ ତ ସଂସାର ଆସନ୍ତୁ, ଶୂନକୁ ପାଳନ କରିବା, ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ପାଇଁ। ଆପଣ ବି ଯୋଡି ହୁଅନ୍ତୁ ଏହି ଅଭିଯାନରେ #ZeroAccidentDay #RoadSafety #Odisha

RTO CUTTACK (@rtocuttack) 's Twitter Profile Photo

Come Home Safe | ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ | Sidhant Mohapatra | Amitab... youtu.be/UiFIaWyG6JE?si… via YouTube

Come Home Safe | ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ | Sidhant Mohapatra | Amitab... youtu.be/UiFIaWyG6JE?si… via <a href="/YouTube/">YouTube</a>
State Transport Authority, Odisha (@staodisha) 's Twitter Profile Photo

ଜଣେ ଭଲ ବନ୍ଧୁ ଆପଣଙ୍କୁ ସୁରକ୍ଷା ଦିଏ ଯେମିତି ବାଇକରେ ଗଲେ ଆପଣଙ୍କ ବନ୍ଧୁ ହେଲମେଟ୍ ନିଜ ସୁରକ୍ଷାର ସାଥୀଙ୍କୁ କେବେ ବି ଅଲଗା କରନ୍ତୁ ନାହିଁ ବନ୍ଧୁତ୍ୱ ଦିବସର ଅନେକ ଶୁଭେଚ୍ଛା #HappyFriendshipDay #RoadSafety #Odisha #ComeHomeSafe

ଜଣେ ଭଲ ବନ୍ଧୁ ଆପଣଙ୍କୁ ସୁରକ୍ଷା ଦିଏ
ଯେମିତି ବାଇକରେ ଗଲେ ଆପଣଙ୍କ ବନ୍ଧୁ ହେଲମେଟ୍
ନିଜ ସୁରକ୍ଷାର ସାଥୀଙ୍କୁ କେବେ ବି ଅଲଗା କରନ୍ତୁ ନାହିଁ

ବନ୍ଧୁତ୍ୱ ଦିବସର ଅନେକ ଶୁଭେଚ୍ଛା 

#HappyFriendshipDay 
#RoadSafety
#Odisha
#ComeHomeSafe
State Transport Authority, Odisha (@staodisha) 's Twitter Profile Photo

ସୁରକ୍ଷିତ ଯାତ୍ରା ପାଇଁ ସଡ଼କ ସୁରକ୍ଷା ନିୟମ ସହ ହେଉ ବନ୍ଧୁତ୍ୱ ଚାରି ଚକିଆ ଧରିଲେ, ସିଟବେଲ୍ଟ ଲଗାଇବାକୁ ଯେମିତି ନଭୁଲ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା #HappyFriendshipDay #RoadSafety #Odisha #ComeHomeSafe

ସୁରକ୍ଷିତ ଯାତ୍ରା ପାଇଁ
ସଡ଼କ ସୁରକ୍ଷା ନିୟମ ସହ ହେଉ ବନ୍ଧୁତ୍ୱ
ଚାରି ଚକିଆ ଧରିଲେ, ସିଟବେଲ୍ଟ ଲଗାଇବାକୁ ଯେମିତି ନଭୁଲ
ବନ୍ଧୁତ୍ୱ ଦିବସର ଶୁଭେଚ୍ଛା 

#HappyFriendshipDay 
#RoadSafety
#Odisha
#ComeHomeSafe
RTO CUTTACK (@rtocuttack) 's Twitter Profile Photo

the data of the vehicle is available at Bhubaneswar and RTO BBSR1 has been informed on this matter so kindly contact RTO BBSR1 x.com/ajitimit/statu…